ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ‘ଟେଲିଗ୍ରାମ ଆପ୍‌’ ହ୍ୟାକ୍

2

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କ ‘ଟେଲିଗ୍ରାମ ଆପ୍‌’କୁ କେହିଜଣେ ହ୍ୟାକ୍ କରିନେଇଛନ୍ତି । ଏହାସହିତ ବିଭିନ୍ନ ପ୍ରକାରର ମେସେଜ୍ ଓ ଲିଙ୍କ୍ ବିଭିନ୍ନ ବ୍ୟକ୍ତିଙ୍କୁ ପଠାଉଛି । ଯେହେତୁ ଏବେ ତାଙ୍କର ଟେଲିଗ୍ରାମ ଆପ୍ ମଧ୍ୟ ଡିଲିଟ୍ ହୋଇସାରିଛି, ତେଣୁ ତାଙ୍କ ନାମରେ ବା ନମ୍ବରରୁ ଯାଉଥିବା ଟେଲିଗ୍ରାମ ମେସେଜ ବା ଲିଙ୍କକୁ ଦୟାକରି କେହି ଓପନ୍ ନକରିବା ପାଇଁ ଶ୍ରୀ ନାୟକ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.