ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜୟନ୍ତୀ ପାଳନ।

  ବାସୁଦେବପୁର -  ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି କାର୍ଯ୍ୟ କର୍ତ୍ତା ଙ୍କ ତରଫରୁ ପାଳନ ହୋଇ ଯାଇଛି। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ବିଜେପି କର୍ମୀ ମାନେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ପରେ…

ବୃଦ୍ଧା ଶ୍ରମ ରେ ବାଜପେୟୀ ଙ୍କ ଜୟନ୍ତୀ ପାଳନ କଲେ ବିଜେପି ନେତା ମନୋଜ ନାୟକ

ବାସୁଦେବପୁର -  ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଙ୍କ ୧୦୦ ତମ ଜନ୍ମ ଜୟନ୍ତୀ ବାସୁଦେବପୁର ରେ ବିଜେପି ନେତା ମନୋଜ ନାୟକ ସ୍ଥାନୀୟ ବାଲାଜୀ ବାସନ୍ତୀ ବୃଦ୍ଧା ଶ୍ରମ ରେ ପାଳନ କରିଛନ୍ତି।। ଏହି ଅବସର ରେ ବାଜପେୟୀ ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ  ପରେ ଆଶ୍ରମ…

ସାଇ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରିଡା ଉତ୍ସବ

ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ସାଇ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡା ଉତ୍ସବ ୨୨/୧୨/୨୪ ଓ ୨୩/୧୨/୨୪ ଦୁଇଦିନ ଧରି ନରସିଂହପୁର ବାସନ୍ତୀ ପଡିଆରେ  ପାଳିତ ହୋଇଯାଇଛି। ଏହି  ଅବସରରେ ସ୍କୁଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ମୂରଳୀଧର  ପାଣିଗ୍ରାହୀ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ସହରୀ) ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ଓଡିଶାର ସମସ୍ତ ପୌରାଞ୍ଚଳକୁ…

ଭୁବନେଶ୍ୱର, ୨୫ ଡିସେମ୍ବର ୨୦୨୪:ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡ଼ିଶା ସହରୀ ଗୃହ ନିର୍ମାଣ ମିଶନ (OUHM) ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା (ସହରୀ) ୨.0 ଅଧୀନରେ ଆବେଦନ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିବାକୁ ରାଜ୍ୟର ସମସ୍ତ ୟୁଏଲ୍ ବି (ULB) ମାନଙ୍କକୁ ନିର୍ଦ୍ଦେଶ ଦିଆଯାଇଛି।…

ଜାତୀୟ ଉପଭୋକ୍ତା ଦିବସ ୨୦୨୪ ପାଳିତ

ଜଗତସିଂହପୁର,ତା-୨୪.୧୨.୨୦୨୪/ସୁମନ୍ତ କୁମାର ଦାସ: ସାରା ବିଶ୍ୱ ରେ ଉପଭୋକ୍ତା ମାନଙ୍କ ସ୍ୱାର୍ଥ କୁ ପରିପୂରଣ ଓ ସଚେତନ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ମାସ ୨୪ ତାରିଖ କୁ ଜାତୀୟ ଉପଭୋକ୍ତା ଦିବସ ଭାବେ ପାଳନ କରାଯାଏ। ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା କକ୍ଷ ରେ…

ସୁଶାସନ ସପ୍ତାହ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ

ଜଗତସିଂହପୁର,ତା-୨୪.୧୨.୨୦୨୪/ସୁମନ୍ତ କୁମାର ଦାସ: ସରକାରଙ୍କର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସରକାର ଓ ପ୍ରଶାସନ ଗ୍ରାମରେ ପହଞ୍ଚିବା ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ କରିବା।ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ଲୋକଙ୍କ ହିତରେ ଲାଗିବା ସହ ଏହାର ସୁଫଳ ଯେପରି ସମସ୍ତେ ପାଇବେ ସେଥିପାଇଁ…

ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି, ପୁସ୍ତକ ମେଳା ଉଦଘାଟିତ

ନୟାଗଡ଼ (ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ, କୃଷି, ପୁସ୍ତକ ମେଳା ଷ୍ଟାଡିୟମ୍ ପଡ଼ିଆରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ  ବାଚସ୍ପତି ସୁରମା ପାଢ଼ୀ, ପୁରୀ ସାଂସଦ ସମ୍ବିତ ପାତ୍ର,…

ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୪ ଉଦଯାପିତ

 https://youtu.be/0W0rnS4iuy8 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା ଷଷ୍ଠ ଦିନ ତଥା ଶେଷ ସନ୍ଧ୍ୟାରେ ମହା ଆଡ଼ମ୍ବରରେ ଉଦଯାପିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ-ତଥା-ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି…

ପରିବାରଲୋକେ ଆଣିଲେ ହତ୍ୟା ଅଭିଯୋଗ, ସ୍ବାମୀ ଓ ଶ୍ବଶୁର ଥାନାରେ ଅଟକ

ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଈସିଲାଟ ଥାନା ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମର ଜଣେ ମହିଳା ଅନୁ ସାହୁ (୨୫)ଙ୍କ ସନ୍ଦେହଜନକ ଭାବରେ ଆଜି ମୃତ୍ୟୁ ଘଟିଛି। ଅନୁଙ୍କ ବାପଘର ଲୋକେ ଝିଅକୁ ବିବାହ ପରେ ନିର୍ଯାତନ ଦିଆଯାଉଥିବା ଅଭିଯୋଗ ଆଣିବା ସହ ଏହା ଏକ ହତ୍ୟା ଘଟଣା ବୋଲି ଥାନାରେ ଲିଖିତ…

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା - ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଡିଓ ରାମକୃଷ୍ଣ ନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦାହାଣ୍ଡି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରକୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ…