Browsing Category

କଳା ସାହିତ୍ୟ ସଂସ୍କୃତି

ଜଗତସିଂହପୁରରେ ପାଓ ଫଟୋମେଳାର ପୋଷ୍ଟର ଉନ୍ମୋଚିତ

ଜଗତସିଂହପୁର/Ramesh Mohanty  : ଜଗତସିଂହପୁର ସଦରମହକୁମାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖସ୍ଥ ପଡିଆରେ ଜେପିଭିଟି ଆସୋସିଏସନ୍ ଦ୍ୱାରା ଆସନ୍ତା ୨/୩/୪ ତାରିଖରେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ ହେବାକୁ ଥିବା ପାଓ (ଫଟୋଗ୍ରାଫର୍ସ ଆସୋସିଏସନ୍ ଅଫ୍ ଓଡିଶା)ପ୍ରାୟୋଜିତ ବିଶାଳ ଫଟୋମେଳାର…

ବୋଡେନ ବ୍ଳକ ଫରସରା ଆଶ୍ରମ ରେ ସରରଗୀଫୁଲ 

 ନୂଆପଡ଼ା /ପ୍ରିୟବ୍ରତ ପଣ୍ଡା : ଜିଲ୍ଲା ସ୍ତର ରେ  ଅନୁଷ୍ଠିତ ହେଉଥିବା  ସର୍ଗିଫୁଳ କାର୍ଯ୍ୟକ୍ରମ ଏଥର ଆହୁରି ଭଲଭାବେ ଅନୁଷ୍ଠିତ ହେବ ବୋଲି ସିନାପାଳି ଡବ୍ଲୁଇଓ ସୂର୍ଯ୍ୟକାନ୍ତ ଭୋଇ ପ୍ରକାଶ କରିଛନ୍ତି । ବୋଡେନ ବ୍ଳକ ଫରସରା ଆଶ୍ରମ ରେ ଅନୁଷ୍ଠିତ ସରରଗୀଫୁଲ ପ୍ରସ୍ତୁତି ବୈଠକ ରେ ସମସ୍ତ…

ନୂଅାଁଖାଇ ପିଠା ପଣା ଖାଇବାର ଉତ୍ସବ  ନୁହେଁ, ସଂସ୍କୃତି,ପରମ୍ପରା ଓ ଭାଇଚାରାକୁ ବଜାୟ ରଖିବାର ମହାନ ଗଣପର୍ବ: କେଭି 

 ବଙ୍ଗୋମୁଣ୍ଡାରେ ନୂଅାଁଖାଇ ଭେଟଘାଟ୍ନୂ ଟିଟିଲାଗଡ଼,(ସୁନୀଲ ବେହେରା):  ବଙ୍ଗୋମୁଣ୍ଡା ଖେଳପଡ଼ିଆରେ ନୂଅାଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆବାହକ ରାଷ୍ଟ୍ରପତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ  ଏହି ନୂଅାଁଖାଇ ଭେଟଘାଟ୍ରେ ସର୍ବେ ପ୍ରଥମେ…

ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ 

ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ)  ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚ ପରିସରରେ ୪ର୍ଥ ତମ ଗଜପତି ଜିଲ୍ଲା ସ୍ତରୀୟ କଳା ଉତ୍ସବ -୨୦୧୮ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ମିଶନ ଆନୁକୁଲ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଉଦ୍‍ଘାଟନ କରିଥିଲେ ।…

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୧୮ରେ ବିଶିଷ୍ଟ ଭାରତୀୟ ଓ ବିଦେଶୀ କଳାକାରଙ୍କ ସମାବେଶ

ଓଡିଶାର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ନଭେମ୍ବର ୧ ତାରିଖରେ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଇସ୍ପାତ ସହର ରାଉରକେଲାର ବିଶାଳ ଭଞ୍ଜଭବନ ମୁକ୍ତାକାଶ ରଙ୍ଗମଞ୍ଚରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ, ଶାସ୍ତ୍ରୀୟ ନୃତ୍ୟ ଓ ଲୋକନୃତ୍ୟ, ସଙ୍ଗୀତ ଉତ୍ସବର…

