Browsing Category

କଳା ସାହିତ୍ୟ ସଂସ୍କୃତି

୩୫ ବର୍ଷରେ ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧୬ କିଲୋ ସୁନା ଓ ୭୦୬୮ ଲକ୍ଷ  ଟଙ୍କା

ଭୁବନେଶ୍ୱର, : ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ସ୍ଥାପନ ହେବାଠାରୁ ଏ ଯାବତ ୩୫ ବର୍ଷ ମଧ୍ୟରେ  ଭକ୍ତମାନେ ଦାନ ସୂତ୍ରରେ  ୧୬ କିଲୋରୁ ଅଧିକ ସୁନା ଓ ପ୍ରାୟ ୭୦୬୮ ଲକ୍ଷ ଟଙ୍କା ମିଳିଛି | ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ବିସ୍ତୃତ…

ପାର୍ଥସାରଥିଙ୍କ ମନଛୁଆଁ  ଗୀତଗୋବିନ୍ଦର ଭାବ ଆଉ  କୁଚିପୁଡ଼ି ନୃତ୍ୟରେ ବାତ୍ସଲ୍ୟ ରସରେ ଭିଜିଲା ପ୍ରେକ୍ଷାଳୟ 

 ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଦ୍ୱିତୀୟ ସଂଧ୍ୟା  ଭୁବନେଶ୍ୱର(କୁମାର ଅଭିଶେଖ)  : ଓ.ଏମ୍.ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଦ୍ୱିତୀୟ ସଂଧ୍ୟା ଥିଲା ପ୍ରସିଦ୍ଧ କଣ୍ଠଶିଳ୍ପୀ ପାର୍ଥସାରଥୀ ପାଣିଗ୍ରାହୀଙ୍କ ଦ୍ୱାରା ଗୀତଗୋବିନ୍ଦ ଏବଂ ବୈଜୟନ୍ତୀ କାସୀ…

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଉତ୍ସବର: ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଚିତ୍ତାକର୍ଷକ ସାଂସ୍କୃତିକ…

ରାଉରକେଲା; ଗୋପବନ୍ଧୁ ସାଂସ୍କୃତିକ ସମିତି ଆନୁକୁଲ୍ୟରେ ରାଜଗାଙ୍ଗପୁର ଓସିଏଲ ପ୍ରେକ୍ଷାଳୟଠାରେ ଅଗଷ୍ଟ ୩ ତାରିଖରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀ ଉତ୍ସବ ପାଳନ ଅବସରରେ ରାଉରକେଲା ଭଞ୍ଜ କଳା କେନ୍ଦ୍ରର କଳାକାରମାନେ ମନମୁଗ୍ଧକର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି…

ମହରମ : ଧିରଶବ୍ଦରେ  ରାତ୍ର ୧୦ଟା ପୂର୍ବରୁ ସରିବ ତାଜିଆ ଶୋଭାଯାତ୍ରା

ଭଦ୍ରକରେ ମହରମପର୍ବ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ   ରାସ୍ତାକୁ ପାର କରାଯାଇ ଲାଗି ପାରିବନି  ତୋରଣ ବା ହୋଡ଼ିଙ୍ଗ   ସୋସିଆଲ ମିଡ଼ିଆ ଉପରେ ଲାଗିଲା କଟକଣା ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ଭଦ୍ରକରେ ମହରମପର୍ବ ପାଳନ ଉପଲକ୍ଷେ  ସମନ୍ୱୟ କମିଟି ବୈଠକ ଜିଲ୍ଳାପାଳଙ୍କ…

ଭାଗବତ ଟୁଙ୍ଗି  ଶିଲାନ୍ୟାସ କଲେ ପୂର୍ବତନ ମନ୍ତ୍ରୀ ।

ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ଅନ୍ତର୍ଗତ ବୁଧାପାଲି ଗ୍ରାମରେ ସାଂସଦ ପାଣ୍ଠିରୁ ପ୍ରଦତ୍ତ ଭାଗବତ ଟୁଙ୍ଗି ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ(ଶିଲାନ୍ୟାସ)ହୋଇଯାଇଛି । ଏହି ଶିଲାନ୍ୟାସ ଉତ୍ସବରେ ଭେଉଁରିଆ…

