ପାଇକମାଲ ରେ ରକ୍ତ ଦାନ ଶିବିର ।

0

28-05-18-padam.jpg - 60.02 kB

ପଦ୍ମପୁର/ପାଇକମାଲ -ସ୍ଥାନୀୟ ପାଇକମାଲ ଧର୍ମଶାଳା ଠାରେ ଯୁବ ସମାଜସେବୀ ନିଲେଶ ଅଗ୍ରୱାଲଙ୍କ ଉଦ୍ୟମ କ୍ରମେ ଓ ପାଇକମାଲ ନାଗରିକ କମିଟି ର ଉପସଭାପତି ସୁଶାନ୍ତ ନାଗଙ୍କ ସହଯୋଗ କ୍ରମେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ପାଇକମାଲ ଥାନା ଆଇ.ଆଇ.ସି  ବିଶ୍ବଜିତ ମନବୋଦ୍,ପାଇକମାଲ ନାଗରିକ କମିଟିର ବରିଷ୍ଠ ସଦସ୍ୟ  ବିନୋଦ କାଳିଆଙ୍କ ଉପସ୍ଥିତି ରେ ଉଦଘାଟନ କରିଥିଲେ ।ଏହି ରକ୍ତ ଦାନ ଶିବିର ପରିଚାଳନାରେ ନାଗରିକ କମିଟିର ସଭାପତି ମନୋଜ କୁମାର ତ୍ରିବେଦୀ,ଗୌରାଙ୍ଗ ଚରଣ ଦାସ,ଆକାଶ ପାଣିଗ୍ରାହୀ, ସୁଶାନ୍ତ କୁମାର ନାଗ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭୈରବ ସେଠ,ଶିବମ ରାଓ ପ୍ରମୁଖ ସହଯୋଗ କରିଥିଲେ ଏବଂ ମହିଳା ରକ୍ତଦାତା ଭାବରେ ଶ୍ରୀମତୀ ନମିତା ରକ୍ତ ଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିବେକ ଅଗ୍ରୱାଲ, କମଲେଶ ଅଗ୍ରୱାଲ, ଦୟା ରାଓ,ଦୁଃଖିଶ୍ୟାମ ବେହେରା, ଅଶ୍ବିନୀ ପାଣିଗ୍ରାହୀ, ଶ୍ରୀକାନ୍ତ ସାହୁ, ପ୍ରତୀକ ତ୍ରିବେଦୀ,ଭାଗ୍ୟପ୍ରଭା ସେଠ,ସୁଶାନ୍ତ ନାଗ,କମଲ ପଟେଲ,ମୁକେଶ ଅଗ୍ରୱାଲ, ଦିପେଶ ଯୋଷୀ,ପଦ୍ମଲୋଚନ ନାଏକ,ବିବେକ ସିଂ,ସୁନୀଲ ଅଗ୍ରୱାଲ, ଅମୂଲ୍ୟ ସାହୁ,ବିକି ଅଗ୍ରୱାଲ,ରୋଶନ ପାଣିଗ୍ରାହୀ ଓ ମାନସ ନାଏକ ରକ୍ତ ଦାନ କରିଥିଲେ ।ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାର ଅଧିକାରୀ ସଂଗ୍ରାମ କେଶରୀ ମହାନ୍ତ,ଚିନ୍ତାମଣି ପଣ୍ଡା, ହିତେଶ ସାହୁ, ଜିତେନ୍ଦୀୟ ଗୁର୍ଲା,ପ୍ରମୋଦ ମହାପାତ୍ର,ଶ୍ରୀଧର ପ୍ରଧାନ ପ୍ରମୁଖ ରକ୍ତ ସଂଗ୍ରହ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.