Browsing Category

କଳା ସାହିତ୍ୟ ସଂସ୍କୃତି

ଭଞ୍ଜକଳା ମଣ୍ଡପରେ  ବିମୁଗ୍ଧା ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଦେଶର ବିଭିନ୍ନ ପ୍ରଦେଶରୁ ଆସିଥିବା ଯୁବ ନୃତ୍ୟଶିଳ୍ପୀ ମାନଙ୍କୁ ନେଇ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଛି ବିମୁଗ୍ଧା ଉତ୍ସବ । ପାରଳାଖେମୁଣ୍ଡିର ପଦାମୃତ ନୃତ୍ୟାୟନ, ଅନୁଷ୍ଠାନ ଆନୁକୁଲ୍ୟରେ ଆୟୋଜିତ ଏହି ବିମୁଗ୍ଧା ଉତ୍ସବକୁ ହାଇଟେକ…

ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଳଣ ଯାତ୍ରା

ପଦ୍ମପୁର/ନୀଳ  ଦୀପ  -ଦ୍ବିତୀୟ ଶ୍ରୀକ୍ଷେତ୍ର ଦେଉଳୀ ଠାରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ବିଗତ ୭ଦିନ ଧରି ଚାଲିଥିବା ଏହି ଯାତ୍ରାରେ କାଞ୍ଚି ଅଭିଯାନ ନାମକ ନାଟକ ମଧ୍ୟ ମଞ୍ଚସ୍ଥ ହୋଇଥିଲା। ଲଲିତା ଘର ଭାବରେ ଶାନ୍ତି ନଗରକୁ ଏବଂ ହନୁମାନପଡାକୁ ମାଣିକ ପାଟଣା କରାଯାଇଥିଲା ।ମାଣିକ…

ଅଭିନୟ ସାରି ବାହୁଡ଼ି ଗଲେ ଦେବୁ ଦା

ଭୁବନେଶ୍ୱର :  ଓଡ଼ିଆ  ସିନେ ଜଗତର ବହୂଖୀ ପ୍ରତିଭା ତଥା ଅପରଦ୍ୱନ୍ଦୀ ଅଭିନେତା ଦେବୁ ବୋଷ ସମସ୍ତଙ୍କ ଅତିପ୍ରିୟ ଦେବୁ ଡା  ଆଉ ନାହାନ୍ତି | ସମସ୍ତଙ୍କୁ ଶୋକ ସାଗରରେ ଭସାଇଦେଇ ତଥା ଅଭିନୟ ଜଗତରେ ଏକ ଅପୂରଣୀୟ ରିକ୍ତ ସ୍ଥାନ ସୃଷ୍ଟି କରିଦେଇ ନିଜ ଅଭିନୟ ସାରି ବାହୁଡ଼ି ଯାଇଛନ୍ତି ଆରପାରକୁ…

ତିଲେଶ୍ୱର ଆରଇସି ବିଶ୍ୱକର୍ମା ପୂଜା ପ୍ରସ୍ତୁତି ବୈଠକ

ସଭ୍ୟଙ୍କ ଚାନ୍ଦାରେ ପୂଜା  ନିଷ୍ପତି ସହ ଏକ ରକ୍ତଦାନ ଶିବିର ଆୟୋଜନ ବୌଦ୍ଧ(ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଲେଶ୍ୱର ରୟାଲ ଇଗଲ କ୍ଲବର ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ବୈଠକ ମଙ୍ଗଳବାର ସନ୍ଧ୍ୟାରେ କ୍ଲବର ପୁର୍ବତନ ସଭାପତି ସଚିନ କୁମାର ବେହେରାଙ୍କ…

ନୈତିକ ଶିକ୍ଷା ଦ୍ୱାରା ବ୍ୟକ୍ତିତ୍ୱର ବିକାଶ ହୋଇଥାଏ-ରାଜଯୋଗୀ ଭଗବାନ ଭାଇଜୀ 

ବ୍ରହ୍ମକୁମାରୀ ରାୟଗଡା ଶାଖାର “ସ୍ୱ ପରିବର୍ତନ ତପସ୍ୱ୍ୟା ଯୋଗ ଭେଟ୍ଟି” କାର୍ଯ୍ୟକ୍ରମ ରାୟଗଡା(ସରୋଜ କୁମାର ସାହୁ) –ରାୟଗଡା ସହରସ୍ଥିତ କୋରାପୁଟ ଛକଠାରେ ଥିବା ବ୍ରହ୍ମକୁମାର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ,ରାୟଗଡା ଶାଖା ତରଫରୁ ସ୍ଥାନୀୟ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆୟୋଜିତ ସ୍ୱ ପରିବର୍ତନ…

ଦିବଂଗତ ଢୁଲିଆ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି : ପ୍ରତିବର୍ଷ ଜଣେ ଢୁଲିଆଙ୍କୁ ଦିଆଯିବ ରାଜକୁମାର ସମ୍ମାନ

