Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
କରୋନା ପରର ଫିକା ଆକାଶରେ ଉଡ଼ିବ ‘କାଗଜ ଗୁଡି’
ଭୁବନେଶ୍ୱର (ଶାସକ ପ୍ରଶାସକ) : ସୁମିତ୍ରା ଏଣ୍ଟରଟେନମେଣ୍ଟ ନିବେଦିତ ଓଡିଆ ଚଳଚ୍ଚିତ୍ର ‘ମନ ମୋର କାଗଜଗୁଡି’ର ମହୁରତ ହୋଇଯାଇଛି । ନିକୋପାର୍କ ନିକଟସ୍ଥ ସୁନାଦେଇ ମନ୍ଦିରରେ ଆୟୋଜିତ ଏହି ମହୁରତ ଉତ୍ସବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମହୁରତ କ୍ଲାପ ଦେଇ ଚଳଚ୍ଚିତ୍ରର…
“ଆଦର୍ଶ ମଣିଷ ହେବାକୁ ପ୍ରେରଣା ଦିଏ ଗଂଗାଧର ସାହିତ୍ୟ”
କର୍ମଭୂମି ବିଜେପୁରରେ ମେହେର ଜୟନ୍ତୀ
ପଦ୍ମପୁର: ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ଡିଜିଟାଲ ମାଧ୍ୟମରେ ସ୍ବଭାବ କବି ଗଂଗାଧର ମେହେରଙ୍କ ୧୫୮ତମ ଜୟନ୍ତୀ ସମାରୋହରେ ପାଳିତ ହୋଇ ଯାଇଛି। ସଭାପତି ନାଟ୍ୟକାର ମୋହନସିଂଙ୍କ ଅଧ୍ୟକ୍ଷତା ତଥା ଦିଲ୍ଲୀପ କୁମାର…
ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲାର ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ମନୋନୀତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କ ନିର୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ଓଡ଼ିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।ଶ୍ରୀ ବେବର୍ତ୍ତାଙ୍କ କାର୍ଯ୍ୟକାଳ ୨୪…
୨୦୧୫ ଓ ୨୦୧୬ ପାଇଁ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା
ଭୁବନେଶ୍ୱର : ଆଜି ରାଜ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ୨୦୧୫ ଓ ୨୦୧୬ ମସିହା ପାଇଁ ପୁରସ୍କାର ଘୋଷଣା କରିଛନ୍ତି | ଓଡିଶା ସାହିତ୍ୟ ଏକାଡେମୀ ହୋଇଥିବା ଘୋଷଣା ଅନୁଜାଏଇ ଉପନ୍ୟାସ ପାଇଁ ନିତ୍ୟାନନ୍ଦ ପଣ୍ଡା(୨୦୧୫) ଓ ଲକ୍ଷ୍ମୀପ୍ରିୟା ଆଚାର୍ଯ୍ୟ(୨୦୧୬), କ୍ଷୁଦ୍ରଗଳ୍ପ ପାଇଁ ପବିତ୍ର…
ଓଡ଼ିଆ ଝିଅ ଅପ୍ସରା ରାଣୀ “ରଂଗୀଲା ମ୍ୟାନ”ଙ୍କ ନୂଆ ନାୟିକା
ମୁମ୍ବାଇ (ଶାସକ ପ୍ରଶାସକ) : ଯେତେବେଳେ ସମଗ୍ର ବିଶ୍ୱ ସାଂଘାତିକ Covid-19 ସହିତ ଯୁଦ୍ଧ କରୁଛି, ଓଡ଼ିଶା ଏବଂ ଗ୍ଲାମର ଦୁନିଆ ପାଇଁ ଖୁସି ଖବର | ଓଡ଼ିଶା ଝିଅ ଅପସରା ରାଣୀ ବଲିଉଡ ଚଳଚ୍ଚିତ୍ରରେ ପାଦ ଦେବାକୁ ଯାଉଛନ୍ତି | ତାଙ୍କ ଘର ଓଡ଼ିଶାରେ | ହେଲେ ସେ ଡେରାଡୁନରେ ଜନ୍ମ ଓ ପାଳିତ…
