ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )  ନବରଙ୍ଗପୁର ଜିଲ୍ଲା ଡାବୁଗାଁ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଭଗବାନ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବ ରେ…

ଅନୀଲ ଅଗ୍ରୱାଲଙ୍କ ମାଲିକାନାରେ ବ୍ରିଟେନର ପ୍ରତିଷ୍ଠିତ ରିଭରସାଇଡ ଷ୍ଟୁଡିଓଜ

ଭୁବନେଶ୍ୱର: ବେଦାନ୍ତ ଗ୍ରୁପର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ନେତୃତ୍ୱକୁ ଆସିବ ବ୍ରିଟେନର ବିଶିଷ୍ଟ ରିଭରସାଇଡ ଷ୍ଟୁଡିଓ । ୧୦୦ ବର୍ଷ ପୁରୁଣା ଏହି ଷ୍ଟୁଡିଓ କେନ୍ଦ୍ରୀୟ ଲଣ୍ଡନର ଥେମସ ନଦୀର ଉତର କୂଳ ନିକଟରେ ରହିଛି । ତାହା ଆଗକୁ ‘ଅନିଲ ଅଗ୍ରୱାଲ ରିଭରସାଇଡ ଷ୍ଟୁଡିଓଜ…

ନିଖୋଜ:ଯଦି କେହି ସହୃଦୟ ବ୍ୟକ୍ତି ସନ୍ଧାନ ପାଆନ୍ତି ଯୋଗାଯୋଗ କରିବାକୁ ଅନୁରୋଧ

ବରପାଲି :-ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଆଗଲପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଜୋଲପିଆପାଲି ଗ୍ରାମର ହରିବୋଲ ଥପାଙ୍କ ୨୩ ବର୍ଷ ବୟସର ପୁଅ ରାଜେଶ ଥପା ଆଜକୁ ୫ ଦିନ ହେବ କେଉଁ ଆଡେ ନିଖୋଜ ହୋଇ ଯାଇଛି। ନିଜ ଘରୁ ଗଲାବେଳେ ଏକ ସାଇକେଲ ଯୋଗେ କେଉଁଆଡେ ଚାଲି ଯାଇଛି ବୋଲି ଘରଲୋକେ କହୁଥିବା…

କେନ୍ଦ୍ରୀୟ କ୍ରୀଡ଼ା ଓ ଯୁବବ୍ୟାପର ରାଷ୍ଟ୍ରମନ୍ତ୍ରୀଙ୍କ ଗଜପତି ଗସ୍ତ : ଆକାଂକ୍ଷା ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା…

https://youtu.be/RVoM7RIAwZM  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ରୀୟ କ୍ରୀଡ଼ା ଓ ଯୁବବ୍ୟାପର ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ରକ୍ଷ ନିଖିଲ ଖଡସେ ଗୁରୁବାର ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିବା…

ନାଟଙ୍ଗା ଚକରା ବିଷୋୟୀ କ୍ଲବ୍ ତରଫରୁ ବୀର ଚକରା ବିଷୋୟୀଙ୍କ 102 ତମ ଜୟନ୍ତୀ ପାଳିତ

  ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଚକରା ବିଷୋୟୀ ଘୁମୁସର ମାଟିର ଜଣେ ସାଲିସ୍ ବିହୀନ ସ୍ୱାଧୀନତା ସଂଗ୍ରାମୀ I ଚକରା ବିଷୋୟୀଙ୍କ ଭୟରେ ଇଂରେଜ ମାନେ ଦୀର୍ଘଦିନ ପର୍ଯ୍ୟନ୍ତ ଘୁମୁସରକୁ ନିଜ ଅକ୍ତିଆରକୁ ନେଇ ପାରି ନଥିଲେ I ସମଗ୍ର ଘୁମୁସର ଅଞ୍ଚଳରେ ଶାମ୍ବ ଦଶମୀ ତିଥିକୁ ଚକରା ବିଷୋୟୀ…

ମା’ ଭଗବତୀଙ୍କ ଦର୍ଶନ କଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି

ବାଣପୁର:(ସେକ କୌସର ):ଆଜି ଅପରାହ୍ନରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ସପରିବାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର ଦର୍ଶନ କରି ମା’ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଏହି ଅବସରରେ ତାଙ୍କୁ ସ୍ଥାନୀୟ…

ଭଞ୍ଜନଗର ର ଭିନ୍ନ ଭିନ୍ନ ସ୍ଥାନରେ ଘୁମୁସର ବୀର ବିପ୍ଲବୀ ଚକରା ଙ୍କ ଜନ୍ମୋତ୍ସବ ପାଳିତ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ): ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ ପୂଜା ଓ ଘୁମୁସର ର ମହାନ୍ ବୀର ବିପ୍ଲବୀ ଚକରା ବିଷୋଈ ଙ୍କ ୨୦୨ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଜିଲ୍ଲା ସଂସ୍କୃତି ପରିଷଦ ଗଞ୍ଜାମ ମିଳିତ ଆନୁକୂଲ୍ୟରେ ଘୁମୁସର ଅଞ୍ଚଳର ଭଞ୍ଜନଗର ଠାରେ…

୧୮ତମ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ

ଭଟଲି:- ସ୍ଥାନୀୟ ଦଧିବାମନ ସ୍ନାତକ ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ତତ୍ତ୍ଵାବଧାନରେ ମହାସମାରୋହରେ ଉଦଘାଟିତ ହୋଇଯାଇଛି । ପ୍ରଥମେ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଏହା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ "ଭାରତର…

ମରୁଡିର ସଫଳ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ l

https://youtu.be/_yJ_-zajVbU ନବରଙ୍ଗପୁର ୯.୧.୨୫ : ଅଶୋକ ସାହୁ, ଶାସକ ପ୍ରଶାସକ: ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ନବରଙ୍ଗପୁର ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଆଜି ମରୁଡିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l…

ପ୍ରବାସୀ ଭାରତୀୟ ଦିବସ ରେ ସଫେଇ କାର୍ଯ୍ୟ କର୍ମ ଅନୁଷ୍ଠିତ।

 ବାସୁଦେବପୁର - ଭାରତୀୟ ଜନତା ପାର୍ଟି ବାସୁଦେବପୁର ପକ୍ଷ ରୁ ପ୍ରବାସୀ ଭାରତୀୟ ଦିବସ ସଫେଇ କାର୍ଯ୍ୟ କର୍ମ ବାସୁଦେବପୁର ରେ ପାଳନ ହୋଇ ଯାଇଛି। ଏହି ଅବସର ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ବାସୁଦେବପୁର ବ୍ଲକ ପରିସର ରେ ବିଜେପି କାର୍ଯ୍ୟ କର୍ତ୍ତା ମାନଙ୍କ ପକ୍ଷ ରୁ ସଫେଇ…