Sign in
Sign in
Recover your password.
A password will be e-mailed to you.
Browsing Category
କଳା ସାହିତ୍ୟ ସଂସ୍କୃତି
ରୂଗବେଦ ପାରାୟଣ ଯଜ୍ଞ ଉଦଯାପିତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆର୍ଯ୍ୟ ସମାଜ ଆରଡା ଠାରେ ୨୩ଶ ତମ ରୂଗବେଦ ପାରାୟଣ ଯଜ୍ଞ ତଥା ଅନୁଷ୍ଠାନର ବାର୍ଷିକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା, ଉପସଭାପତି ରଘୁନାଥ ନାୟକ, ସଙ୍ଗଠନ ସମ୍ପାଦକ ଦୀନବନ୍ଧୁ…
ମାଙ୍କୁ ଜାଣିଲେ ଜୀବନ ଛନ୍ଦମୟ ହେଇ ଉଠେ
ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶ୍ରୀମାଙ୍କ ଜନ୍ମଦିବସ ପାଳିତ
କୋମନା : ନୂଆପଡ଼ା ଜିଲ୍ଲା କୋମନା ଚ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପରମ ପୂଜ୍ୟ ଶ୍ରୀମାଙ୍କ ୧୦୧ ତମ ଜନ୍ମ ବାର୍ଷିକୀ ବେଶ ଧୁମଧାମ ସହ ପାଳିତ ହୋଇଛି । ମାଙ୍କୁ ଜାଣିଲେ ଜୀବନ ଛନ୍ଦମୟ ହେବା ସହ ଆଧ୍ୟାତ୍ମିକତାର ବିକାଶ ହୁଏ…
କଲ୍ୟାଣ ମଣ୍ଡପ, ଶ୍ରୀ ରାମଜୀ ମନ୍ଦିର ତଥା ଶ୍ରୀ ରାମଜୀ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ
ଆୟୋଜିତ ହେଲା ଦିବ୍ୟ ଜ୍ୟୋତି ଓ କଳସ ଶୋଭାଯାତ୍ରା
ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ସ୍ଥିତ ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ପଞ୍ଚାୟତର ତେଲିପୁଖାପାଣି ଠାରେ କଲ୍ୟାଣ ମଣ୍ଡପ, ଶ୍ରୀ ରାମଜୀ ମନ୍ଦିର ତଥା ଶ୍ରୀ ରାମଜୀ ମହିଳା ମହାବିଦ୍ୟାଳୟ ନିର୍ମାଣ ପାଇଁ ଭୂମି ପୂଜନ ଉପଲକ୍ଷେ…
ବାଣିଜ୍ୟ ମେଳାରେ ବିଏସ୍ଏସର ସାଂସ୍କୃତିକ ଓ ସମ୍ବର୍ଦ୍ଧନା ସମାରୋହ
ଭଦ୍ରକ( ସତ୍ୟ ଭୂଷଣ ସ୍ୱାମୀ) : ନେହେରୁ ଷ୍ଟାଡିୟମରେ ଚାଲିଥିବା ୧୫ତମ ଉତ୍ତର ଓଡିଶା ବାଣିଜ୍ୟ ମେଳାର ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ଭଦ୍ରକ ସୋସିଆଲ ସର୍ଭିସ ବିଏସ୍ଏସ୍ ପକ୍ଷରୁ ପରିଚାଳନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ…
ଉପାନ୍ତ ଅଞ୍ଚଳରେ ନୃତ୍ୟକଳା-ସଞ୍ଜିତାଙ୍କ ପ୍ରୋତ୍ସାହନ ପାଇଁ ଅଭିନବ ଉଦ୍ୟମ
ପାରଳାରେ ଅନ୍ତର୍ଜାତୀୟ ନୃତ୍ୟ-ସଙ୍ଗୀତ ମହୋତ୍ସବ - ୨୦୧୯
ଗୋଟିଏ ମଞ୍ଚରେ କଳା ପରିବେଷଣ କଲେ ସ୍ଥାନୀୟ, ଦେଶୀ ଓ ବିଦେଶୀ କଳାକାର
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ- ଭାରତ ସରକାରଙ୍କ ପ୍ରଯୋଜିତ ଜାତୀୟ ଉପସ୍ଥିତି ଯୋଜନାରେ , ଭୁବନେଶ୍ୱର…
କେନ୍ଦୁମୁଣ୍ଡାରେ ଧନୁଯାତ୍ରା ମହୋତ୍ସବ
ସିନାପାଲିରୁ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ଗ୍ରାମ ପଂଚାୟତରେ ବିରାଟ ଧନୁଯାତ୍ରା ମହୋତ୍ସବ ଅନୁଷ୍ଠିତ ହେଉଛି | ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ସମାଗମ ହେଉଛି | ଏହି ମହୋତ୍ସବର ଅଷ୍ଟମ ରାତ୍ରିରେ କଂସ ଦରବାରରେ ମୁଖ୍ୟ ଅତିଥି ଭାବେ ପ୍ରଦେଶ…
ସରସ୍ୱତୀ ଶିଶୁମନ୍ଦିରର ୧୦ ବର୍ଷ ପୁର୍ତି ଉତ୍ସବ ସମାରୋହ
ଓଡଗାଁ(ଶ୍ରୀକାନ୍ତ ମିଶ୍ର ) ସ୍ଥାନୀୟ ଓଡଗାଁ ବ୍ଲକ ଅନ୍ତର୍ଗତ ବାଉଁଶଗାଡିଆ ସରସ୍ୱତୀ ଶିଶୁ ମନ୍ଦିରର ୧୦ବର୍ଷ ପୁର୍ତ୍ତୀ ସମାରୋହ ପାଳିତ ହୋଇଯାଇଛି । ଅପରାହ୍ନରେ ଅନୁଷ୍ଠାନର ସଭାପତି କର୍ନେଲ ଜୟରାମ ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ…
ଶ୍ରୀ ଶ୍ରୀ ଭାରତମାତା ମନ୍ଦିରର ୪ର୍ଥ ପ୍ରତିଷ୍ଠା ମହୋତ୍ସବ
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଶ୍ରୀ ଶ୍ରୀ ଭାରତ ମାତା ବିକାଶ ସମିତି ଆନୁକୂଲ୍ୟରେ ଭଦ୍ରକ-ବାଇପାସ ଭାରତମାତା ଛକ ସ୍ଥିତ ଭାରତମାତା ମନ୍ଦିରର ୪ର୍ଥ ବାର୍ଷିକ ତି୍ରଦିବସୀୟ ପ୍ରତିଷ୍ଠା ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥି ଉପଲକ୍ଷେ ଶୁଭ ପ୍ରଭାତରେ ବହୁ ସଂଖ୍ୟାରେ ମହିଳା କଳସ…
ଗଇଠିପୁର ଗ୍ରାମରେ ନୃତ୍ୟ ପ୍ରତିଯୋଗିତା ଉତ୍ସବ
ତିର୍ତ୍ତୋଲ(ରମେଶ ମହାନ୍ତି) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ଗଇଠିପୁର ଗ୍ରାମରେ ସରସ୍ୱତୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଉତ୍ତରକୂଳ ମାହାଳା ହାଟ ସରସ୍ୱତୀ ଶିଶୁ…
ପୁଣ୍ୟତୋୟା ଛାତ୍ରୀ ନିବାସର ବାର୍ଷିକୀ ଉତ୍ସବ ପାଳିତ
ବାରିପଦା(ଦିଲ୍ଲୀପ ମହାନ୍ତି) -ବାରିପଦା ସରକାରୀ ମହାବିଦ୍ୟାଲୟର ପୁଣ୍ୟତୋୟା ଚାତ୍ରୀ ନିବାସର ୪୩ ତମ ବାର୍ଷିକୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଅଧ୍ୟକ୍ଷ୍ୟା ଡ. ଜୟନ୍ତୀ ପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ୍ୟ ପ୍ରଫେସର ରାଜୀବ…