Browsing Category

କଳା ସାହିତ୍ୟ ସଂସ୍କୃତି

‘ଫୁଲର ହସ’ ଦଶହରା ବିଶେଷାଙ୍କ ଲୋକାର୍ପିତ

ଭଦ୍ରକ,(ସତ୍ୟ ଭୂଷବି ସ୍ୱାମୀ ):ଦୀର୍ଘ ୧୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିଶୁ କିଶୋର ପତ୍ରିକା ‘ଫୁଲର ହସ’ ପ୍ରକାଶ ପାଉଥିବା ଜାଣି ପତ୍ରିକାର ଦଶହରା ବିଶେଷାଙ୍କ ଲୋକାର୍ପିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଲୋକାର୍ପଣ…

ଦୁର୍ଗମ୍ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ସ୍ଥିତ ମା ସୁନାଦେଇଙ୍କ ଯାତ୍ରା

ନୂଆପଡା/ ପ୍ରିୟବ୍ରତ ପଣ୍ଡା : ଦୁର୍ଗମ୍ ସୁନାବେଡା ଅଭୟାରଣ୍ୟ ମଧ୍ୟରେ ସ୍ଥିତ ମା ସୁନାଦେଇଙ୍କ ଯାତ୍ରା ଆରମ୍ଭ ହୋଇ ଯାଇଛି ଓଡିଶା ଏବଂ ଛତିସଗଡ ର ଅନେକ ଜାଗାରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିଲେ ମାଓ ad ଏହି ଇଲାକା କୁ ଯିବା ପାଇଁ 35 କିଲୋମିଟର ବ୍ୟାପ୍ତ ଘାଟି ପ୍ରତିବର୍ଷ ଏହି ଯାତ୍ରା ହୁଏ…

ଓଡଗାଁରେ ଗଜଲକ୍ଷ୍ମୀ ପୂଜା ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର ): ଗଜଲକ୍ଷ୍ମୀ ପୂଜା ଓ କୁମାର ପୁର୍ଣ୍ଣମୀ ଅବସରରେ ଓଡଗାଁ ଅଂଚଳ ହୋଇ ଉଠିଛି ଉସôବମୁଖର । ନାନା ରଙ୍ଗର ଆଲୋକ ମାଳାରେ ପୁଜା ସ୍ଥଳ ହୋଇଛି ଅଧିକ ଆକର୍ଷଣୀୟ । ଏକମାସ ଧରି ଗୋଟିଏ ସ୍ଥାନରେ ମେଳ ହୋଇ ପାଳି ଆସୁଥିବା ଜହ୍ନିଓସାର ଅନ୍ତିମ ଦିବସରେ କୁଆଁରୀମାନେ ନୂତନ…

କଦଳୀଗଡ଼ରେ ମହାଲକ୍ଷ୍ମୀ ପୂଜା ଆଜିଠାରୁ ଆରମ୍ଭ ପାଞ୍ଚଦିନ ପର୍ଯ୍ୟନ୍ତ 

ରେଢ଼ାଖୋଲରୁ ରିପୋର୍ଟ ଯଶୋବନ୍ତ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚୟତରେ ସାର୍ବଜନୀନ ମହାଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ 47 ତମ ମହାଲକ୍ଷ୍ମୀ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି lଚଳିତ ବର୍ଷ ପୂଜା ପାଇଁ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା କମିଟୀ ର ସଭାପତି…

ବାବା ବିଶା ଶହେ କୁଳ କୁଳିତା ସମାଜ ଶାରଦୀୟ ରାମଚଣ୍ଡୀ ମହୋତ୍ସବ

ପାଇକମାଲ(Gouranga Charan Dash) :- ବରଗଡ ଜିଲ୍ଲା ପଇକମାଲ ର ନୃସିଂହନାଥ ନିକଟରେ ଥିବା ମାଁ ରାମଚଣ୍ଡୀ ଙ୍କର ମଦିରରେ ଆଜି 2018 ର ଶାରଦୀୟ ରାମଚଣ୍ଡୀ ମହୋତ୍ସବର ଆରମ୍ଭ ବେଶ ଧୁମଧାମରେ ହେଇ ଯାଇଛି । ବାବା ବିଶା ଶହେ କୁଳ କୁଳିତା ସମାଜ ଦ୍ୱାରା ପାଳନ କରାଯାଉଥିବା ଏହି ମହୋତ୍ସବରେ ସକାଳୁ…

