Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ପରଲୋକ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଗ୍ରାମ ବାସିନ୍ଦା ତଥା ଟିକିରି ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟ ବଂଶୀଧର ନାଏକଙ୍କ ଆଜି ପରଲୋକ ଘଟିଛି । ତାଙ୍କୁ ୩୩ବର୍ଷ ହୋଇଥିଲା। ଗତକାଲି ରାତିରେ ହଠାତ୍ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ବଂଶୀଧରଙ୍କୁ ସ୍ଥାନୀୟ…
ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ
ରାୟଗଡରୁ ସରୋଜ କୁମାର ସାହୁ: ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଭିଜିଲାନ୍ସ । ଉକ୍ତ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ନିନାଙ୍କୁ ଗିରଫ…
ଦୁର୍ବୃତ୍ତଙ୍କ ଆକ୍ରମଣରେ ସାଲେପାଲି ଆଶା ଦିଦି ମୃତ
କରି ପାରିଲେନି କନ୍ୟାଦାନ
ମେଲଛାମୁଣ୍ଡା,(ଶାସକ ପ୍ରଶାସକ)- ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ ଗୁରୁଘଟି ଘଙ୍କିଯାଇଛି । ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ସଂପର୍କରେ ମେଲଛାମୁଣ୍ଡା ପାଖରେ ଅଭିଯୋଗ ହେଲାପରେ ପୁଲିସ ଥାନାରେ ଏକ ମୃତ୍ୟୁ ମାମଲା ରୁଜୁ କରିବା…
ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ସନ୍ତୋଷ କୁମାର ଧଳ ସାମନ୍ତଙ୍କ ନିର୍ଦେଶ କ୍ରମେ ଓ ଅବକାରୀ ନିରୀକ୍ଷକ ହରି ହର ସିଂଙ୍କ ତତ୍ତ୍ଵାବଧାନରେ ଅବକାରୀ ଭାରପ୍ରାପ୍ତ ଅଧିକାରୀ କୁଶ ଜାଲଙ୍କ ପରିଚାଳନାରେ ରାଇଘର ବ୍ଳକର ଛତିଶଗଡ ସୀମାନ୍ତ ଅଞ୍ଚଳ ଯଥା…
କୋଭିଡ ହସ୍ପିଟାଲ ବାହାରେ ରୋଗୀ ମରିବାକୁ ବର୍ଷେ ହେଲା : ମିଳିନି ସହାୟତା ଅର୍ଥ ରାଶି ।
କେନ୍ଦୁଝର : ଗଲା ବର୍ଷ ଆଜି ଦିନରେ କେନ୍ଦୁଝର ରାଙ୍କିସ୍ଥ କୋଭିଡ ହସ୍ପିଟାଲ ବାହାରେ ଜଣେ ରୋଗୀ ମରି ପଡିଥିଲେ । ସେହି ହତଭାଗ୍ୟ ରୋଗୀ ହେଲେ କେନ୍ଦୁଝର ତେଲକୋଇ ବ୍ଲକ ଭୀମକାଣ୍ଡ ଅଂଚଳର ଗୋଧୂଳି ଗ୍ରାମର ହୃଷିକେଶ ସାହୁ । ତାଙ୍କୁ କେନ୍ଦୁଝର କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ସେ…
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ମାମଲା ରୁଜୁ ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦେଲେ କୋର୍ଟ
ପୁରୀ/ଅନିମେଶ ପଟ୍ଟନାୟକ : ଦିନକୁ ଦିନ ବିବାଦୀୟ ହୋଇପଡୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ବେଆଇନ ପ୍ରକଳ୍ପ ଖନନ ଅଭିଯୋଗକୁ ନେଇ ଆଇନଜୀବୀଙ୍କ ବିରୋଧ ନୂଆ ମୋଡ଼ ନେଇଛି । ଅଇନଜୀବୀଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣି ହୋଇଛି ପୁରୀ ଏସଡିଜେଏମ୍ କୋର୍ଟରେ । ରାୟରେ ଘଟଣାର ଗୁରୁତ୍ବକୁ ନେଇ…
ଭାଲୁ ଆକ୍ରମଣରୁ ବର୍ତ୍ତିଲେ ପତ୍ନୀ; ପତି ଗୁରୁତର
ଭଞ୍ଜନଗର, :ମୁଜାଗଡ଼ ବନାଞ୍ଚଳ ଗହପଦର ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଗୁରତର ଆହତ ହୋଇଥିବା ଜଣାପଡିଛି।ଗୁରୁତର ଜଣକ ହେଲେ ଗହପଦର ଗ୍ରାମର ପ୍ରମୋଦ ଭୋଇ(୩୭)।ମିଳିଥିବା ସୂଚନା ଅନୁସାରେ ସୋମବାର ଅପରାହ୍ନ ସମୟରେ ପ୍ରମୋଦ ଓ ପତ୍ନୀ ମଙ୍ଗୁଳୁ ମିଶି ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ…
୧୪ବର୍ଷ ପରେ ରାୟ, ୧୪ବର୍ଷ ସଶ୍ରମ କାରାଦଣ୍ଡ
ଏସିଡ ମାଡ଼ ଘଟଣାରେ ଦଣ୍ଡିତ ହେଲେ ଅଭିଯୁକ୍ତ
ଜଗତସିଂହପୁର /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା କନକ ପୁର ଗାଁ ର ବହୁ ଚର୍ଚିତ ପ୍ରମୋଦିନୀ ରାଉଳଙ୍କ ଉପରକୁ ଏସିଡ ପକା ଘଟଣାର ୧୩ବର୍ଷ ପରେ ରାୟ ପ୍ରକାଶ ପାଇଛି l ଜଗତସିଂହପୁର ଜିଲ୍ଲା ଓମେନ କୋର୍ଟ ରେ ଏହି କେସ ର…
ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ଲରମ୍ଭା ପୋଲିସ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ଲରମ୍ଭା ଥାନା ଅନ୍ତର୍ଗତ ଚିଟିକାମାଲ ଗ୍ରାମ ନିକଟସ୍ଥ ଜଙ୍ଗଲ ପାଖରୁ ଏକ ଗଛ ଉପରେ ଜଣେ ଅଜଣା ବୟସ୍କ ବ୍ୟକ୍ତିଙ୍କର ଗଳିତ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଲରମ୍ଭା ପୋଲିସ ଉଦ୍ଧାର କରିଥିବାର ସୂଚନା ଇତିମଧ୍ୟରେ ମିଳିଛି । ସୂଚନା ଅନୁସାରେ ଲରମ୍ଭା ପୋଲିସ କୌଣସି…
ଶିଆଳ ଆକ୍ରମଣ ରେ ତିନି ଆହତ
ବାସୁଦେବପୁର/ପ୍ରତାପ ପାଢ଼ୀ- ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନୋ ୧୨ ରେ ରବିବାର ସକାଳ ସମୟ ରେ ଶିଆଳ ଆକ୍ରମଣ ରେ ବିଜେପି ନେତା ମଧୁସୂଦନ ପାଢ଼ୀ ଙ୍କ ସହ ସୁରେନ୍ଦ୍ର ସେଠୀ ଓ ନବଘନ ସାହୁ ଆହତ ହୋଇ ବାସୁଦେବପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହୋଇଛନ୍ତି। ସକାଳ ସମୟ…