ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ

0

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଡ. ପୁରୁଷୋତ୍ତମ ଗମାଙ୍ଗ ଓ ଗୁଣପୁର ଉପଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଧୋରଙ୍କ ଦ୍ଵାରା ଗୁଣପୁର ଠାରେ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ ପଡିଆ ରେ ବଂଶଧାରା ମେଗା କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି ।

ଏହି ଉତ୍ସବ ରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଆଲେନୁର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପାସ୍ଥିତ ଥିଲେ । 

ସ୍ଥାନୀୟ ମାଣିକେଶ୍ଵରୀ ମନ୍ଦିର ଠାରୁ ମସାଲ ଶୋଭାଯାତ୍ରା ବାହାରି ମହୋତ୍ସବ ପଡିଆରେ ପହଁଞ୍ଚିବା ପରେ କ୍ରୀଡା ପରିଷଦ ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

 

Leave A Reply

Your email address will not be published.