ପଦ୍ମପୁର,(ନୀଳ ଦୀପ) - ସ୍ଥାନୀୟ ରିକ୍ରେସନ ସେଂଟରଠାରେ ଦିବଂଗତ ସ୍ୱନାମଧନ୍ୟ ଢୁଲିଆ ରାଜକୁମାର କୁମ୍ଭାରଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସୋମବାର ଦିନ ଅନୁଷ୍ଠିତ  ହୋଇଯାଇଛି  । ଗତ ୧୮ ତାରିଖ ଦିନ ରାଜକୁମାର ୮୫ ବର୍ଷ ବୟସରେ ପଦ୍ମପୁର ନିକଟସ୍ଥ ଡୁଙ୍ଗୁରିପାଲି ଗ୍ରାମସ୍ଥିତ ନିଜ…

ପଦ୍ମପୁରରେ ସାର୍ବଜନୀନ ଦୁର୍ଗାପୁଜା ପାଇଁ ପ୍ରସ୍ତୁତି ବୈଠକ, କର୍ମକର୍ତ୍ତା ନିର୍ବାଚନ :  ପୁଣି ବିଜୟ ରଞ୍ଜନ ସିଂ…

ପଦ୍ମପୁର/ନୀଳ ଦୀପ - ବରଗଡ ଜିଲ୍ଲା ପଦ୍ମପୁର ରାଜବାଟୀ ପରିସରରେ ରାଜ ରାଜୁଡା ଅମଲରୁ ଅନୁଷ୍ଠିତ  ହୋଇ ଆସୁଥିବା ସହରର ଏକ ମାତ୍ର ସାର୍ବଜନୀନ ଦୁର୍ଗା ପୂଜା ପାଇଁ ରବିବାର ଦିନ ସ୍ଥାନୀୟ ମାରୱାଡି ଧର୍ମଶାଳା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି  । ପୁର୍ବତନ ମନ୍ତ୍ରୀ ବିଜୟ…

ପିମ୍ପୁଡ଼ିକୁ ପ୍ରଥମେ ଦୋଳିରେ  ଝୁଲାଇ ତାପରେ ଝୁଲନ୍ତି ମହିଳାମାନେ 

ଅଗ୍ରୱାଲ ସମାଜର ତିଜ ଉତ୍ସବରେ ନିଆରା ପରମ୍ପରା  ଝାରବନ୍ଧ (ଗୋପାଳ ଗର୍ଗ )- ବରଗଡ଼ ଜିଲ୍ଲା ଝାରବନ୍ଧର ଅଗ୍ରୱାଲ୍ ସମାଜର ମହିଳାମାନଙ୍କ ଦ୍ୱାରା ତୀଜ ଉତ୍ସବ ପାଳନ ହୋଇଯାଇଛି । ଏହି ତୀଜ ଉତ୍ସବରେ ସମାଜର ବହୁ ମହିଳା ଯୋଗ ଦେଇଥିଲେ । ଏହି ଉତ୍ସବ ଯେତେ ଦିନରୁ ଅଗ୍ରୱାଲ ସମାଜ ଝାରବନ୍ଧରେ…

ଗ୍ରୀସରେ ଶିଶୁ ସାହିତ୍ୟ ଉପରେ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀର ଏକ ଅଧିବେଶନରେ ଅଧ୍ୟକ୍ଷତା କରିବେ ରମେନ୍ଦ୍ର କୁମାର 

ରାଉରକେଲା/ ସୁଶାନ୍ତ ବେହେରା :  ରାଉରକେଲା ଇସ୍ପାତ କାରଖାନାର ସଞ୍ଚାର ମୁଖ୍ୟ ତଥା ପ୍ରତିଷ୍ଠିତ ଲେଖକ ଶ୍ରୀ ରମେନ୍ଦ୍ର କୁମାର ଏଥେନ୍ସ ଠାରେ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩୬ ତମ ଇଣ୍ଟରନେସନାଲ ବୋର୍ଡ ଅନ ବୁକ୍ସ ଫର ୟଙ୍ଗ ପିପୁଲ…

ଶ୍ରାବଣ ସୋମବାର, ଜଳଲାଗି ପାଇଁ ଶୈବପୀଠରେ ପ୍ରବଳ ଗହଳି

ବୌଦ୍ଧ (ସିମୁନ୍ ନାଏକ) ; ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଶୈବପୀଠରେ କାଉଡିଆଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଶ୍ରାବଣ ସୋମବାରରେ ଶିବଲିଙ୍ଗରେ ଜଳଲାଗି କଲେ ଜୀବନରେ ଖୁସି ଓ ସୌନ୍ଦର୍ଯ୍ୟ ବଢାଇବା ସହ ନିଜର ମନସ୍କାମନା ପୂରଣ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି …