ଜାନୁଆରୀ ୩୧ରେ କୁନ୍ଦୁଲୀ ପୀଡିତାଙ୍କ ଦଶାହରେ ବିଜେପି ମହିଳା ମୋର୍ଚ୍ଚା ପାଳିବ ସଂକଳ୍ପ ଦିବସ
୧୦୦୨ ମଣ୍ଡଳରେ ଦେବୀ ମନ୍ଦିର ସାମନାରେ ଆତ୍ମାର ସଦଗତି ନିମନ୍ତେ କରାଯିବ ଦୀପଦାନ
ଅମିତ୍ ଶାହାଙ୍କ ଦ୍ୱାରା ୩ ଜଣିଆ କେନ୍ଦ୍ରୀୟ ତଦନ୍ତ କମିଟି ଗଠିତ. ଓଡିଶା ଆସି କରିବେ ତଦନ୍ତ
ପୀଡିତାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥିକ ସହାୟତା ଦେବାକୁ ଦେବାକୁ ଦାବି କଲା ବିଜେପି
ମୃତୁ୍ୟ ପାଇଁ ଦାୟୀ କୋରାପୁଟ ଏସପି ଏବଂ ରାଜ୍ୟ ମାନବାଧିକାର ସେଲ ଏଡିଜିଙ୍କୁ ଚାକିରୀରୁ ବହିଷ୍କାର ଦାବି