ରୁଗୁଡିପଡା ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ

ବଲାଙ୍ଗୀର :  ରୁଗୁଡିପଡା ଶାରଦୀୟ ଦୁର୍ଗାପୂଜା ପାଇଁ ମୃତ୍ତିକା ଅନୁକୂଳ ପର୍ବ ଅନୁଷ୍ଠିତ ହୋଇଯାଇଛି । ମାଁଙ୍କ ମୃଣ୍ମୟୀ ମୂତ୍ତି ନିର୍ମାଣ ପାଇଁ ବୈଦିକ ରୀତିନୀତି ଅନୁସାରେ ଭାଦ୍ରବ ଶୁକ୍ଳ ନବମୀ ତିଥିରେ ବିଲ୍ୱ ବୃକ୍ଷ ମୂଳରୁ ମୃତ୍ତିକା ସଂଗ୍ରହ କରାଯାଇଛି । ସ୍ଥାନୀୟ ଦୁର୍ଗା ମଣ୍ଡପଠାରେ…

ଠିକାଦାରପଡା ଦୁର୍ଗାପୂଜାର ନୂତନ କର୍ମକର୍ତ୍ତା 

  ବଲାଙ୍ଗିର(ନିରୋଜ ମିଶ୍ର) - ସ୍ଥାନୀୟ ଠିକାଦାରପଡା ଦୁର୍ଗାମଣ୍ଡପ ଠାରେ ଆଡଭୋକେଟ ପ୍ରବୀଣ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ  ହୋଇଥିଲା । ଏହି ବୈଠକରେ ୪୩ତମ ଦୁର୍ଗାପୁଜାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ଭାବେ ଆଡଭୋକେଟ…

ପଶ୍ଚିମ ଓଡିଶା ସୁନାରୀ ସମାଜର ଗୁରୁତ୍ୱପୁର୍ଣ ବୈଠକ

   ବରଗଡ/ଗୌରାଙ୍ଗ ଚରଣ ଦାଶ :- ଆଜି ପଶ୍ଚିମ ଓଡ଼ିଶାର ସୁନାରୀ ସମାଜ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପବିତ୍ର ନୃସିଂହନାଥ ପୀଠରେ ଅନୁଷ୍ଠିତ ହୋଇଥିଲା। ସୁନାରୀ  ସମାଜର ପଶ୍ଚିମ ଓଡିଶା ସଭାପତି ବରିଷ୍ଠ ଆଇନଜୀବୀ ଶ୍ରୀ ଗଉନ୍ତିଆ ସାହୁ ଉକ୍ତ ବୈଠକକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିବା ପରେ…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

ପଦ୍ମପୁର/ନୀଳ ଦୀପ -ସ୍ଥାନୀୟ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି ।ପାଳାଗୁରୁ ଶ୍ରୀଯୁକ୍ତ ଗଣେଶ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ ପ୍ରଜ୍ବଳନ ସହ ଶ୍ରୀକୃଷ୍ଣଙ୍କ ପୂଜନ ଶ୍ରୀକୃଷ୍ଣଙ୍କ ଜନ୍ମ ବୄତାନ୍ତ ଗୀତ ମାଧ୍ୟମରେ ଉପସ୍ଥିତ…

ଜନ୍ମାଷ୍ଟମୀ ଓ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସପାଳିତ

ଭଦ୍ରକ,(ସତ୍ୟ ଭୂଷଣ ସ୍ୱାମୀ) : ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା  ଦିବସ ଏବଂ ପରମ ପୂଜନୀୟ ସନ୍ଥ ସ୍ୱାମୀ ଲଷ୍ମଣାନନ୍ଦ ସରସ୍ୱତୀଙ୍କର ବଳିଦାନ ଦିବସ ନୂଆବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ପାଳିତ ହୋଇଅଛି । ବିଶ୍ୱ ହିନ୍ଦୁ ପରିଷଦ ତରଫରୁ…