ନିତ୍ୟାନନ୍ଦ ପାଠାଗାର ତରଫରୁ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ

3

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଶ୍ରୀ କରଣ ସାହି ସ୍ଥିତ ନିତ୍ୟାନନ୍ଦ ପାଠାଗାର ତରଫରୁ ଦିବଙ୍ଗତ ଆତ୍ମା ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା।
ଏହି ସଭାରେ ଅନୁଷ୍ଠାନର ସଭାପତି ଗୌରହରି ପଟ୍ଟନାୟକ , ସମ୍ପାଦକ ସୂର୍ଯ୍ୟ ନାରାୟଣ ପଟ୍ଟନାୟକ , କୋଷାଧ୍ୟକ୍ଷ ରବି ନାରାୟଣ ଚୌଧୁରୀ , ଉପଦେଷ୍ଟା ବିଚିତ୍ରାନନ୍ଦ ବେବର୍ତ୍ତାଭ, ଉପାନ୍ତପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହପାତ୍ର , ଶିକ୍ଷାବିତ୍ ବିନୋଦ ଚନ୍ଦ୍ର ଜେନା , ଭାରତ ଭୂଷଣ ମହାନ୍ତି , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏବଂ ଅନୁଷ୍ଠାନର ସଭ୍ୟ ତଥା ସାହି ବାସିନ୍ଦା ଯୋଗ ଦେଇ ତାଙ୍କର ସ୍ମୃତି ଚାରଣ ପୂର୍ବକ ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave A Reply

Your email address will not be published.