ଅକ୍ଷି ମୁଠି ଅନୁକୂଳ କଲେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ। ବା

6

 ବାସୁଦେବପୁର – ପବିତ୍ର ଅକ୍ଷୟ ତୃତୀୟାରେ ଅକ୍ଷୀ ମୁଠି ଅନୁକୂଳ କଲେ ଯୁବ ସମାଜ ସେବୀ ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ। ବାସୁଦେବପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ନାଇକାନିଡିହି ଠାରେ ରମାକାନ୍ତ ସେବା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଅକ୍ଷୟ ତୃତୀୟା ପାଳନ ଉତ୍ସବ ରେ ଉପସ୍ଥିତ ରହି ଫାଉଣ୍ଡେସନ ର ପ୍ରତିଷ୍ଠାତା ରତିକାନ୍ତ ପ୍ରଧାନ ପିଣ୍ଟୁ ବାବୁ ଅକ୍ଷି ମୁଠି ଅନୁକୂଳ କରିବା ସହ ଚାଷୀ ଭାଇ ମାନଙ୍କ ର ମଙ୍ଗଳ କାମନା କରିଛନ୍ତି। ଏହି ଅବସର ରେ ଚାରି ଜଣ ଚାଷୀ ଙ୍କୁ ଉନ୍ନତ ମାନର ବିହ ନ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ରତିକାନ୍ତ ପ୍ରଧାନ।

Leave A Reply

Your email address will not be published.