ପାରମ୍ପରିକତାକୁ ନୂଆ ସ୍ୱରୂପରେ ଆଦୃତ କରାଇବା ଲକ୍ଷ୍ୟରେ ଜାଗ୍ରୀତି
ଭୁବନେଶ୍ୱର (ଶାସକ ପ୍ରଶାସକ ): ଧୀରେ ଧୀରେ ପାରମ୍ପରିକ ହସ୍ତତନ୍ତ, ଚାରୁକଲା, କାରୁକାର୍ଯ୍ୟ ପ୍ରତି ଲୋକଙ୍କ ଆଦରରେ ଶିଥିଳତା ଆସିଯାଇଥିବା ବେଳେ ଏହାକୁ ଭିନ୍ନରୁପରେ ପରିବେଷଣ ଓ ଉପସ୍ଥାପନ କରି ଲୋକାଦୃତ କରିବାର ଉଦ୍ୟମ ଜାରି ରହିଛି ଅନେକ | ଆଉ ସେଇ ଧାରାରେ ନିଜକୁ ସାମିଲ କରିଛନ୍ତି…
ଋଥଖଳାରେ ଚାଲିଛି ରଥ ନିର୍ମାଣ : ରାତି ପାହିଲେ ରଥ ଖଳାରେ ଚକା ଡୋରା
ସୁଆର ମହାସୁଆର ସେବକମାନଙ୍କ ନିମନ୍ତେ ଭୂତାଣୁ ସଂକ୍ରମଣ ସମ୍ପର୍କିତ ସଚେତନତା ଶିବିର
ପୁରୀ(ଶାସକ ପ୍ରଶାସକ): ଋଥ ଖଳାରେ ଆଜି ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଉକ୍ତ ତିନି ରଥର ବଡ଼ ପୋଲ ଗୟଳ କରତି ସେବକଙ୍କ ଦ୍ୱାରା ଚିରଟ୍ ହୋଇ ଚଉପଟ ପାଇଁ ରଥ ଖଳାକୁ ଆସି ଚଉପଟ…
ସମ୍ବଲପୁରରେ ଶୀତଳଷଷ୍ଠୀ : ଦେବ ଦମ୍ପତି ଙ୍କ ବିବାହ
ସମ୍ବଲପୁର/ ରମାକାନ୍ତ ବିଶ୍ବାଳ : ପାରମ୍ପରିକ ଶୀତଳଷଷ୍ଠୀ ରେ ରୀତିନୀତି ରେ ପ୍ରଥମ ଥର ପାଇଁ ଦେବଦେବ ମହାଦେବ ଙ୍କ ବିବାହ ନିଜ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି l ମହାଦେବ ଏଥର ବରଯାତ୍ରୀ ଶୋଭାଯାତ୍ରା ରେ କନ୍ୟାଘର କୁ ବାହାରି ନାହାନ୍ତି l ବିନା ନାଚ ଗୀତ, ବାଦ୍ୟ ରେ ମହାଦେବ ଙ୍କ…
ଝଲସିଲା ପବିତ୍ର ମା ତାରାତାରିଣୀ ପୀଠ
ବୁଗୁଡ଼ା (ଡ଼ଃ କୁମୁଦ ଚନ୍ଦ୍ର ବେହେରା): ଚୈତ୍ର ପର୍ବରେ ଝଲସିଲା ଗଂଜାମ ଜିଲ୍ଲାର ପବିତ୍ର ମା ତାରାତାରିଣୀ ପୀଠ | ଭକ୍ତମାନଙ୍କ ସମାଗମ ମଧ୍ୟ ପ୍ରବଳ ଥିଲା | ଭକ୍ତମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ ପ୍ରଶାସନ ଓ ମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ଥ କରାଯାଇଥିଲା | ସୂଚନାଯୋଗ୍ୟ ଯେ ରାଜ୍ୟ…
ସରିଲା ସାଂସ୍କୃତିକ ମହାପର୍ବ : ପୁଣି ଅପେକ୍ଷା ଆର ବରଷକୁ
ଉଦଯାପିତ ହେଲା ପଦ୍ମପୁର ଲୋକ ମହୋତ୍ସବ - ୨୦୨୦
ପଦ୍ମପୁର(ଶାସକ ପ୍ରଶାସକ) -ପଦ୍ମପୁର ଆର ବି ହାଇସ୍କୁଲ ପଡିଆର ଖେଳ ପଡିଆରେ ଫେବୃଆରୀ ୨୬ ତାରିଖରୁ ଆୟୋଜିତ ହୋଇଥିବା ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାର ସଭାରେ ମୁଖ୍ୟ…