Browsing Category

ଅଘଟଣ

କାମାକ୍ଷାନଗର ଗୁଳିକାଣ୍ଡ ଘଟଣା : ଦାଦାବଟି ଆଦାୟ ମୁଖ୍ୟ କାରଣ।

ପିସ୍ତଲ ସହ ୪ଗୁଳି ଓ ୪ ମୋବାଇଲ ଜବତ, ୪ଗିରଫ: ଏସପିଙ୍କ ସୂଚନା। କାମାକ୍ଷାନଗର/ରିତେଶ ବ୍ରହ୍ମା-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଠିକାଦାର କାହ୍ନୁ ସାହୁଙ୍କୁ ଗୁଳିକାଣ୍ଡ ଘଟଣା ନେଇ ଗୁରୁବାର ଅପରାହ୍ନରେ ଅପରାଧିଙ୍କ ସଂପର୍କରେ ଏକ ଖବରଦାତା ସମିଳନିରେ ଏସପି ଜ୍ଞାନ ମହାପାତ୍ର ସୂଚନା…

ଗୟଳ ଆକ୍ରମଣରେ ଛେଳି ଚରାଳି ଗୁରୁତର

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଭାଡିକିଳା ପଞ୍ଚାୟତ ରଗଡିମଡା ଗ୍ରାମର ଜଣେ ଛେଳି ଚରାଳି ଗୁରୁତର ଅବସ୍ଥାରେ ପ୍ରଥମେ ବାଉଁଶ ଗାଡିଆ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।…

ପୋଖରୀରେ ବୁଡ଼ି ଦୁଇ ମହିଳା ମୃତ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସ୍ଥିତ ଲିଙ୍ଗଗଡ଼ ଠାରେ ଦୁଖଦ ଘଟଣା ଘଟୁଛି I ବନ୍ଧରେ ଗାଧେଇବା ସମୟରେ ବୁଡ଼ି ଦୁଇ ମହିଳାଙ୍କ ମୃତ୍ୟୁ ଘଟିଛି I ମୃତ ମହିଳା ଦୁଇ ଜଣ ହେଲେ ଜଚେନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ସୂର୍ଯ୍ୟକାନ୍ତି ପ୍ରଧାନ ଓ ବଳଦେବ ପ୍ରଧାନଙ୍କ…

ଝରଣା ରେ ସ୍ନାନ କରୁଥିବା ବେଳେ ବୁଡିଯାଇ ଯୁବକ ଙ୍କର ମୃତ୍ୟୁ

ବରଗଡ :- ବରଗଡ଼ ଜିଲ୍ଲା ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ଙ୍କର ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଝରଣାରେ ଗାଧୋଇବା ପାଇଁ ସମସ୍ତଙ୍କର ପ୍ରବଳ ଇଛା ହୋଇଥାଏ । ଏହି ଝରଣାରେ ଗାଧୋଇବା ପାଇଁ ଅନେକ ସୁନ୍ଦର ସ୍ଥାନ ରହିଛି । ଆଜି ଦିପହର ପ୍ରାୟ 12 ଘଣ୍ଟା ସମୟରେ ବରଗଡ଼ ନିକତସ୍ତ…

ଆମ୍ବଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ ବାଲିଆଖଡା ଗ୍ରାମ ନିକଟରେ ରାସ୍ତା କଡରେ ଥିବା ଆମ୍ବ ଗଛରେ ଏକ ଝୁଲନ୍ତାମୃତଦେହ ଦେଖିବାକୁ ମିଳିଛି ।ମୃତବ୍ୟକ୍ତି ଜଣକ ହେଉଛନ୍ତି ପଡାପାଡି ପଞ୍ଚାୟତଅନ୍ତର୍ଗତ…

ଏମିତି ବି ମରଣ ଆସେ

ବରଗଡ :- ଖାଇପିଇ ଶୋଇବାକୁ ଯିବା ସମୟରେ ଟେବୁଲ ପଙ୍ଖା ଚଲେଇବା ପାଇଁ ଉଦ୍ୟମ କରