Sign in
Sign in
Recover your password.
A password will be e-mailed to you.
ନବନିଯୁକ୍ତ ପିସିସି ସଭାପତିଙ୍କ ସଂକଳ୍ପ ପଦଯାତ୍ରାରେ ଅଦ୍ଭୁତପୂର୍ବ ଜନସମର୍ଥନ
ଭୁବନେଶ୍ୱର ତା. ୧୮୫/୦୨ ରିଖ : ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ନବନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ଶୁଭେଚ୍ଛୁମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ…
ଚୋରା ଦେଶୀ ବିଦେଶୀ ମଦ ନିମନ୍ତେ ଆକ୍ସନ୍ ମୋଡ୍ ରେ ଭଞ୍ଜନଗର ପୋଲିସ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଦିନକୁ ଦିନ ବଢିବାରେ ଲାଗିଥିବା ଚୋରା ଓ ନକଲି ଦେଶୀ ବିଦେଶୀ ମଦ ର ଖୁଲମ୍ ଖୁଲା କାରବାର ଭଞ୍ଜନଗର ପୋଲିସ୍ ଚାରିଆଡେ ଏକପ୍ରକାର ନାକାବନ୍ଦି କରିଦେଇଛି। ଏଥି ନିମନ୍ତେ ଚୋରା ମଦ କାରବାର ନିମନ୍ତେ କେତେକ ବ୍ୟବସାୟୀ ଘର, ନିଛାଟିଆ ସ୍ଥାନକୁ ବାଛି ନେଉଛନ୍ତି।…
ବରମୁଣ୍ଡା ମନ୍ଦିର ପୂଜକ ରୋହିତାଶ୍ୱ ମାଝୀ ଆଉ ନାହାନ୍ତି
ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ରୋହିତାଶ୍ୱ ମାଝୀ ଆଉ ଆମ ଗହଣରେ ନାହାନ୍ତି।୬୦ ବର୍ଷ ବୟସରେ ତାଙ୍କର ଗତକାଲି ରାତ୍ର ୯ ଘଟିକା ସମୟରେ ପରଲୋକ ହୋଇ ଯାଇଛି।ସେ ହିନ୍ଦୁ ସଂସ୍କୃତି, ପରମ୍ପରା ଉପରେ ବେଶ…
ସାମୁଦ୍ରିକ ଥାନା ରେ କମ୍ୟୁନିଟ୍ ପୋଲିସି କାର୍ଯ୍ୟକ୍ରମ ଅନୁଷ୍ଠିତ
ଅସ୍ତରଙ୍ଗ : ଅସ୍ତରଙ୍ଗ ନୂଆଗଡ ସ୍ଥିତ ସାମୁଦ୍ରିକ ଥାନା ରେ ପୋଲିସ ତରଫରୁ କମ୍ୟୁନିଟ୍ ସାଂସ୍କୃତିକ ଓ ବାଦ୍ୟଯନ୍ତ୍ର କାର୍ଯ୍ୟକ୍ରମ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଧେଶ୍ୟ ସାମୁଦ୍ରିକ ଥାନା ସହିତ ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳ ରେ ଜନସାଧାରଣ,…
ସାହିତ୍ଯ ସମାଜକୁ ଆଲୋକିତ କରେ
ରାଉରକେଲା, (ବସନ୍ତ କୁମାର ଜେନା): ରାଜ୍ଯର ଏକ ଅଗ୍ରଣୀ ପ୍ରକାଶକ ସଂସ୍ଥା 'ଲେଖାଲେଖି' ଆୟୋଜିତ ଦ୍ବିତୀୟ ରାଉରକେଲା ସାହିତ୍ଯ ଉତ୍ସବ ଆଦର୍ଶ ପାଠାଗାର ସ୍ଥିତ ଆଦର୍ଶ ସାହିତ୍ୟ ଘର ପରିସରରେ ଅନୁଷ୍ଠାନର ଅଧ୍ଯକ୍ଷ ପ୍ରଦୀପ୍ତ କୁମାର ବେହୁରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି | ଏଥିରେ…
ବାସୁଦେବପୁର ସୌରଭ ସମ୍ମାନ ଆୟୋଜନ ନେଇ ପ୍ରସ୍ତୁତି ବୈଠକ।
ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ନବ ନିର୍ମାଣ ସେନା ପକ୍ଷ ରୁ ବାସୁଦେବପୁର ସୌରଭ ସମ୍ମାନ ଆୟୋଜନ ନେଇ ପ୍ରସ୍ତୁତି ବୈଠକ ଅଲେଖ ମନୋରଞ୍ଜନ ଏକାଡେମୀ ରେ ଅନୁଷ୍ଠିତ ହୋଇ ଯାଇଛି। ଆଗାମୀ ମାର୍ଚ୍ଚ ଶେଷ ରୁ ଆରମ୍ଭ ହୋଇ ଏପ୍ରିଲ ରେ ଶେଷ ହେବାର ଅଛି ବୋଲି ନବ ନିର୍ମାଣ ସେନା…
ଛାତ୍ରାବାସର ଅସ୍ଥାୟୀ ନିଲମ୍ବନକୁ କିଟ୍ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବା ସହ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି…
ଏକ ଦୁର୍ଭାଗ୍ୟଜନକ ଏବଂ ଅପ୍ରତ୍ୟାଶିତ ଘଟଣାରେ, କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ନେପାଳୀ ଝିଅ ଦୁଃଖଦ ଭାବରେ ଆତ୍ମହତ୍ୟା କରିଛନ୍ତି। ସଂପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମାମଲା ପୋଲିସକୁ ହସ୍ତାନ୍ତର କରାଯାଇଛି । ଛାତ୍ରୀଙ୍କ ସହପାଠୀମାନେ ପ୍ରକାଶ କରିଛନ୍ତି ଯେ ସେ…
ସମନ୍ୱିତ ସ୍ଥାୟୀ ଚାଷରେ ଶ୍ରେଷ୍ଠତ୍ୱ ପାଇଁ କେନ୍ଦୁଝରର ତାପସ ରାଉତ ପୁରସ୍କୃତ
ରାଜ୍ୟସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମାବେଶରେ ମନ୍ତ୍ରୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ
କେନ୍ଦୁଝର,ତା୧୬/୨- ଉନ୍ନତ ଚାଷ ପ୍ରଣାଳୀ,ଓଡ଼ିଶାରେ ସମନ୍ୱିତ କୃଷି ଅଭ୍ୟାସ ଜାରି ରଖି ସଫଳ ଚାଷୀ ତଥା ସ୍ଥାୟୀ ଚାଷର ଏକ ମଡେଲ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି କେନ୍ଦୁଝରର ସଫଳ ଚାଷୀ…
ରାସ୍ତା ମଝିରେ ମଦୁଆ ଡ୍ରାଇଭରର ଅଶ୍ଳୀଳ ବଚନ: ଆମ୍ବୁଲାନ୍ସକୁ ଅଟକାଇ ଭାଙ୍ଗି ଦେବାକୁ ଉଦ୍ୟମ।
କେନ୍ଦୁଝର,ତା୧୬/୨- କଥାରେ ଅଛି ମଦ ପିଇଲେ ସବୁ ଗଲା ମାନେ ଇଜ୍ଜତ ମହତ କଥା କିଏ ପଚାରେ। ଏହି କଥାର ସତ୍ୟତା ଘଟଗାଁ ହାଟ ଛକରେ ଦେଖା ଦେଇଛି ପାଖରେ ଥାନା ତଥାପି ମଦୁଆ ଡ୍ରାଇଭର ରାସ୍ତା ଉପରେ ନାଟ କରୁଥିଲା। ଏହି କାର ଡ୍ରାଇଭର ସକାଳେ ଢୋଲେ ମଦ ତଣ୍ଟି ଯାଏ ପିଇ ବାଟରେ ଗାଡ଼ି ଅଟକାଇ ବୋବାଲ…
ଓଡ଼ିଶା କୃଷି ନିର୍ଦ୍ଦେଶକଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ
କେନ୍ଦୁଝର,ତା୧୭/୨-ନିର୍ଦ୍ଦେଶକ,କୃଷି ଓ ଖାଦ୍ୟ ଉତ୍ପାଦନ,ଓଡିଶା ଶ୍ରୀ ପ୍ରେମଚାନ୍ଦ ଚୌଧୁରୀ ଘଟଗାଁ ବ୍ଲକର ନିଶୁରୀପଶି ଠାରେ ସ୍ଥାପିତ ସୋଲାର ବୋରୱେଲ ପ୍ରକଳ୍ପ, ସଦର ବ୍ଲକ ଅନ୍ତର୍ଗତ ଟିକରପଡ଼ାରେ କୃଷକ ରେଜିଷ୍ଟ୍ରୀ ଶିବିର ଓ କଲମୀ ବାଇଗଣ ଚାଷ, ରାଇସୁଆଁ ଠାରେ ଶୀତଳ ଭଣ୍ଡାର ପ୍ରକଳ୍ପ,…