Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଛଉ, ଛାଉଣୀ ଆଉ ପାଟିଲ
ପୂର୍ବତନ ଜିଲ୍ଲାପାଳ ରାଜେଶ ପାଟିଲଙ୍କ ପ୍ରୋଜେକ୍ଟ ଛାଉଣୀ ମୟୂରଭଞ୍ଜ ଛଉ ନିମନ୍ତେ ସର୍ବଶ୍ରେଷ୍ଠ ଅବଦାନ
ଓଡିଶା କଳା ସଂସ୍କୃତିର ଅନ୍ୟତମ ଦୁର୍ମୁଲ୍ୟ ବିଭବ ହେଉଛି ମୟୁରଭଞ୍ଜ ଛଉ ନୃତ୍ୟ | ମୟୁରଭଞ୍ଜ ରାଜା ପରିବାରର ପ୍ରୋତ୍ସାହନରେ ବିଭିନ୍ନ ପର୍ଯ୍ୟାୟ ଦେଇ ଲୋକ ପ୍ରସିଦ୍ଧିର ସୋପାନରେ…
ଟିଭି ସିରିଏଲ ଏବଂ ସିନେମା ଦୁନିଆ ଧିରେ ଧୀରେ ନାଟ୍ୟ ପରମ୍ପରା ପ୍ରତି ଆହ୍ୱାନ ସୃଷ୍ଟି କରୁଛି
୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ
ବଲାଙ୍ଗିରରୁ ନିରୋଜ ମିଶ୍ର : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ। ଟିଭି ସିରିଏଲ ଏବଂ ସିନେମା…
ଯୁବ ମହୋତ୍ସବ ୱାଓ ଉଦଯାପିତ
ବାଲେଶ୍ୱର/UJJWAL KAR : ଦୁଇଦିନ ଧରି ସ୍ଥାନୀୟ ଗାନ୍ଧି ସ୍ମୃତି ଭବନରେ ଚାଲିଥିବା ବାଲେଶ୍ୱରର ଅନ୍ୟତମ ଯୁବ ମହୋତ୍ସବ ‘ୱାଓ’ଉଦଯାପିତ ହୋଇିଯାଇଛି । ଉଦ୍ୟାପନ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ଭଦ୍ରକର ପୂର୍ବତନ ସାଂସଦ ଅନନ୍ତ ସେଠୀ, ସମାଜସେବୀ ନରେନ୍ଦ୍ର ବିହାରୀ ଦାସ, ଅନୁଷ୍ଠାନର…
ବରାହନାଥ ପୀଠରେ ମୁରୁଜ ପ୍ରତିଯୋଗୀତା
ନେମାଳ: ଜନାର୍ଦ୍ଦନପୁର ପଂଚାୟତ ମାରଡ଼ା ଗ୍ରାମରେ ଚିତ୍ରୋତ୍ପଳା ନଦୀ ତଟରେ ଅବସ୍ଥିତ ସର୍ବ ପୁରାତନ ବରାହନାଥ ମନ୍ଦିର ପ୍ରାଙ୍ଗଣରେ ୭ ଦିନ ଧରି ଭାଗବତ ପରାୟଣ, ଭଜନ ସଂକୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଝିଅ ମାନଙ୍କୁ ନେଇ ଏକ ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।…
ଆଦର୍ଶ ଶିକ୍ଷକ,ନାଟ୍ୟକାର କଳାପ୍ରାଣ ଦିଲ୍ଲେଶ୍ୱର ତ୍ରିପାଠୀ ଆଉ ନାହାନ୍ତି
ବଲାଙ୍ଗିରରୁ ନିରୋଜ ମିଶ୍ର - ଅବସର ପ୍ରାପ୍ତ ବର୍ଷୀୟାନ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ମୃଦଙ୍ଗ, ତବଲା ବାଦକ ଓ କୀର୍ତ୍ତନ ଗୁରୁ ଦିଲ୍ଲେଶ୍ୱର ତ୍ରିପାଠୀଙ୍କ ୮୦ ବର୍ଷ ବୟସରେ ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସଙ୍ଗୀତ, ନାଟକ ଓ ଭକ୍ତି…
ଜନ୍ମଦିନରେ ଲିମ୍ବ ଗଛ ଚାରା ବାଣ୍ଟିଲେ ସବ୍ୟସାଚୀ
ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା)ସିନେ ତାରକା ସବ୍ୟସାଚୀ ,ତାଙ୍କର ଆଜି ଜନ୍ମ ଦିନ । ବେଶ ଧୁମ ଧାମରେ ପାଳନ କରିଛନ୍ତି ତାଙ୍କ ଫ୍ୟାନ। ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସବ୍ୟସାଚୀଙ୍କ ଫ୍ୟାନମ।ନେ ତାଙ୍କ ସହ କେକ୍ କାଟି ସେଲଫି ଉଠାଇ ମଜା ନେଇଥିଲେ । ନିଜେ ସବ୍ୟ ମଧ୍ୟ ତାଙ୍କ…
ପ୍ରସିଦ୍ଧ ଅଭିନେତା ଟମ ଅଲଟଙ୍କର ପରଲୋକ
ମୁମ୍ବାଇ:ଭାରତୀୟ ସିନେମା ଜଗତର ବହୁମୁଖୀ ଅଭିନେତା ତଥା ମଂଚ ନିର୍ଦେଶକ ଟମ ଅଲଟର ୬୭ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚର୍ମ କର୍କଟରେ ଆକ୍ରାନ୍ତ ଥିବା ଟମ ଅଲଟରଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରେ ମୁମ୍ବାଇର ସାଇଫି ହସପିଟାଲରେ ଚିକିତ୍ସାପାଇଁ ଭର୍ତ୍ତ କରାଯାଇଥିଲା। ତାଙ୍କର…
ସଂଳାପକାର ଓ ଗୀତିକାର ସୁବୋଧ ପଟ୍ଟନାୟକଙ୍କ ପରଲୋକ
କଟକ: ଓଡିଆ ନାଟକ ଜଗତରେ ଏକ ବିରାଟ ଶୁନ୍ୟତା ସୃଷ୍ଟି ହୋଇଛି | ଓଡିଆ ନାଟକ ଓ ଚଳଚିତ୍ର ଜଗତକୁ ଅନେକ ସଫଳ ସିନେମାର ସଂଳାପ ଭେଟି ଦେଇଥିବା ଡ. ସୁବୋଧ ପଟ୍ଟନାୟକ ଆଉନାହାନ୍ତି | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ସଂଳାପକାର ତଥା ଗୀତିକାର ଙ୍କ ୭୦ ବର୍ଷ ବୟସରେ ପରଲୋକ…