ପୋଲିସ ମୁଖ୍ୟାଳୟରେ  ଶହୀଦ ଦିବସ : ନିରବ ପ୍ରାର୍ଥନା

0

 

 ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ କ୍ଷପାଲିସ ମୁଖ୍ୟକାର୍ଯ୍ୟାଳୟ ଠାରେ  ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା  | ଅତିରିକ୍ତ ଆରକ୍ଷୀ  ମହାନିର୍ଦ୍ଦେଶକ  ସତ୍ୟଜିତ୍ ମହାନ୍ତି, ଆଇ.ଜି ସଂଜୟ ସିଂହ ଓ ଅସିତ  ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ମହାତ୍ମାଗାନ୍ଧୀଙ୍କ ସହ ଅନ୍ୟ ଶହୀଦ ମାନଙ୍କ ସ୍ମୃତିଚାରଣ କରଥିିଲେ | ଏହି କାର୍ଯ୍ୟକ୍ରମରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଏ.ଆଇ.ଜି, ସଂସ୍ଥା ଅଧିକାରୀ, ଉପ ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ନିରବ ପ୍ରାର୍ଥନା  କରିଥିଲେ | ସହକାରୀ ଦୁର୍ଗପତି ଦୀପକ କୁମାର ଗଡନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ସୂଚନାଯୋଗ୍ୟ ଯେ  ଜାତରି ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଦେଶ ବ୍ୟାପୀ  ଶହୀଦ ଦବିସ ଭାବେ ପାଳନ କରାଯାଇ ଆସଅୁଛି |

Leave A Reply

Your email address will not be published.