Browsing Category

କଳା ସାହିତ୍ୟ ସଂସ୍କୃତି

ନିତ୍ୟାନନ୍ଦ ପାଠାଗାରର ପଞ୍ଚମ ବାର୍ଷିକ ଉତ୍ସବ ପାଳନ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଶ୍ରୀକରଣ ସାହି ସ୍ଥିତ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ନିତ୍ୟାନନ୍ଦ ପାଠାଗାରର ପଞ୍ଚମ ବାର୍ଷିକୀ ମହୋତ୍ସବ ଆଡମ୍ୱର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ସ୍ୱତନ୍ତ୍ର…

ସେଣ୍ଟମେରୀ ସ୍କୁଲର ୫୨ତମ ବାର୍ଷିକ ଉତ୍ସବ

ବଡ଼ବିଲ(ଚିତ୍ତ ରଞ୍ଜନ କର) ବଡ଼ବିଲ ସ୍ଥିତ ସେଣ୍ଟମେରୀ ବିଦ୍ୟାଳୟର ୫୨ତମ ବାର୍ଷିକ ଉତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଉଦଯାପନ ଦିବସରେ ବାଲେଶ୍ୱର ଡ଼ାଇଓସିସର ବିଶପ ଡ଼ଃ ସାଇମନ କାଇପୁରମ ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଚମ୍ପୁଆ ବିଡ଼ିଓ ମିସ ନୁପୁର ଯୋଗଦେଇଥିବା…

ମହାସଂସ୍କୃତି ଜାଗରଣ ଯାତ୍ରାର ଉଦଯାପନ ସନ୍ଧ୍ୟା

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ - ପ୍ରସିଦ୍ଧ କାଳୀପୂଜା ସମାରୋହରେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତି ପକ୍ଷରୁ ଆୟୋଜିତ ହେଉଥିବା ମହା ସଂସ୍କୃତି ଜାଗରଣ ଯାତ୍ରା ଉଦଯାପିତ  ହୋଇଯାଇଛି । ଅନ୍ତିମ ସନ୍ଧ୍ୟାରେ ବିଶିଷ୍ଟ ଅତିଥି ତଥା କର୍ମକର୍ତ୍ତା, ତଥା ବହୁ ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଓ ଭକ୍ତା…

୧୯ତମ ବଲାଙ୍ଗିର ଲୋକଉସôବ ଉଦ୍ୟାପିତ : “ସଂସ୍କୃତିର ବିକାଶ ପାଇଁ ଭିତ୍ତି ଭୂମୀ ସୁଦୃଢ ହେବା ଦରକାର”

ବଲାଙ୍ଗିର-(ନିରୋଜ ମିଶ୍ର)  ବଲାଙ୍ଗିରର ସାଂସ୍କୃତିିକ ପ୍ରାଣକେନ୍ଦ୍ର କୋଶଳ କଳାମଣ୍ଡଳ ପଡିଆ ଠାରେ ଆୟୋଜିତ ୧୯ତମ ବଲାଙ୍ଗିର ଲୋକଉତ୍ସବ  ଉଦଯାପିତ  ହୋଇଯାଇଛି ।  ସକାଳ ୧୦ ଘଣ୍ଟା ସମୟରେ ପୁରୁଣା ମଞ୍ଚରେ ଜିଲ୍ଲା ସ୍ତରୀୟ ଲୋକନାଟକ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଥିଲା । ଲୋକନାଟକ…

ସମ୍ପୂର୍ଣ୍ଣ ହେଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ

ମହାଲକ୍ଷ୍ମୀ ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଅନ୍ତିମ ଦିବସରେ ମା’ ଭଦ୍ରକାଳୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ମା’ଙ୍କୁ ଏଇ ବେଶରେ ଦର୍ଶନ କରିବା ପାଇଁ…

କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ 

  ରାୟଗଡ଼ା/ ସରୋଜ ସାହୁ : ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ ମହା ଆଡମ୍ବର ରେ ରାୟଗଡା ସହର ସ୍ଥ  ବ୍ଲକ କଲୋନୀ ନିକଟରେ ଅବସ୍ତିତ…

ବ୍ୟାସନଗର ମା କାଳୀ ପୂଜା ଶାନ୍ତି କମିଟି ପକ୍ଷରୁ କାଳୀ ମଣ୍ଡପ ପରିଦର୍ଶନ

ବ୍ୟାସନଗର(ସୁବାସ ନାୟକ) : ରବିବାର ବ୍ୟାସନଗର ସହରରେ ୧୨ଗୋଟି କାଳି ମଣ୍ଡପରେ ମିନାବଜାର, ଦୋଳି, ଫାଷ୍ଟ ଫୁଡ, ସାସ୍କୃତିକ କାର୍ଯ୍ୟକ୍ରମ ଫଳରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଜନସମାଗମ ଯୋଗୁଁ ପ୍ରବଳ ଭିଡ ଲାଗୁଥିବାରୁ ଆଇନ ଶୁଙ୍ଖଳାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ  ମା କାଳୀ ପୂଜା ଶାନ୍ତି…

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୧୮ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ରଙ୍ଗମଂଚ ଠାରେ କ୍ରୀଡା ଓ ଯୁବସେବା, ଓଡ଼ିଶା, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ୨୦୧୮…