Browsing Category

କଳା ସାହିତ୍ୟ ସଂସ୍କୃତି

କଦଳୀଗଡ଼ରେ ସୁନ୍ଦରା କାଣ୍ଡ ପାରାୟଣ ଉଦଯାପିତ

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ: ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ କଦଳୀ ଗଡ଼ ଗ୍ରାମରେ ସୁନ୍ଦରା କାଣ୍ଡ ପାରାୟଣ ମହା ସମାରୋହରେ ପାଳିତ ହୋଇଯାଇଛି I ଉକ୍ତ ସୁନ୍ଦରା କାଣ୍ଡ ପାରାୟଣ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତ ମାନେ ଉପସ୍ଥିତ ହୋଇ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ଭଗବାନ ଙ୍କର…

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଂଚଳ ମଥୁରା ଓ ଗୋପ   : ସେପଟେ କୃଷ୍ଣଙ୍କ ଲୀଳା ଏପଟେ ମହାରାଜ କଂସଙ୍କ ପ୍ରକୋପ 

ବରଗଡ଼ରୁ  ନୀଳ ଦୀପ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସଜେଇ ହୋଇ ଗଲାଣି ବରଗଡ଼ | ତାରିଖ ବାର ତିଥି ବି ବାହାରି ଗଲାଣି | ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସ କରିବେ ମଥୁରାରେ(ବରଗଡ଼)ରେ ରାଜୁତି | ମହାରାଜ କଂସଙ୍କ ଅଟ୍ଟହାସ୍ୟ ଆଉ ନିର୍ଯାତନାରେ ଥରହର ହେବ ମଥୁରାନଗରୀ | …

ସିଜିରେଲ ଟୁ ଡେନ୍‍ସ ଷ୍ଟୁଡିଓ ଉଦ୍‍ଘାଟିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ କୋର୍ଟ ନିକଟସ୍ଥ ଅନ୍ନପୁର୍ଣ୍ଣା ନଗର ଠାରେ ସିଜିରେଲ ଟୁ ଡେନସ ଅନୁଷ୍ଠାନ ପକ୍ଷରୁ ନୃତ୍ୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାରଳା ବିଧାୟକ କେ.ସୁର୍ଯ୍ୟାରାଓ ଉଦ୍‍ଘାଟନ କରିଥିବା ବେଳେ ଆବାହିକ ରୁପାଞ୍ଜଳି ମହାନ୍ତି ଓ ପ୍ରଦୀପ କୁମାର…

ଶିଶୁ ବିଦ୍ୟାମନ୍ଦିରର ୨୩ ତମ ବାର୍ଷିକ ଉତ୍ସବ

ଗୁଣପୁର ରୁ ସିଦ୍ଧାର୍ଥ ଦାଶ ‬: ଗୁଣପୁର ଶିଶୁ ବିଦ୍ୟାମନ୍ଦିର ପରିସରରେ ଥିବା ରଙ୍ଗ ମଞ୍ଚ ରେ ବିଦ୍ୟାଳୟ ର ୨୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଲଳିତ ବଦ୍ୟଭୂଷଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ ମୁଖ୍ୟ…

ଫକୀର ମୋହନ ସାହିତ୍ୟ ପରିଷଦକୁ  “ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ’ 

ଭୁବନେଶ୍ୱର: ଓଡ଼ିଆ ଗଦ୍ୟ ସାହିତ୍ୟର ଅନୁପମ ଉଦ୍ଗାତା  , କଥାସମ୍ରାଟ ବ୍ୟାସକବି ଫକୀର ମୋହନଙ୍କ ସ୍ମୃତିରେ ଓଡ଼ିଶା ସରକାର ୨୦୧୮ ବର୍ଷ ନିମନ୍ତେ "ବ୍ୟାସକବି ଫକୀର ମୋହନ ଓଡ଼ିଆ ଭାଷା ସମ୍ମାନ' ଘୋଷଣା କରିଛନ୍ତିା ଓଡ଼ିଆ ଭାଷା, ସାହିତ୍ୟର ପ୍ରଚାରପ୍ରସାର ଦିଗରେ ନିରନ୍ତର ପ୍ରୟାସ ଜାରି…

ପୁସ୍ତକ ଏତେ ଶକ୍ତିଶାଳୀ ଯେ ଏହା କୌଣସି ମନୁଷ୍ୟର ଜୀବନରେ ପରିବର୍ତନ ଆଣିପାରେ: ଅନିମେଶ ବିଶ୍ୱାସ

 ଏନ୍ଆଇଟି ରାଉରକେଲାରେ ତ୍ରିଦିବସୀୟ ବିପିସିଏଲ୍ ପୁସ୍ତକ ମେଳାର ଆରମ୍ଭ ରାଉରକେଲା/Susant Behera   : ଆଜିର ଯୁବପିଢିଙ୍କ ମଧ୍ୟରେ ପୁସ୍ତକ ପ୍ରତି ପ୍ରେମ ବଢାଇବା ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ  (ଏନ୍ଆଇଟି) ରାଉରକେଲାରେ ବିଜୁ ପଟ୍ଟନାୟକ ସେଂଟ୍ରାଲ ଲାଇବ୍ରେରି ତରଫରୁ ୧୦ମ ପୁସ୍ତକ…

ନୃସିଂହନାଥ ପୀଠରେ ବଣଭୋଜିର ମଜା ନେଉଛନ୍ତି ପର୍ଯ୍ୟଟକ

ଜିଲ୍ଲା,ଜିଲ୍ଲା  ବାହାର ତଥା ପଡୋଶୀ ରାଜ୍ୟରୁ  ପ୍ରତ୍ୟେକ ଦିନ ହେଉଛି ହଜାର ହଜାର ପର୍ଯ୍ୟଟକଙ୍କ ସମାଗମ  । ବରଗଡ/ନିଳ ଦୀପ ରାଜ୍ୟରେ ଥଣ୍ଡାବଢିବା ସାଙ୍ଗେସାଙ୍ଗେ ,ରାଜ୍ୟରବିଭିନ୍ନ ପର୍ଯଟନସ୍ଥଳୀ ଗୁଡିକରେ ଯମୁଛି ଲୋକଙ୍କ ବଣଭୋଜିର ଆସରା । ନିଜର ବ୍ୟସ୍ତବହୁଳ ସମୟ ମଧ୍ୟରୁ କିଛି ସମୟ…

ନବ ବର୍ଷ ଉପଲକ୍ଷେ ଅନ୍ନ ପ୍ରସାଦ ବଣ୍ଟନ

ବଲାଙ୍ଗୀର, (ନିରୋଜ ମିଶ୍ର)  ନୂତନ ବର୍ଷ ଆଗମନରେ ବଲାଙ୍ଗୀର କୋଶଳ ମଣ୍ଡପ କମ୍ପେ୍ଳକ୍ସ ଦୋକାନୀ ସଂଘ ତରଫରୁ ଆବାଳ ବୃଦ୍ଧ ବନିତାଙ୍କୁ ହନୁମାନ ମନ୍ଦିର ପରିସରରେ ଅର୍ଣ୍ଣପ୍ରସାଦ ବଣ୍ଟନ କରାଯାଇଥିଲା । ସମଗ୍ର ବଲାଙ୍ଗୀର ଜିଲ୍ଲାବାସୀ ନବବର୍ଷର ଧୁନ୍ ରେ ମସଗୁଲ  ଥିଲାବେଳେ କଳା ମଣ୍ଡଳ…

ଯୁବରାଜ କଂସଙ୍କ ରାଜ୍ୟାଭିଷେକ କଲେ ରାଜୁ ଘିବେଲା : ଦୁର୍ନିତିର ପର୍ଦାଫାସ ସହ ସମାଧାନ ପାଇଁ କଲେ ଆବେଦନ

ଝାରବନ୍ଧ/ସଦାନନ୍ଦ ବେହେରା -ପଦ୍ମପୁର ଉପଖଣ୍ଡସ୍ତ ଝାରବନ୍ଧ ବ୍ଲକ ଛୋଟଅନକି ପଂଚାୟତ ଅନ୍ତର୍ଗତ ଘୁଚାପାଲି ଠାର ଧନୁଯାତ୍ରା ମହୋତ୍ସବ ଆରମ୍ଭ ହୋଇଯାଇଛି  । ପୌରାଣିକ କଥାବସ୍ତୁ ଅନୁସାରେ ସ୍ୱର୍ଗରୁ ଏକ ଶୁନ୍ୟ ବାଣୀ ହୋଇଥିଲା କି ଦେବକୀ ଗର୍ଭର ଅଷ୍ଟମ ସନ୍ତାନ ଯୁବରାଜ କଂସର ମୃତ୍ୟୁର କାରଣ…

‘ସ୍ୱୟଂସିଦ୍ଧା’ ପତ୍ରିକା ଉନ୍ମୋଚିତ 

  ବରପାଲି/ଶାସକ ପ୍ରଶାସକ: ବରପାଲି କବି ଭବନଠାରେ ସ୍ୱୟଂସିଦ୍ଧା ପତ୍ରିକା ଉନ୍ମୋଚିତ ହୋଇଛି । କୌସ୍ତୁଭ ବୁଦ୍ଧିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ସମାଜସେବୀ ବୃନ୍ଦାବନ ବିହାରୀ ଦାଶ,ସମ୍ମାନିତ ଅତିଥି ସ୍ୱଭାବକବିଙ୍କ ପ୍ରପୌତ୍ର ମହେନ୍ଦ୍ର ମେହେର, ରୋହିତ ରଣା ପ୍ରମୁଖ…