Sign in
Sign in
Recover your password.
A password will be e-mailed to you.
ଜିଲ୍ଳା ସ୍ତରୀୟ କ୍ରୀଡ଼ା ମହୋତ୍ସବ ପାଇଁ ଗଞ୍ଜାମ ଜିଲ୍ଳା ଶିକ୍ଷା ଅଧିକାରୀଣିଙ୍କ ସମୀକ୍ଷା ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଦୀର୍ଘ ବର୍ଷ ପରେ ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହେବାକୁ ଯାଉଛି ଗଂଜାମ ଜିଲ୍ଳା ସ୍ତରୀୟ କ୍ରୀଡା ମହୋତ୍ସବ I ଆସନ୍ତା ଛଅ ତାରିଖ ଠାରୁ ଆଠ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କ୍ରୀଡ଼ା ମହୋତ୍ସବ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ…
ନିପୁଣ ଓଡ଼ିଶା ମିଶନ ର ଜିଲ୍ଲା ସ୍ତରୀୟ ଶୁଭ ଉନ୍ମୋଚନ।
ଜଗତସିଂହପୁର , ତା: ୦୩.୧୦.୨୦୨୪ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସମଗ୍ର ଶିକ୍ଷା ବିଭାଗ ମିଳିତ ଆନୁକୁଲ୍ୟରେ ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ନିପୁଣ ଓଡ଼ିଶା ମିଶନ କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଶୁଭ ଉନ୍ମୋଚନ…
ଅଞ୍ଚଳ ମହାବିଦ୍ୟାଳୟ ରେ ଆଣ୍ଟି ରାଗିଂ କମିଟୀ ବୈଠକ ଅନୁଷ୍ଠିତ।
ପଦ୍ମପୁର :ଅଞ୍ଚଳ ମହାବିଦ୍ୟାଳୟ ରେ ଆଣ୍ଟି ରାଗିଂ କମିଟି ର ବୈଠକ ଅଧ୍ୟକ୍ଷ ଲଲିତ ମୋହନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ର, ଜୟ କୁମାର ଭୁଏ, ଡଃ ବଲରାମ ପ୍ରଧାନ, ଅଧ୍ୟାପିକା ଶର୍ମିଲା ପଣ୍ଡା, ବୁନି ସାହୁ ପ୍ରମୁଖ ସଦସ୍ୟ ବୃନ୍ଦ…
ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ”ସ୍ୱଚ୍ଛତା ହିଁ ସେବା – ପୁରସ୍କାର ବିତରଣ ଉତ୍ସବ”
ନବରଙ୍ଗପୁର ତା ୩.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଗତ ୨.୧୦.୨୦୨୪ ରିଖ ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ସ୍ଵଚ୍ଛତା ହିଁ ସେବା ଜିଲ୍ଲା ସ୍ତରୀୟ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ…
ଦୁର୍ଗା ପୂଜା ପାଳନ ଉପଲକ୍ଷେ ଶାନ୍ତି କମିଟି ବୈଠକ
ଜଗତସିଂହପୁର ତା-୦୩.୧୦.୨୦୨୪/ସୁମନ୍ତକୁମାରଦାସ: ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପ୍ରକୋଷ୍ଠରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ଜଗତସିଂହପୁର ସହରରେ ଚଳିତ ଦୂର୍ଗା ପୂଜା, ରାବଣ ପୋଡ଼ି ଓ…
ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବି ପତ୍ର…
ରାୟଗଡ଼ା : ତା : ୦୩/୧୦/୨୪-ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ୬ ଦଫା ଦାବି ପତ୍ର ପ୍ରଦାନକରାଯାଇଛି | ଭାରତୀୟ ମଜଦୂର ସଂଘ ଦ୍ଵାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ସଂଘର ଦୀର୍ଘ ଦିନର ଦାବି ପୁରଣ ହୋଇନଥିବା ଯୋଗୁଁ କେନ୍ଦ୍ର…
ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୩/୧୦/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କଲୋନି ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଇଓ ଶୁଭେନ କୁମାର ମଣ୍ଡଳ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…
ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ନିମନ୍ତେ କ୍ଷେତ୍ର ପ୍ରସ୍ତୁତି ପଥ ବୁଲି ଦେଖିଲେ ଜିଲ୍ଲାପାଳ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା 03/10 କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆସନ୍ତା ଅକ୍ଟୋବର 11 ତାରିଖରେ ଭବାନୀ ପାଟଣା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ଜେନା ଖାଲ ରେ ମା ଙ୍କ ଛତର ର ବିଧି ଅନୁସାରେ ପୂଜ୍ଯ ପୂଜା…
କିଆପଦର କସ୍ତୁରବା ବିଦ୍ୟାଳୟରେ ଛାତ୍ରୀ ଅସନ୍ତୋଷ ଘଟଣା: କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ଦଳିତ ଆଦିବାସୀ ମହାସଂଘ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ )୦୩/୧୦ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କିଆପଦରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଶତାଧିକ ଛାତ୍ରୀ ଦୀର୍ଘ ୧୨ କିମି ପାଦରେ ଚାଲିଚାଲି ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିବା ଘଟଣାକୁ ଆଜି ତିନିଦିନ ବିତିଛି। ବିଦ୍ୟାଳୟର…
ମହା ଧୁମ୍ ଧାମ୍ ରେ ପାଳିତ ହେଲା ଅଗ୍ରସେନ ଜୟନ୍ତୀ।
ପଦ୍ମପୁର :- ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ମହା ଧୁମ୍ ଧାମ୍ ରେ ଅଗ୍ରସେନ ଜୟନ୍ତୀ ପାଳିତ ହୋଇଯାଇଛି। ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ଶାସ୍ତ୍ରୀ ଛକ, ଥାନା ଛକ, ଭେଉଁରିଆ ଛକ ଦେଇ ଧର୍ମଶାଳା ରେ ପହଞ୍ଚିଥିଲା। ପରେ ଅନେକ୍ ପ୍ରତିଯୋଗୀତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ…