Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଦୂତିକେଶ୍ୱର ମହାଦେବଙ୍କ ପିଠରେ ଶିବ ବିବାହ ନୀତି ସମ୍ପନ୍ନ
ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର): ଓଡଗାଁ ନିକଟସ୍ଥ ଜାମୁପାଟଣା ଠାରେ ବିଜେ ଶ୍ରୀ ଦୂତିକେସ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବର ପୂର୍ଣ୍ଣର୍ ଭାବେ ସମ୍ପନ୍ନ ହୋଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରିତିନିତି ବିଧାନରେ ବର ବରଣ, ବାଟବରଣ, ପ୍ରଥମ ବରଣ, ଅଧିବାସ କର୍ମ, ବନ୍ଦାଣ,…
ଘେଁସ ଶିତଳଷଷ୍ଠୀ: ହିମାଦ୍ରୀ ନଗରକୁ ବର ବେଶରେ ପହଂଚିଲେ ବାବା ସ୍ୱପ୍ନେଶ୍ୱର
ମେଲଛାମୁଣ୍ଡା (ମନୋଜ ଭୋଇ) - ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଘେଁସରେ ଚାଲିଥିବା ଶିବ ପାର୍ବତୀଙ୍କ ଅଲୌକିକ ବିବାହ ପର୍ବ (ଶିତଳ ଷଷ୍ଠୀ) ଯାତ୍ରା ଚଲିତ ବର୍ଷ ୨୩ ତମରେ ପହଂଚି ସାରିଛି । ଯାତ୍ରାର ବୟସ ଯେତେ ଯେତେ ବଢି ଚାଲିଛି ଯାତ୍ରାର ମାହୋଲ ସହିତ ଆଯୋଜକ ମାନଙ୍କ ମନୋବଳ ମଧ୍ୟ ଆହୁରି…
କାଦୋମାଲରେ ବିଶ୍ବହିନ୍ଦୁ ପରିଷଦର ବୈଠକ :ହିନ୍ଦୁ ଧାର୍ମିକ ଅଧିକାରର ସୁରକ୍ଷା ଉପରେ ଗୁରୁତ୍ଵାରୋପ
ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ଲେଫ୍ରିପଡା ପଞ୍ଚାୟତ ଅନ୍ତର୍ଗତ କାଦୋମାଲ ଗ୍ରାମର ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ବିଶ୍ବହିନ୍ଦୁ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବପ୍ରଥମେ ସାମୁହିକ ଓଙ୍କାର ଉଚ୍ଚାରଣ ଓ ବିଜୟ ମହାମନ୍ତ୍ର ଜପ ପରେ ବୈଠକ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି…
ସିନାପାଲି ରେ ଉଦନ୍ତି ଉତ୍ସବ
ସିନାପାଲି/ ଶାସକ ପ୍ରଶାସକ : ନୂଆପଡା ଜିଲ୍ଲା ସିନାପାଲିରେ ଉଦନ୍ତି ମହୋତ୍ସବ ଶୁଭାରମ୍ଭ ଅବସରରେ ଛତା ଯାତ୍ରା ଅନୁଷ୍ଠିତ ହେଇ ଯାଇଛି | କମିଟି ନିଷ୍ପତ୍ତି ଅନୁସାରେ ଆଜି ସକାଳୁ ସିନାପାଲି ଗ୍ରାମ ର ମା ମହୁଲଗଛିଏନ ଓ ଦୁର୍ଗା ମନ୍ଦିରରୁ ପୂଜାର୍ଚ୍ଚନା କରି ମା ଙ୍କ ଛତର ସିନାପାଲି ଗାଁ…
ଭଉଁରୀ ଶେଷ : ଚାଚେରୀ ଭୋଗ ଲାଗିହେଲେ ଶ୍ରୀ ରଘୁନାଥ
ଶ୍ରୀ ଜିଉଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ୨୧ଦିନ ଧରି ଚାଲିଥିବା ଶ୍ରୀରଘୁନାଥ ଜୀଉ ବିଜେ ଓଡଗାଁଙ୍କ ବାହାର ଚନ୍ଦନ ଯାତ୍ରା ତଥା ଭଉଁରୀ ପର୍ବ ଜ୍ୟେଷ୍ଠ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶେଷ ହୋଇଛି । ରାମସାଗର ପୁଷ୍କରିଣୀ…
ଠିଡିକାଯୋର ରଥଯାତ୍ରା ପ୍ରସ୍ତୁତି ବୈଠକ
ବୌଦ୍ଧ(ଶାସକ ପ୍ରଶାସକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଠିଡିକାଯୋର ଠାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ରଥଯାତ୍ରା କମିଟି ସଭାପତି ତଥା ଦେବୋତ୍ତର ଅଧିକାରୀ ତହସିଲଦାର ବବିତାରାଣୀ ଦଳବେହେରାଙ୍କ ସଭାପତିତ୍ୱରେ ହରଭଙ୍ଗା ବ୍ଲକ ସଭାଗୃହ…
ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛି
ଭୁବନେଶ୍ୱର ସାହିତ୍ୟ ସମାଜ ଅଧିବେଶନ
ଭୁବନେଶ୍ୱର : ସାହିତ୍ୟରେ ବିତର୍କର ଯଥେଷ୍ଟ ଗୁରୁତ୍ୱ ରହିଛିା ବିତର୍କ ସୃଜନଶୀଳ ଲେଖକକୁ ପଥ ଦେଖାଏା ବିତର୍କ ବଳରେ ଜଣେ ଲେଖକ ଅଧିକ ପରିପୁଷ୍ଟ ଓ ଉତ୍ସାହିତ ହୋଇଥାଏ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ସନ୍ତୋଷ ତ୍ରିପାଠୀ ମତବ୍ୟକ୍ତ …
ଧଉରାମୁଣ୍ଡାରେ ଷୋହଳ ପ୍ରହରି ବିଶ୍ୱଶାନ୍ତି ହରି ଯଜ୍ଞ
ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଧଉରାମୁଣ୍ଡା ଜଗନ୍ନାଥ ମନ୍ଦିର ପରିସରରେ ଷୋହଲ ପ୍ରହରି ବିଶ୍ୱଶାନ୍ତ ହରି ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ସକାଳେ ପଣ୍ଡିତ ବିଜୟ କୁମାର ହୋତା ଓ ଖୁସିରାମ ତ୍ରିପାଠିଙ୍କ ମନ୍ତେ୍ରାଚାରଣ ଏବଂ ଶଙ୍ଖ, ଘଂଟ, ମୃଦଙ୍ଗ, ହରିବୋଲ,…
ଆମ ବିଦ୍ୟାଳୟ ଏକ ସାଧନା ପୁସ୍ତକ ଉନ୍ମୋଚିତ
ବୌଦ୍ଧ(ସୁମନ ନାଏକ) ; ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବୁରୁବୁଡା ସ୍ଥିତ ବାବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସୋମବାର ପୁଜ୍ୟ ଗୁରୁ ତଥା ଅଂଚଳର ବରିଷ୍ଠ ଶିକ୍ଷାବିତ ରଘୁନାଥ ଦେହୁରୀଙ୍କ ସଭାପତିତ୍ୱରେ ଏକ ସଂମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।ଏହି ସଭାରେ ବର୍ଷିୟାନ ଶିକ୍ଷକ ତଥା…
ରଙ୍ଗଣୀପାଟଣା ଗ୍ରାମରେ ୯କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ
କଳସ ଯାତ୍ରାରେ ଭାଗନେଲେ ୫ଶହ ମହିଳା
ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଗାୟତ୍ରୀ ମନ୍ତ୍ର ଜପ ଓ ଯଜ୍ଞମୟ ଜିବନ ଯାପନ ଦ୍ୱାରା ମନୁଷ୍ୟର ଅନ୍ତଃ କରଣରେ ଆଧ୍ୟାତ୍ମିକ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟ ନେଇ ଗାୟତ୍ରୀ ପରିବାର ଟ୍ରଷ୍ଟ ଓଡଗାଁ ତରଫରୁ ସ୍ଥାନୀୟ ରଙ୍ଗଣିପାଟଣା ଗ୍ରାମରେ ୯ କୁଣ୍ଡୀୟ…