Browsing Category

କଳା ସାହିତ୍ୟ ସଂସ୍କୃତି

ଦଶହରା ଓ ରାବଣ ପୋଡି ପାଳିତ

ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ନୂଆପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଯାଇଛି | କୁରେସ୍ଵର ,ଭେଳା ,ନୂଆପଡ଼ା ,ଖରିଆର ,ସିନାପାଳି,ଲର୍କା ,ତୁକଲା ଭଳି ଜାଗାରେ ମହା ଆଡମ୍ବରରେ ମା ଦୁର୍ଗା ଙ୍କ ପୂଜନ ହୋଇ ଥିବା ବେଲେ ବିଭିନ୍ନ ପ୍ରକାରର ସାଂସ୍କୃତିକ…

ଶାରଦୀୟ ଦୁର୍ଗା ପୂଜା ଅବସରରେ ଓଡ଼ଗାଁ ଅଂଚଳ ଉତ୍ସବ ମୁଖର

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର): ସାର୍ବଜନିନ ଦୁର୍ଗାପୂଜା ଅବସରରେ ଓଡ଼ଗାଁ ଅଂଚଳ ହୋଇଉଠିଛି ଉତ୍ସବବମୂଖର । ନାନାରଙ୍ଗର ଆଲୋକ ମାଳାରେ ପୁଜାମଣ୍ଡପ ହୋଇ ଉଠିଛି ଅଧିକ ଆକର୍ଶଣୀୟ । ଦୀର୍ଘ ଅର୍ଦ୍ଧ ଶତାବ୍ଧି ଧରି ଓଡ଼ଗାଁ ବ୍ଲକ ସାମ୍ନାରେ ଚାଲିଆସିଥିବା ମା’ ଦୁର୍ଗାଙ୍କ ପୂଜାଅର୍ଚାନ…

ରାଜକୀୟ ପରମ୍ପରା ଖଣ୍ଡ। ଧୁଆ ସହ ପଦ୍ମପୁର ରାଜବଟି ରେ ଆରମ୍ଭ ହେଲା ଦୁର୍ଗା ପୂଜା ।

ପଦ୍ମପୁର/ନିଲ ଦୀପ - ରଜକୀୟ ପରମ୍ପରା ଓ ରୀତିନୀତି ଅନୁସାରେ ଖଣ୍ଡା ଧୁଆ ସହ ପଦ୍ମପୁର ରାଜବାଟିରେ ଆରମ୍ଭ ହେଲା ଦୁର୍ଗାପୂଜା। ବହୁ ପୁରାତନ କାଳରୁ ପଦ୍ମପୁର ରାଜବାଟିରେ ହୋଇ ଆସୁଥିବା ଏହି ପୂଜା ବହୁ ଆଡମ୍ବରରେ ପାଳିତ ହୋଇଥାଏ।       ଖଣ୍ଡ ଧୁଆ ଓ ବିଲ୍ଵବ ବରଣ ସହ ପଦ୍ମପୁର ରାଜବାଟିରେ…

“ଦେଶକୁ ମା ବୋଲି ଭାବୁଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ”

ଆରଏସ୍ଏସ୍ ତରଫରୁ ବିଜୟା ଦଶମୀ ଉତ୍ସବ ପାଳିତ ଭୁବନେଶ୍ୱର(ମାନସୀ ମିଶ୍ର )- ସଂଗଠନରୁ ଶକ୍ତି ଆସିଥାଏ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରତ୍ୟେକ ହିନ୍ଦୁଙ୍କୁ ସଂଗଠିତ କରିବାକୁ କରିବାକୁ ଚାହୁଁଛି । ୧୯୨୫ରେ ସଂଘ ପ୍ରତିଷ୍ଠା ପୂର୍ବରୁ ଡକ୍ଟର ହେଡ଼ଗେୱାର ଭାରତ ବର୍ଷର ପରାଧୀନ ହେବାର କାରଣ…

କିଟରେ ହେବ ୩୯ତମ ବିଶ୍ୱ କବି ସମ୍ମିଳନୀ

ଭୁବନେଶ୍ୱର : ବିଶ୍ୱ କଳା ଓ ସଂସ୍କୃତି ଆକାଡେମୀ (ୱାଲ୍‍ର୍ଡ ଆକାଡେମୀ ଅଫ୍‍ ଆଟ୍‍ସ ଆଣ୍ଡ କଲ୍‍ଚର (ୱାକ୍‍) ଏବଂ କିଟ୍‍ ଓ କିସ୍‍ ସହଯୋଗରେ ୨୦୧୯ ମସିହାରେ କିଟ୍‍ରେ ୩୯ତମ ବିଶ୍ୱ କବି ସମ୍ମିଳନୀ ଏବଂ ‘ୱାକ୍‍’ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ । ଏନେଇ ବୁଧବାର ଚୀନ୍‍ର ଗୁଇଝାଉ…

ସାହିତ୍ୟ ହେଉଛି ଶବ୍ଦର ଖେଳ: ରାଜ୍ୟପାଳ

ଭୁବନେଶ୍ୱର,: ସାହିତ୍ୟ ହେଉଛି ଶବ୍ଦର ଖେଳ ବୋଲି କହିଛନ୍ତି ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଶନିବାର କାଦମ୍ବିନୀ ପତ୍ରିକା ପକ୍ଷରୁ ଆୟୋଜିତ ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟପାଳ କହିଲେ, ସାହିତ୍ୟ ହେଉଛି ମମତାମୂଳକ, ସମତାମୂଳକ, ଆନନ୍ଦମୂଳକ ଓ…

ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ

ବରପାଲି/ଶାସକପ୍ରଶାସକ -ଅଲ୍ଓଡିଶା କୁଲି ମେହେର ବିକାଶ ମହାସଂଘ, ଓଡିଶା ର ନୂଆଖାଇ ଭେଟଘାଟ ବରପାଲି କେଡିଭବନ ଠାରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ରାଜ୍ୟ ମହାସଂଘର ସମସ୍ତ କର୍ମ କର୍ତା ଓ ବିଭିନ୍ନ ଗ୍ରାମରୁ ଶତାଧିକ କୁଲି  ସମାଜର ଜାତି ଭାଇ ଉପସ୍ଥିତ ଥିଲେ ।ସଭା ପ୍ରାରମ୍ଭ ରୁ ମାଁ କରମସାନୀ…

ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗୀତା ୨୦୧୮

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୨୦୧୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୃଥକ ପୃଥକ ଭାବେ ସାଧାରଣ ପିଲା ଏବଂ…