ଦୁର୍ଗମ୍ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ସ୍ଥିତ ମା ସୁନାଦେଇଙ୍କ ଯାତ୍ରା

0

ନୂଆପଡା/ ପ୍ରିୟବ୍ରତ ପଣ୍ଡା : ଦୁର୍ଗମ୍ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ସ୍ଥିତ ମା ସୁନାଦେଇଙ୍କ ଯାତ୍ରା ଆରମ୍ଭ ହୋଇ ଯାଇଛି ଓଡିଶା ଏବଂ ଛତିସଗଡ ର ଅନେକ ଜାଗାରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିଲେ ମାଓ ad ଏହି ଇଲାକା କୁ ଯିବା ପାଇଁ 35 କିଲୋମିଟର ବ୍ୟାପ୍ତ ଘାଟି ପ୍ରତିବର୍ଷ ଏହି ଯାତ୍ରା ହୁଏ ଏବଂ ଯାତ୍ରା ସମୟରେ ଘାଟି ଅଞ୍ଚଳ ହୁଏ ଉତ୍ସଵ ମୁଖର ହେଲେ ପ୍ରତି ବର୍ଷ ଏହି ଘାଟି ରେ ଦୁର୍ଘଟଣା ଘଟିଥିବା ଖବର ରହିଛି । ଏହି ବର୍ଷ ମାନସିକ ପୂର୍ଣ ହେଇଥିବା ଦର୍ଶାଇ ଦେବୀ ଙ୍କପୀଠ ରେ ୨୦୦୦ ରୁ ଉର୍ଦ୍ଧ ଵୋଦା ବଳି ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ଥାଉ କୀ ଅନତି ଦୂରରେ ପ୍ରାକ୍ ଐତିହାସିକ ଯୁଗୀୟ ଶିଳା ଲେଖ ଏବଂ ପୂର୍ବରେ ଯୋଗୀ ମାନଙ୍କ ସାଧନା ସ୍ଥଳୀ ଥିବାର ଅନେକ ପ୍ରମାଣ ରହି ଅଛି ।

Leave A Reply

Your email address will not be published.