Sign in
Sign in
Recover your password.
A password will be e-mailed to you.
ଟେଣ୍ଡର ବିଜ୍ଞପ୍ତି ପ୍ରକ୍ରିୟା ବାତିଲ ଦାବୀ ନେଇ ବିଞ୍ଝାଲ ସମାଜ ପକ୍ଷରୁ ଗଣଧାରଣା ଦେବାକୁ ନିଷ୍ପତ୍ତି।
ଖପ୍ରାଖୋଲ (ହେମସାଗର ସାହୁ) ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ଙ୍କ ଅଧ୍ୟକ୍ଷତାରେ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୈଠକ ରେ…
ଚୋରା ମଦ ବ୍ୟବସାୟ କୁ ନେଇ ଗ୍ରାମ ରେ ଉତ୍ତେଜନା, ପ୍ରଶାସନ ଅବହେଳା ପାଇଁ ଗ୍ରାମାଞ୍ଚଳ ରେ ବୃଦ୍ଧି ପାଇବାର ଲାଗିଛି…
ଅସ୍ତରଙ୍ଗ: ରାଜ୍ୟ ରେ ଡବଲ ଇଞ୍ଜିନ ସରକାର ଙ୍କ ଶାସନ ଆସିବା ପରେ ପ୍ରତ୍ୟେକ ଅଞ୍ଚଳ ରେ ପରିବର୍ତ୍ତନ ର ଚିତ୍ର ଦୃଷ୍ଟିଗୋଚର ହେଇ ଥିବା ବେଳେ,ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ରେ ଅରାଜକତା ଦିନକୁ ଦିନ ବୃଦ୍ଧି ପାଇବା ସହ ଚୋରା ମଦ ବ୍ୟବସାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।ଏଠାରେ…
ସମ୍ଭବର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ବିୟୋଗ, ଓଡ଼ଗାଁ ଅଞ୍ଚଳରେ ଶୋକରେ ଛାୟା
ଓଡ଼ଗାଁ,୨୪।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରୋହିବାଙ୍କ ଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ଭବର ସହ ପ୍ରତିଷ୍ଠାତା ରାମକୃଷ୍ଣଙ୍କ ବିୟୋଗରେ ସମଗ୍ର ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପ୍ରକୃତି ଓ ପରିବେଶ ପାଇଁ କାର୍ଯ୍ୟ କରୁଥିବା ଡ. ପଦ୍ମଶ୍ରୀ…
ବ୍ଲକସ୍ତରୀୟ ପାଞ୍ଚ ଦିବସୀୟ ଶିଶୁ ବାଟିକା ତାଲିମ୍ ଶିବିର।
(ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା ) - ଖଲ୍ଲିକୋଟ ର ଶ୍ରୀ ମର୍ଦ୍ଦରାଜ ଉଚ୍ଚ ବିଦ୍ୟାଳୟ କନକ ମଞ୍ଜରୀ ଉଚ୍ଚ ବାଳିକା ବିଦ୍ୟାଳୟରେ "ପ୍ରସ୍ତୁତି" ଉପରେ ଆଧାରିତ, ବ୍ଳକ୍ ସ୍ତରୀୟ ପାଞ୍ଚ ଦିବସୀୟ ଶିଶୁ ବାଟିକା ତାଲିମ୍ ଶିବିର ଅନୁଷ୍ଠିତ ହୋଇସାରିଛି। ଉକ୍ତ କାର୍ଯ୍ୟକ୍ରମର ଆୟୋଜକ…
ବିଜ୍ଞାନ ଶିକ୍ଷୟିତ୍ରୀଙ୍କ ଅକାଳ ବିୟୋଗ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ନୋଡ଼ାଲ ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟିତ୍ରୀ ନିବେଦିତା ପାଲକ୍ (୪୪)ଙ୍କ ଅକାଳ ବିୟୋଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି I ସ୍ୱର୍ଗତ ପାଲକ୍ କିଛିଦିନ ହେବ ନିମୋନିଆ ରୋଗରେ…
ଡକ୍ଟର ସରୋଜ ନାୟକ ଇଲେକ୍ଟ୍ରୋ ହୋମିଓପାଥି ଡାକ୍ତର ଏସୋସିଏସନ ନବ ନିର୍ବାଚିତ ସଭାପତି।।।।
ବାରିପଦା, ମୟୂରଭଞ୍ଜ ଇଲେକ୍ଟ୍ରୋ ହୋମିଓପାଥି ଆସୋସିଏସନ ର ଉପଦେଷ୍ଟା ତଥା ପୂର୍ବତନ ବିଧାୟକ ଡାକ୍ତର ବୁଢାନ ମୁର୍ମୁ ଙ୍କ ଅଧ୍ୟକ୍ଷତା ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଆସୋସିଏସନ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ମୟୂରଭଞ୍ଜ ଜିଲ୍ଲାର…
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁଆବାହାଲ ଗ୍ରାମରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ମୁଣ୍ଡାପଲା ପଞ୍ଚାୟତ ଅନ୍ତର୍ଗତ ସୁଆବାହାଲ ଗାଁରେ ଆଜି ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ…
ନୂଆପଡା କୋମନା ବ୍ଲକ୍ ରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳଙ୍କ ଯୋଗଦାନ
ନୂଆପଡ଼ା ଜିଲ୍ଲା ରୁ କାଳିମ୍ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ):ନୂଆପଡା ଜିଲ୍ଲା କୋମନା ବ୍ଲକ୍ ସୁଆବାହାଲ ଗ୍ରାମରେ ଆଜି ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୂସୁଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଖରୀଆର ବନଖଣ୍ଡ ଅଧିକାରୀ ଅଜିଜ…
ବଡ଼ଗଡ଼ ହାଇସ୍କୁଲର ସମୀକ୍ଷା କଲେ ଭୁବନେଶ୍ବର ସାଂସଦ
୩ ମାସ ଭିତରେ ସରିବ ଶତାୟୁ ବିଦ୍ଯାଳୟର ଉନ୍ନତିକରଣ କାମ
ଜୁନ ମାସ ସୁଦ୍ଧା ଉନ୍ନତିକରଣ କାମ ସାରିବାକୁ ଅଧିକାରୀଙ୍କୁ ସାଂସଦଙ୍କ ନିର୍ଦ୍ଦେଶ
ଭୁବନେଶ୍ବର: ସାଂସଦ ଅପରାଜିତା ଷଡ଼ଙ୍ଗୀ ବଡ଼ଗଡ଼ସ୍ଥିତ ୱାର୍ଡ ନ ୪୪ରେ ଥିବା ହାଇସ୍କୁଲ ପରିଦର୍ଶନ କରିଛନ୍ତି। ସ୍ଥାନୀୟ…
ସାଧାରଣ ଉପଭୋକ୍ତାଙ୍କ ପାଇଁ ବଢିବନି ବିଦ୍ୟୁତ ଦର
ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି ନେଇ ଶୁଣାଣିର ରାୟ ପ୍ରକାଶ ପାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ଉପଭୋକ୍ତା ଙ୍କ ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ। ଯେଉଁ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ଓ ଦୁଇ…