ପୁରୀ/ଅନିମେଶ ପଟ୍ଟନାୟକ : ସହରରେ ବଢି ଚାଲିଛି ବ୍ରାଉନ ସୁଗାର କାରବାର । ସମୁଦ୍ରକୂଳ ଥାନା ଅନ୍ତର୍ଗତ ଦିଗବାରେଣି ଛକରେ ପୋଲିସ ଅତର୍କିତ୍ତ ଚଢ଼ାଉ କରି ୫୫ଗ୍ରାମ ବ୍ରାଉନ ସୁଗର ଜବତ କରିଛି । ଏଥି ସହିତ ସମ୍ପୃକ୍ତ ସ୍ଥାନୀୟ ତିନିଜଣ ଯୁବକ ଙ୍କୁ ଗିରଫ କରିଛି। ଅଭିଯୁକ୍ତ ଯୁବକ ମାନେ ହେଲେ ଅବିନାଶ ପଣ୍ଡା,(ବାଲିସାହି),ସତ୍ୟ ବେହେରା(ହରଚଣ୍ଡୀ ସାହି),ଓ ସଂଗ୍ରାମ ପଣ୍ଡା(ଗୁଡ଼ିଆ ସାହି) ବୋଲି ସୂଚନା ମିଳିଛି।ସେମାନଙ୍କ ଠାରୁ ଆହୁରି ୨ଟି ସେଲ ଫୋନ ,୨ଟି ମୋଟର ସାଇକେଲ, ଓ ନଗଦ ୩୫୦ଟଙ୍କା ପୋଲିସ ଜବତ କରିଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post