ଖପ୍ରାଖୋଲ ୧୦/୧(ହେମସାଗର ସାହୁ) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ଧଣ୍ଡାମୁଣ୍ଡା ଜବହାର ଲାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଛାତ୍ରୀ ଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଶୁକ୍ରବାର ଉଦଘାଟିତ ହୋଇଯାଇଛି I ତାଲିମ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଅଧକ୍ଷ ଭୁବନେଶ୍ୱର ପୁରୋହିତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ଅବସର ଅଧ୍ୟାପକ ବିକ୍ରମ ସିଂ ସାହୁ, ସମ୍ମାନୀତ ଅତିଥି ରୁପେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ସୋନାଲି ସାହୁ,ତାଲିମ ଦାତା ଭାବରେ ସୁଷମା ବାଗ ପ୍ରମୁଖ ଯୋଗଦେଇ ଥିଲେ। ତାଲିମ୍ ଦାତା ଆତ୍ମ ରକ୍ଷା ର ବିଭିନ୍ନ କୌଶଳ ମାନ ଶିଖାଇ ଥିଲେ I ଅନ୍ୟ ମାନଙ୍କ ମଧ୍ୟ ରେ ଅଧ୍ୟାପକ ନବୀନ ବାରିକ, ରବୀନ୍ଦ୍ର ବାରିକ ,ଶଙ୍କର୍ଷଣ ପଣ୍ଡା ସମେତ ଛାତ୍ରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.