Sign in
Sign in
Recover your password.
A password will be e-mailed to you.
ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ ସଦସ୍ୟତା ଅଭିଯାନ
ବିଜେପୁର: ବରଗଡ ଜ଼ିଲ୍ଲା ବିଜେପୁର ଠାରେ ଆଜି ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପବିତ୍ର ଅବସରରେ ସ୍ଥାନୀୟ ବିଧାୟକ ସନତ କୁମାର ଗଡ଼ତିଆ ଭାରତୀୟ ଜନତା ପାର୍ଟି ର ଏକ ସକ୍ରିୟ ନାଗରିକ ହିସାବରେ ସଦସ୍ୟତା ଅଭିଯାନ ରେ ନିଜେ ସାମିଲ ହୋଇ ବିଜେପୁର ଅଂଚଳ ରେ ଘରକୁ ଘର ଯାଇ ଜନତାଙ୍କ ସମସ୍ୟା…
ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ମାହାଙ୍ଗା ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା…
https://youtu.be/NRlcx0rk6_s
(ମାହାଙ୍ଗା -ଶାସକ ପ୍ରଶାସକ) : ଅକ୍ଟୋବର ୨ ଜାତିର ପିତା ତଥା ସ୍ବାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ଜୟନ୍ତୀରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକୁ ପାଥେୟ କରି…
ଗୁଣପୁର ବିଜେପି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ସେବା ସପ୍ତାହ ଅବସରରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ।ଆଜି ଭାରତୀୟ ଜନତା ପାର୍ଟି ଗୁଣପୁର ପକ୍ଷରୁ ଶେଫାଳୀ ପାହାଡ଼ ମନ୍ଦିର ଚାରି ପାର୍ଶ୍ଵରେ ଏବଂ ଭେଙ୍କଟେଶ୍ଵର ମନ୍ଦିର ଚାରି ପାର୍ଶ୍ଵରେ…
ଆଇ.ଆର୍.ବି ଭଞ୍ଜନଗର ତରଫରୁ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ହେଉଛି ଅକ୍ଟୋବର ମାସ ୨ ତାରିଖ ବୁଧବାର ୨୦୨୪ । ଆଜି ଆଜି ଅଷ୍ଟମ ସ୍ୱତନ୍ତ୍ର ଭାରତୀୟ ସଂରକ୍ଷିତ ବାହିନୀ ଭଞ୍ଜନଗର ତରଫରୁ ତନରଡା ଠାରେ ଥିବା ବାଟାଲିୟନ୍ ରେ ନିଶୁଳ୍କ ସ୍ଵାସ୍ଥ୍ୟ ପରିକ୍ଷା ଓ ରକ୍ତଦାନ ଶିବିର ଆୟୋଜନ ହୋଇଛି। ଏହି ମେଗା ଶିବିର କୁ…
ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ୧୫୫ ତମ ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ
ଜଗତସିଂହପୁର, ତା ୦୨.୧୦.୨୦୨୪ ସୁମନ୍ତ କୁମାର ଦାସ: ସତ୍ୟ ଅହିଂସା ର ପୂଜାରୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୫ ତମ ଜନ୍ମ ଜୟନ୍ତୀ , ତଥା ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଓ ସ୍ଵଚ୍ଛତା ଦିବସ ଆଜି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଅଛି।ଏହି ଉପଲକ୍ଷେ ସୂଚନା ଓ ଲୋକସଂପର୍କ…
ନବରଙ୍ଗପୁର ର ସାତ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ…
ନବରଙ୍ଗପୂର: 02.10.2024,ଅଶୋକ ସାହୁ, ଶାସକ ପ୍ରଶାସକ,ଆଜି ନବରଙ୍ଗପୁର ଜିଳ୍ଲାର ର ସାତ ଗୋଟି ପଞ୍ଚାୟତରେ ଜନ ଯୋଜନା ଅଭିଯାନ ଅନ୍ତର୍ଗତ ସ୍ୱତନ୍ତ୍ର ଗ୍ରାମ ସଭା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଯୋଜିତ ହୋଇଯାଇଛି I ବିକଶିତ ଭାରତ ବିକଶିତ ପଞ୍ଚାୟତ ରୂପେ ଗଢି ତୋଳିବା ପାଇଁ ସବୁ କ୍ଷେତ୍ରରେ…
ଗାନ୍ଧୀ ଜୟନ୍ତୀ ଅବସରରେ ଗୁଣୁପୁର ପୌରପରିଷଦ ର ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ।
ଗୁଣୁପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର ପୌରପରିଷଦ ଟାଉନ ହୋଲ ଠାରେ ଗାନ୍ଧୀ ଅବସରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ସମ୍ନାନନୀୟ ଅଥିତି ଭାବେ ପୌରପରିଷଦ ଅଦକ୍ଷା ମମତା ଗୌଡ଼, ଉପଦକ୍ଷ ଶିବ…
ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ୧୨୦ତମ ଶାନ୍ତି ଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଜିଲ୍ଲା ପ୍ରଶାସନ ତରଫରୁ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି। ଜିଲ୍ଲା ସୂଚନା…
ମହିଳା ସ୍ନାତକ ମହାବିଦ୍ୟାଳୟରେ ସ୍ବର୍ଗତଃ ତ୍ରିନାଥ ସାହୁଙ୍କର ୧୬ତମ ପୂଣ୍ୟତିଥି ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏହି ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ସ୍ବର୍ଗତଃ ତ୍ରିନାଥ ସାହୁଙ୍କର ୧୬ତମ ପୂଣ୍ୟତିଥି ପାଳିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼.ରୀନା ସାହୁ ସର୍ବ ପ୍ରଥମେ ତାଙ୍କର ଫୋଟଚିତ୍ରରେ…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ମହାତ୍ମା ଗାନ୍ଧୀ ଓ ମହାନ ଜନନାୟକ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର , ପାରଳାଖେମୁଣ୍ଡି ଠାରେ ଜାତିର ପିତା ତଥା ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଓ ମହାନ ଜନନାୟକ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟର ବିଜ୍ଞାନ…