ରାଇଦାମୋଦର ବେଶରେ ରଘୁନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ 

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡିଶା ପ୍ରଶିଦ୍ଧ ସ୍ୱର୍ଣ୍ଣ କଳଶ କ୍ଷେତ୍ର ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ପ୍ର୍ରତିବର୍ଷପରି ଆଶ୍ୱିନମାସ ଶୁକ୍ଲ ଏକାଦଶୀ ଠାରୁ ଶ୍ରୀଜିଉଙ୍କ ରାଇ ଦାମୋଦର ପର୍ବ  ଆରମ୍ଭ ହୋଇଛି । ଏହି ବେଶରେ ଶ୍ରୀଜୀଉଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ…

ଭଦ୍ରକରେ ବିଜୟା ମିଳନ ଉତ୍ସବ : ସରୋଜ କଳା ସମ୍ମାନ ପାଇଲେ କଳା ଶିକ୍ଷକ ମନୋରଂଜନ

ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) : ଭଦ୍ରକ ପୂଜ୍ୟପୂଜା ସଂସଦ ତରଫରୁ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୪୭ତମ ବିଜୟା ମିଳନ ଉସôବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କରିଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଭଦ୍ରକର…

ଲେଖକ ଓ ପାଠକ ମଧ୍ୟରେ ସମନ୍ୱୟ ସ୍ଥାପନ ହେବା ଆବଶ୍ୟକ

ଯାଜପୁର ଜିଲ୍ଲା ଲେଖକ ସମ୍ମେଳନର ପ୍ରତିଭା ପ୍ରଣାମ କାର୍ଯ୍ୟକ୍ରମ । jajpur/ Jayashankar Dash : ଯାଜପୁର ଜିଲ୍ଲା ଲେଖକ ସମ୍ମେଳନ ତରଫରୁ ଧବଳଗିରି ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ମେଳନର ସ୍ଥାୟୀ ସଭାପତି ଡ଼. ରୁଦ୍ରନାରାୟଣ ପୃଷ୍ଟି ପୈାରହିତ୍ୟ କରିଥିବା ବେଳେ ଏହି ଉତ୍ସବଟିକୁ ଯାଜପୁର…

 ମିରଟରେ କୁନ୍ଦୁଲି ରାଏଜର ଝି 

ପଦ୍ମପୁର/ ନୀଳଦୀପ ; ପଶ୍ଚିମ ଓଡିଶା ତଥା ସମଗ୍ର ଓଡିଶାରେ ସୁନାମ ଅର୍ଜନ କରିଥିବା ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ସଚେତନ ହେମା,ଢୋଳବନ୍ଧର ନାଟକ କୁନ୍ଦୁଲି ରାଏଜର ଝି ଉତ୍ତରପ୍ରଦେଶର ମିରଟ ସହରରେ ବୁଦ୍ଧା ଗାର୍ଡନଠାରେ ଗତ ୧୨ ଅକ୍ଟୋବରରେ ପରିବେଷିତ ହୋଇ ଯାଇଛି  । ଆଗରୁ ଅନୁଷ୍ଠାନଟି ପ୍ରଗତିଶୀଳ…

‘ମଣିଷ ସମାଜକୁ ମଧୁମୟ କରିବା ସାହିତ୍ୟର ଲକ୍ଷ୍ୟ’

ଶାରଦୀୟ ବନ୍ଧୁମିଳନ ଓ କବିତା ପାଠୋତ୍ସବ ବରପାଲି,(ଶାସକ ପ୍ରଶାସକ) - ସବୁ ଦୁଃଖ, ଯନ୍ତ୍ରଣା ସତ୍ତେ୍ୱ ଜୀବନକୁ ମଧୁମୟ ଦୃଷ୍ଟିରେ ଦେଖିବା ଓ ଏ ସମାଜକୁ ମଧୁସିକ୍ତ କରିବା ହିଁ ମଣିଷର ଶ୍ରେଷ୍ଠ  ତପସ୍ୟା । ଏହି ମହାନ ବାର୍ତ୍ତା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୀବନ ଓ ସାହିତ୍ୟରେ…