Browsing Category

ସ୍ୱାସ୍ଥ୍ୟ/ବିଜ୍ଞାନ

ଖୁଣ୍ଟପାଲି ରେ ଷୋହଳ ପ୍ରହରୀ ନାମଯଜ୍ଞ ।

ଗାଇସିଲାଟ/ NIla Deep : ଗାଇସିଲାଟ ବ୍ଳକ ଖୁଣ୍ଟପାଲି ଗ୍ରାମରେ ବିଶ୍ବ ଶାନ୍ତି ପାଇଁ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଯଜ୍ଞ କର୍ତ୍ତା ମୁଖ୍ୟ ୰ ସନ୍ତୋଷ ବରିହାଙ୍କ ସୁପୁତ୍ର ଦେବାଶିଷ ବରିହା ଓ ଉପ କର୍ତ୍ତା ନିରଞନ ଓ ତାଙ୍କ ସହ ଧର୍ମିଣୀ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ…

କେନ୍ଦ୍ରାପଡା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ବଣ୍ଟନ 

କେନ୍ଦ୍ରାପଡ଼ାରୁ ପ୍ରଫୁଲ୍ଲ ମଲ୍ଲ :  କେନ୍ଦ୍ରାପଡ଼ା ସେବା ସମିତି ପକ୍ଷରୁ ପୁରୁଣା ବସ୍ତ୍ର ସଂଗ୍ରହ କରାଯାଇଅଛି. କେନ୍ଦ୍ରାପଡ଼ା ସହର ଉପକଣ୍ଠ ତିନି ମୁହାଣୀ ଛକ ଠାରେ. କେନ୍ଦ୍ରାପଡ଼ା ସେବା ସମିତି ସଭାପତି ମନୋଜ କୁମାର ନାୟକ କାର୍ଯ୍ୟ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ…

ପାଇକମାଲ ରେ ରକ୍ତ ଦାନ ଶିବିର ।

ପଦ୍ମପୁର/ପାଇକମାଲ -ସ୍ଥାନୀୟ ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ ନିଲେଶ ଅଗ୍ରୱାଲଙ୍କ ଉଦ୍ୟମ କ୍ରମେ ଓ ପାଇକମାଲ ନାଗରିକ କମିଟି ର ଉପସଭାପତି ସୁଶାନ୍ତ ନାଗଙ୍କ ସହଯୋଗ କ୍ରମେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ପାଇକମାଲ ଥାନା ଆଇ.ଆଇ.ସି …

ପିଲାଏ ଛାଇ ଖୋଜିଲେ, ପାଇଲେ ନାହିଁ :  ଶୂନ୍ୟ ଛାୟା ଦିବସ ପାଳିତ

  ବଲାଙ୍ଗିର  -ନିରୋଜ ମିଶ୍ର  -    ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟ ଠାରେ ବିଜ୍ଞାନ ସାହିତ୍ୟ ପରିଷଦ ବଲାଙ୍ଗିର ଆନୁକୁଲ୍ୟରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ଛାତ୍ର ଛାତ୍ରୀଙ୍କୁ ଶୂନ୍ୟ ଛାୟା ବିଷୟରେ ଜ୍ଞାନ ପ୍ରଦାନ କରି…

ପାରମ୍ପରିକ କଳାକାର-କାରିଗରଙ୍କ ପ୍ରତି ବିମୁଖ ସରକାର, ଉଜୁଡ଼ୁଛି ବେଉସା

  ପ୍ରୋତ୍ସାହନ ନଥିବାରୁ  ସଂକଟରେ ବାଦ୍ୟ ଯନ୍ତ୍ର ତିଆରି        କଣ୍ଟାମାଳ , ବୌଦ୍ଧ (ବଂଶିଧର ମାଝୀ / ସିମୁନ ନାଏକ)     ଗ୍ରାମାଞ୍ଚଳରେ ଗରିବ ତଥା ହରିଜନ ଓ ଆଦିବାସୀ ମାନଙ୍କର ଉନ୍ନତି ପାଇଁ ସ୍ୱରୋଜଗାର ଯୋଜନା ଥିବା ବେଳେ ହରିଜନ ଆଦିବାସୀ ଉନ୍ନୟନ ନିଗମ ଜରିଆରେ ରିହାତି ମାଧ୍ୟମରେ ଋଣ…

ବନ୍ଦର ଚିକିତ୍ସାଳୟ ଦ୍ୱାରା ସଫେଇ  କାର୍ଯ୍ୟକ୍ରମ

ପାରାଦୀପ(ଉପେନ୍ଦ୍ର ଗୁରୁ) ରବିବାର ସକାଳ ସମୟରେ ପାରଦୀପ ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରହ୍ଲାଦ ପଣ୍ଡାଙ୍କ ପୁର୍ଣ୍ଣ ତତ୍ତ୍ୱାବଧାନରେ ଡାକ୍ତରୀ ଦଳ ଓ କର୍ମଚାରୀଙ୍କୁ ନେଇ ଚିକିତ୍ସାଳୟ  ବାହ୍ୟ କ୍ଷେତ୍ରରେ ଏକ ସମୁହ ସଫେଇ କାର୍ଯ୍ୟକ୍ରମ ହୋଇଯାଇଅଛି ।  ଉକ୍ତ ସଫେଇ…

ବନ୍ଦର ଚିକିତ୍ସାଳୟ ଦ୍ୱାରା ସ୍ୱଚ୍ଛ ଭାରତ ପଖୋଡା ଓ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

  ପାରାଦୀପରୁ ଉପେନ୍ଦ୍ର ଗୁରୁ : ପାରାଦୀପ ବନ୍ଦର ଚିକିତ୍ସାଳୟ ନିୟମିତ ଭାବେ ରୋଗୀ ସେବା, ସରକାରୀ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଟିକା କରଣ ଇତ୍ୟାଦି କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ସ୍ୱଚ୍ଛ ଭାରତ ପଖୋଡା , ଡେଙ୍ଗୁ ସଚ୍ଚେତନତା କାର୍ଯ୍ୟକ୍ରମକୁ ମଧ୍ୟ ଜାରିରଖିଛି । ଏହି ପରିପ୍ରେକ୍ଷିରେ…

ଚଳନ୍ତି ସମୟର ଅଜସ୍ର ଅକୁହା କଥାକୁ କହେ କବିତା: ସମସ୍ୟାକୁ ନେଇ କବିଟିଏ ଦୁଃଖ କରେ, କାନ୍ଦେ  ଓ ଲେଖେ କବିତା 

ପ୍ରଚଣ୍ଡ ଖରାରେ ଶାନ୍ତି ଓ ଶୀତଳତାର ବାର୍ତ୍ତା ବାଣ୍ଟିଲା ନିଦାଘୋତ୍ସବ  ବଲାଙ୍ଗିର(ନିରୋଜ ମିଶ୍ର)-  ପ୍ରଚଣ୍ଡ ନିଦାଘ ବେଳାରେ କବିତାର ଚନ୍ଦନ ପ୍ରଲେପ ବେଶ ବିମୁଗ୍ଧ କରେ ମନ ଓ ପ୍ରାଣକୁ । କବିତାର କୋମଳ ପଣ ଓ ଶାଶ୍ୱତ ଆଲିଙ୍ଗନ ତୃତ୍ତକରେ ବର୍ତ୍ତମାନର ବିବ୍ରତ ଜନମାନସକୁ । ସ୍ଥାନୀୟ…

 ଆର୍ଟ ଅଫ୍ ଲିଭିଙ୍ଗର ସ୍ୱେଚ୍ଛାସେବୀ ତାଲିମ ଶିବିର ଏବଂ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଜନ୍ମୋତ୍ସବ

  ବଲାଙ୍ଗିର(ନିରୋଜ ମିଶ୍ର)- ଆନ୍ତର୍ଜାତୀୟ ଅନୁଷ୍ଠାନ  ଆର୍ଟ ଅଫ୍ ଲିଭିଙ୍ଗ ମଣିଷ ସମାଜର ଜୀବନ ଶୈଳିରେ ଆନନ୍ଦ ଓ ଖୁସିର ମାଧ୍ୟମ ପ୍ରତିଷ୍ଠାରେ  ସଦା କାର୍ଯ୍ୟରତ । ଏହି କ୍ରମରେ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଆର୍ଟ ଅଫ୍ ଲିଭିଙ୍ଗ ବଲାଙ୍ଗିର ଶାଖା ପ୍ରାୟୋଜିତରେ ଚାରିଦିନ ବ୍ୟାପି…

ସଡ଼କ ସୁରକ୍ଷା ସଚେତନତାରେ ସାମିଲ ଟ୍ରାଫିକ୍ ପୁଲିସ-ସାମ୍ବାଦିକ

  ବାଲେଶ୍ୱର,(ଉଜ୍ଜ୍ୱଳ କର) ): ଆଞ୍ଚଳିକ ପରିବହନ ବିଭାଗ ଏବଂ ଜିଲ୍ଲା ସଡ଼କ ସୁରକ୍ଷା ସମିତିର ମିଳିତ ସହଯୋଗରେ ପାଳିତ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ଉପଲକ୍ଷେ  ଟ୍ରାଫିକ୍ ପୁଲିସ ଓ ବାଲେଶ୍ୱରର ସାମ୍ବାଦିକଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏହି…