Browsing Category

ଅଘଟଣ

ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଓ ଜୋରିମାନା

  ବାରିପଦାରୁ ଦିଲ୍ଲୀପ ମହାନ୍ତି -ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍-୨ ସମର ବିଳାସ ବେହେରା ଆଜି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ରାସଗୋବିନ୍ଦପୁର ଥାନା ଝିରାଣି ଗ୍ରାମର ସାବତ ପୁଅ ଦାଶରଥୀ ମୁର୍ମୁ(୩୨)ଙ୍କୁ ଦୋଷୀ ସାବ୍ୟସ୍ତ କରାଇ ଆଜୀବନ କାରାଦଣ୍ଡ ସହିତ ୫ ହଜାର ଟଙ୍କା…

ଲକ୍ଷେ ଟଙ୍କା  ଲାଞ୍ଚ ନେଇ ତହସିଲଦାର ଭିଜିଲାନ୍ସ ଜାଲରେ 

  ବାରିପଦାରୁ ଦିଲ୍ଲୀପ ମହାନ୍ତି :  ଭିଜିଲାନ୍ସ ବିଛାଇଥିବା ଜାଲରେ ମୟୂରଭଞ୍ଜ ଜିଲାର ଗୋଟାକ ପରେ ଗୋଟାଏ ଲାଞ୍ଚୁଆ ସରକାରୀ କର୍ମଚାରୀ ଧରାପଡ଼ି ଜେଲ ଯାଉଥିବା ବେଳେ ଜାନୁଆରୀ ୧୧ରେ ପୁଣି ଜଣେ ସରକାରୀ କର୍ମଚାରୀ ତଥା କପ୍ତିପଦା ତହସିଲଦାର ଏକ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ…

ଅବକାରୀ ବିଭାଗର ମିଳିତ ଚଢ଼ାଉ

           ଗିରଫ ହେଲେ ୧୪ ଚୋରା ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀ ବାରିପଦା/ଦିଲଲୀପ ମହାନ୍ତି - ଅବକାରୀ ବିଭାଗର କଟକ ଫ୍ଲାଇଙ୍ଗ ସ୍କ୍ୱାଡର଼୍ ସହିତ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଜାନୁଆରୀ ୯ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସହର ସହିତ ଆଖପାଖ ଅଞ୍ଚଳମାନଙ୍କରେ ଥିବା ଦେଶୀ ମଦ ଭାଟି,…

ନାବାଳିକାକୁ ଦୁଷ୍କର୍ମ ମାମଲା : ଚରିତ୍ରର ସୁଧାର ନିମନ୍ତେ ୨ ନାବାଳକ ଗଲେ ଅନୁଗୁଳ ସୁଧାର ଗୃହ

  ଚରିତ୍ରରେ ସୁଧାର ସହିତ ସ୍କିଲ ଡେ଼ଭଲପମେଣ୍ଟ ଓ ଉପଯୁକ୍ତ ଶିକ୍ଷା ଗ୍ରହଣ ନିମନ୍ତେ ୨ ବର୍ଷ ପାଇଁ ପଠାଇବାର ରାୟ ବାରିପଦାରୁ ଦିଲ୍ଲୀପ ମହାନ୍ତି : ଏକ ନାବାଳିକା ସହିତ ବଳପୂର୍ବକ ଦୁଷ୍କର୍ମ ମାମଲାର ବିଚାର କରି ମୟୂରଭଞ୍ଜ ଜୁଭେନାଇଲ ଜଷ୍ଟିସ ବୋଡର଼୍ ପ୍ରିନ୍ସପାଲ ମାଜିଷ୍ଟ୍ରେଟ  ଅମୀୟ…

ସଂଖା ସିନ୍ଦୁରର ଦେଲା ସୁପାରୀ : ମାଧବ ବେହେରା ହତ୍ୟାକାଣ୍ଡର ପର୍ଦ୍ଧାଫାସ

.ସ୍ୱାମୀହନ୍ତା ପତ୍ନୀଙ୍କ ସମେତ ୪ ଗିରଫ.ହତ୍ୟା ପାଇଁ ସ୍ତ୍ରୀ ବାସନ୍ତି ଦେଇଥିଲା ସୁପାରି ବାଲେଶ୍ୱର/ ujjwal Kar ,: ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିବା ପତ୍ନୀ ଯେ ସ୍ୱାମୀର ଜୀବନ ନେଇପାରେ ତାହାର ନିଚ୍ଛକ ପ୍ରମାଣ ମିଳିଛି ଏଇ ବାଲେଶ୍ୱରରେ । ଗତ ୧୭ ତାରିଖରେ ହଳଦୀପଦା ପାଣ୍ଡି…

ନେସ୍କୋ ଏସଡିଓଙ୍କୁ ବାନ୍ଧି ଲୁଟିନେଲେ ଦୁଇ ଲକ୍ଷ ଟଙ୍କା ଓ ଲାପ୍ଟପ୍

ବାରିପଦା : Dillip Mohanty // ଡ଼ିସେମ୍ବର ୨୯ ଶୁକ୍ରବାର ବିଳମ୍ବିତ ରାତ୍ରିରେ ମୟୁରଭଞ ଜିଲ୍ଲା ଖୁଣ୍ଟା ଥାନା ବିଦ୍ୟୁତ ଉପଖଣ୍ଡ ନେସ୍କୋ କାର୍ଯ୍ୟାଳୟର କାନ୍ଥକୁ ଭାଙ୍ଗି ୫ରୁ ଅଧିକ ଡକାୟତ ଭିତରକୁ ପ୍ରବେଶ କରି ପ୍ରଥମେ ବିଭାଗୀୟ ଅଧିକାରୀ ଙ୍କୁ ଶୋଇଥିବା ଅବସ୍ଥାରେ ବାନ୍ଧି ଟଙ୍କା…

ହତ୍ୟା  ଉଦ୍ୟମ : ଅଭିଯୁକ୍ତକୁ ଜେଲ ଓ ଜୋରିମାନା

  ବାରିପଦା- ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍(୨) ସମର ବିଳାସ ବେହେରା ଆଜି ଜୀବନରୁ ମାରି ଦେବା ନିମନ୍ତେ ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ବଡ଼ସାହି ଥାନା ଅନ୍ତର୍ଗତ ହରିପୁର ଗ୍ରାମର ବାବାଜୀ ନାୟକ(୫୪)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡର଼୍ ଧାରା…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲା : ଅଭିଯୁକ୍ତ ଅବକାରୀ ସବଇନ୍ସପେକ୍ଟରଙ୍କୁ ଜେଲ ଓ ଜୋରିମାନା 

  ବାରିପଦା- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଏକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାର ବିଚାର କରି ଅବସର ପ୍ରାପ୍ତ ଅବକାରୀ ସବଇନ୍ସପେକ୍ଟର ତଥା ବାରିପଦା ସହରର ବିଜୟ ରାମଚନ୍ଦ୍ରପୁରର ରତ୍ନାକର ପଣ୍ଡାଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ଲକ୍ଷ ଟଙ୍କା…

ନାବାଳିକା ଅପହରଣ ମାମଲା:  ଅଭିଯୁକ୍ତକୁ  ଅଢେ଼ଇ ବର୍ଷ ସଶ୍ରମ କାରାଦଣ୍ଡ

  ବାରିପଦା/DILLIP MOHANTY - ବାରିପଦା ଅତିରିକ୍ତ ଜିଲା ଓ ଦୌରା ଜଜ୍ ସମର ବିଳାସ ବେହେରା ସୋମବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ପୌରପରିଷଦର ୱାଡର଼୍ ନଂ-୨୨ ରଘୁନାଥପୁର ଅଞ୍ଚଳର ସେକ୍ ଫୁଲ ହୁସେନ୍(୨୮)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ…

ଡ଼ାହାଣୀ ସନ୍ଦେହରେ ଭାଇବୋହୁଙ୍କୁ ହତ୍ୟା ମାମଲା: ଅଭିଯୁକ୍ତ ଦେଢ଼ଶୁରକୁ ଆଜୀବନ ଜେଲ ଓ ଜୋରିମାନା

ବାରିପଦା/Dillip Mohanty- ଆଦିବାସୀ ଅଧ୍ୟୁଷିତ  ପଛୁଆ ଜିଲା ମୟୂରଭଞ୍ଜ । ଉପଯୁକ୍ତ ସ୍ୱାସ୍ଥ୍ୟ ସେବାର ଅଭାବ ଓ ସଚେତନତା ଅଭାବରୁ ଜିଲାରେ ଅନ୍ଧ ବିଶ୍ୱାସ ଏବଂ କୁସଂସ୍କାରକୁ ଆପଣେଇ ନେଇଥାନ୍ତି ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ । ଫଳରେ ପରିବାରରେ କୌଣସି ସଦସ୍ୟ ରୋଗରେ ପଡ଼ିଲେ …