ଓଡଗାଁ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ:ଓଡଗାଁ ବ୍ଲକରୁ ୩୮ଛାତ୍ରଛାତ୍ରୀ ଜିଲ୍ଲାସ୍ତରକୁ ମନୋନୀତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଅନ୍ୱେଷଣ ଓ ବିକଶିତ କରି ସେମାନଙ୍କ ମନରେ ଉତ୍ସାହ ସୃଷ୍ଟି  କରିବା ସହିତ ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ପଦାନ କରିବା ଉଦେଶ୍ୟରେ ଓଡଗାଁ ବ୍ଲକ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ଆଜି ନନ୍ଦିଘୋର…

ମହୁରି ପଶ୍ଚିମ ଓ ପୂର୍ବକୁ ଯୋଡ଼ିଲା : ଯାଜପୁରରେ ମହୁରି ମହୋତ୍ସବ-୨୦୧୮ ଯୁବ ପ୍ରାବନ୍ଧିକଚନ୍ଦ୍ରଶେଖର ପାଇଲେ ମହୁରି…

ଯାଜପୁର(ଜୟଶଙ୍କର ଦାଶ) -ସାହିତ୍ୟ ମାଧ୍ୟମରେ ସାରା ଓଡିଶାକୁ ଯୋଡିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ତାର ଏକାଦଶତମ ବାର୍ଷିକ ଉତ୍ସବ ମହୁରି ମହୋତ୍ସବ -୨୦୧୮ ଯାଜପୁରସ୍ଥିତ ଗୌତମବୁଦ୍ଧ ସଂସ୍କୃତି…

ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି ,ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ

ଯାଜପୁର(ଜୟଶଙ୍କର ଦାଶ) ମା ଲକ୍ଷ୍ମୀ ପୂଜା ଦ୍ୱାରା ସଂସ୍କୃତି, ପରମ୍ପରା ଓ ଚଳଣୀ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଏହାର ପୂଜାବିଧି, ନୀତି ନିୟମ ଓ ବିଚାରଧାରା ଏକ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ଶୃଙ୍ଖଳିତ ବ୍ୟକ୍ତି, ପରିବାର ଓ ସମାଜ ସୃଷ୍ଟି କରିବା ପାଇଁ ମାର୍ଗ ଦର୍ଶକ ହୋଇଥାଏ ବୋଲି…

  ଓଡ଼ଗାଁରେ ଭଏସ୍ ଅଫ୍ ନୟାଗଡ,୧୩ଜଣ କୃତି ପ୍ରତିଯୋଗୀ ଦ୍ୱିତୀୟ ପ୍ରର୍ଯ୍ୟାୟକୁ ଉନ୍ନୀତ

ଓଡ଼ଗାଁ, ( ଶ୍ରୀକାନ୍ତ କୁମାର ମିଶ୍ର ): ନୟାଗଡ କ୍ଲବ ଆନୁକୁଲ୍ୟରେ ଆୟୋଜିତ  ‘ଭଏସ ଅଫ୍ ନୟାଗଡ’ କାର୍ଯ୍ୟକ୍ରମ ଜିଲ୍ଲା ତଥା ସାରା ଓଡିଶାରେ ଆଦୃତି ଲାଭ କରିଥିବା ବେଳେ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ପ୍ରତିଯୋଗୀ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ସ୍ଥାନୀୟ ଅଂଚଳର…

ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ନଭେମ୍ବର ୮ ଓ ୯ରେ

ବାରିପଦା(ଦିଲ୍ଲୀପ ମହାନ୍ତି ) ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ଯୁବଉତ୍ସବ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ସହିଦ ସ୍ମୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ଯୁବଉତ୍ସବ ଓ ପ୍ରତିଭା ଚୟନ ପ୍ରକ୍ରିୟା ଆସନ୍ତା ନଭେମ୍ବର ୮ ଓ ୯ ଦୁଇ ଦିନ ଧରି ଆୟୋଜିତ ହେବ । ଏହି…