Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ – ୨୦୧୮ ଅନୁଷ୍ଠିତ
(ଗୁଣପୁର ରୁ ସିଦ୍ଧାର୍ଥ ଦାଶ) : ରାୟଗଡା ଜିଲ୍ଲା ଗୁଣପୁର ସ୍ଥାନୀୟ ଟାଉନ୍ ହଲ୍ ଠାରେ ଗୁଣପୁର ବ୍ରହ୍ମକଳ୍ପ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଗୁଣପୁର ଗୁଣାର୍ଣ୍ନବ ସାହିତ୍ୟ ଓ ସଂସ୍କୃତି ସମ୍ମାନ ମହୋତ୍ସବ - ୨୦୧୮ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ରେ ପଦ୍ମଭୂଷଣ ଶ୍ରୀ ରମାକାନ୍ତ…
କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ
କୁଚିଣ୍ଡା/ ଶାନ୍ତନୁ ବେହେରା ଆଜିି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଠାରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଥିଲା ଏଠାରେ ମୂଖ୍ୟ ଅତିଥି ଭାବରେ ସାଂସଦ ପ୍ରତାପ ଦେବ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତି ଉପସ୍ଥିତ ଥିଲେ।
ବାମରା ବ୍ଲକରେ ନୁଆଁ ଖାଈ ଭେଟ ଘାଟ
କୁଚିଣ୍ଡାରୁ ଶାନ୍ତନୁ ବେହେରା : ମଙ୍ଗଳବାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବାମରା ବ୍ଲକରେ ନୁଆଁ ଖାଈ ଭେଟ ଘାଟ କଯ୍ୟକର୍ମ ଅନୁଷ୍ଠିତ ହେଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ହଳଧର ନାଗ ମଂଚାସୀନ ଥିଲେ।
ଭାଗବତ ଆମ ସାହିତ୍ୟ ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିଚ୍ଥି
ଯାଜପୁର, (ଜୟଶଙ୍କର ଦାଶ): ଭାଗବତ ଆମ ଓଡିଆ ସାହିତ୍ୟ ଓ ସଂସ୍କୃତିର ଅମଳିନ ପ୍ରତୀକ । ଏହା ଆମକୁ ସୁ ଶୃଙ୍ଖଳିତ ଓ ଉତ୍କୃଷ୍ଟ ଜୀବନ ନିର୍ବାହ ପାଇଁ ପ୍ରେରଣା ଦେଇଆସିଚ୍ଥି ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ…
ଜିଲ୍ଲା ମହୋତ୍ସବ “ଯଯାତି“ ନଭେମ୍ୱର ୧୮ ରୁ ।
ଯାଜପୁର/jayshankar dash : ଜିଲା ମହୋତ୍ସବ “ଯଯାତି“ ସପ୍ତମ ଥର ପାଇଁ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜନ ହେବାକୁ ଯାଊଚ୍ଥି । ଚଳିତ ବର୍ଷ ନଭେମ୍ୱର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ବାଳାଶ୍ରମ ପଡିଆ ଠାରେ ଏହା ଆୟୋଜିତ ହେବ । ଏ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ …
ପ୍ରବାସେ ମାଟିର ବାସ : ଓମାନରେ ନୁଆଖାଇ ଭେଟଘାଟ
ଓମାନରୁ ଉମେଶ ପାଣିଗ୍ରାହୀ/ ପଦ୍ମପୁରରୁ ନୀଳ ଦୀପ : ପ୍ରବାସରେ ରହି ବି ଭୁଲିନଥିଲେ ଓଡିଆମାନେ ମହାନ ଗଣପର୍ବ ନୂଆଖାଇ ପାଳିବାକୁ | ଅସୀମ ଉତ୍ସାହ ଓ ଉଦିପନା ସହ ଓମାନରେ ବସବାସ କରୁଥିବା ପ୍ରବାସୀ ପ୍ରବାସୀ ପଶ୍ଚିମ ଓଡିଶାଭାଇ ଓ ଭଉଣୀ ମାନେ ନୂଆଖାଇ ପାଳନ କରିବା ସହ ପାର୍ବଣ ମୁଖର ହୋଇ…
ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଇଁ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ।
ଯାଜପୁର/Jayashankar Dash :ଯାଜପୁର ଜିଲ୍ଲା ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ମଧ୍ୟରେ ବିବିଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଚ୍ଥି । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସ୍କୁଲ ପରିସରରେ ଜିଲ୍ଳ୍ା ସୂଚନା ଓ ଲୋକ…
ବିଶ୍ବକର୍ମା ପୂଜା ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା ।
ଗାଇସିଲେଟ/ଶାସକ ପ୍ରଶାସକ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ଅଇଁଲାଭଟା ଗ୍ରାମରେ ବିଶ୍ବକର୍ମା ପୂଜା ଉପଲକ୍ଷେ ଗ୍ରାମର ପୂଜା କମିଟି ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଉକ୍ତ ସାସ୍କୃତିକ କାର୍ଯ୍ୟ କ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତାନୀୟ କଟାବାହାଲ…
ବୁଦ୍ଧବିହାରରେ ନୂଅାଁଖାଇ ଭେଟ୍ ଘାଟ୍
ବରଗଡ ଜିଲ୍ଲା ଗନିଅାଁପାଲି ବୁଦ୍ଧ ବିହାର ପରିସର ଜ୍ଞାନ ମଣ୍ଡପ ଠାରେ ଗତ ୧୫ ସେପ୍ଟେମ୍ବର ଶନିବାର ଦିନ ନୂଅାଁଖାଇ ଭେଟ୍ ଘାଟ୍ ଅନୁଷ୍ଠିତ ହୋଇଛି । ଗାଁ ର ଗୈାନ୍ତିଆ ପ୍ରବୀର କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ସ୍ଥାନୀୟ ସରପଂଚ ତୁଳସୀ ରାମ ସେଠ, ମୂଖ୍ୟ…
ଆମ୍ବେଦକର ଯୁବକ ସଙ୍ଘ ପକ୍ଷରୁ ଫଟାମୁଣ୍ଡାରେ ନୁଆଁଖାଇ ଭେଟଘାଟ
ପଦ୍ମପୁର(ନୀଳ ଦୀପ) ପଦ୍ମପୁର ଉପକଣ୍ଠସ୍ଥ ଫଟାମୁଣ୍ଡା ଗ୍ରାମରେ ଆମ୍ବେଦକର ଯୁବକ ସଙ୍ଘ ଆନୁକୂଲ୍ୟରେ ଷଷ୍ଠ ପଞ୍ଚାୟତ ସ୍ତରୀୟ ନୁଆଁଖାଇ ଭେଟଘାଟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରଫେସର କେଶରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନିମାଇଁ ଚରଣ ସ୍ବାଇଁ…