ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର ତା ୨.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ମାନ୍ୟବର ବିଧାୟକ ନବରଙ୍ଗପୁର ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ମୁଖ୍ୟ…

ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା…

 (ମାହାଙ୍ଗା -ଶାସକ ପ୍ରଶାସକ) : ଅକ୍ଟୋବର ୨ ଜାତିର ପିତା ତଥା ସ୍ବାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ପାଥେୟ କରି ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଏହି…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ହାଇୱା ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ ଶାସକ ପ୍ରଶାସକ ନିୟୁଜ: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅଧିନସ୍ତ କେସିଙ୍ଗା ୱାଏ ରସ୍ତା ରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇବା ଜଳିଗଲା।ଡ୍ରାଇଭର ଡେଇଁ ବାରୁ ବର୍ତ୍ତିଗଲେ।ଡ୍ରାଇଭର ଗୁରୁତର।କଳାହାଣ୍ଡି କେସିଙ୍ଗା ରାଜଲକ୍ଷ୍ମୀ…

ଲୋକ ଜୀବିତ , ହେଲେ ପିଏମ କିଷାନ ପାଇଁ ମୃତ ଦର୍ଶାଇ ଯୋଜନା ରୁ ବଞ୍ଚିତ କଲେ ସରକାର

https://youtu.be/mzbanjj0ptM ପି ଏମ୍ କିଷାନ ଯୋଜନା ରେ ବଡ ଅସ୍ଵଛତା ଜିଲ୍ଲାପାଳଙ୍କୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ ହୋଇପାରୁନି ସମସ୍ୟାର ସମାଧାନ ବିଜେପୁର :- କେନ୍ଦ୍ର ସରକାର ଙ୍କ ବହୁ ଲାଭକାରୀ ଯୋଜନାର ମଧ୍ୟରୁ ଅନ୍ୟତମ ହେଉଛି ପି ଏମ୍ କିଷାନ ଯୋଜନା।କିନ୍ତୁ ସରକାରୀ…

ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା- ମୁଖ୍ୟମନ୍ତ୍ରୀ

ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ   ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ…

“ମୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁ ବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡିଶା…

ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରାରେ ବିଜେଡି ସଭାପତି ନବୀନ ପଟନାୟକ ଙ୍କ ଅଭିଭାଷଣ ଜୟ ଜଗନ୍ନାଥସମସ୍ତଙ୍କୁ ନମସ୍କାର ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେଲା । ଏ ଅବସରରେ ଆପଣମାନଙ୍କୁ…

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ପାଳିତ: ସ୍ଵଚ୍ଛତା ନେଇ ସଚେତନତା ରାଲି

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ମହାଡମ୍ବରରେ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କୁଳପତି ପ୍ରଫେସର ଏ ଭି ଏନ ଏଲ…

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜିଲ୍ଲା କୋର୍ଟ ନବରଙ୍ଗପୁର ତରଫରୁ ସଫେଇ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ ଅନୁଷ୍ଟିତ

ନବରଙ୍ଗପୁର, ୦୨ /୧୦/ ୨୪, ଅଶୋକ ସାହୁ, ଶାସକ ପ୍ରଶାସକ,ଜିଲ୍ଲା କୋର୍ଟ ନବରଙ୍ଗପୁର ତରଫରୁ ସ୍ଥାନୀୟ ଜିଲ୍ଲା କୋର୍ଟ ପରିସରଠାରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ “ସ୍ଵଚ୍ଛ ହି ସେବା” ବିଷୟବସ୍ତୁ କୁ ନେଇ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଚାର…

ପାଇକମାଳ ହାଇସ୍କୁଲ ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ପାଇକମାଳ :- ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି l ପ୍ରଥମେ ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଛାତ୍ର ଛାତ୍ରୀ…

ପାଇକମାଲ ଦୁର୍ଗାପୂଜା କମିଟିର ସଫେଇ ଅଭିଯାନ

। ବରଗଡ :- ସ୍ୱଚ୍ଛତା ଏକ ଛୋଟ ଶବ୍ଦ ହୋଇପାରେ କିନ୍ତୁ ଏହାର ଅର୍ଥ ବ୍ୟାପକ । ସ୍ୱଚ୍ଛତା ପାଇଁ କେବଳ ବର୍ଷକୁ ଗୋଟିଏ ଦିନ ନ କରି ପ୍ରତେକ ମଣିଷ ନିଜର ଦୈନନ୍ଦିନ ଜୀବନ ର ନିୟମିତ ରୁଟିନ ରେ ସାମିଲ କରିବା ଆଜିର ଆଧୁନିକ ଜୀବନ ଶୈଳୀ ପାଇଁ ନିହାତି ଆବଶ୍ୟକ ରହିଛି । ନିଜର ଘର , ଗାଁ , ସହର ଆଦି…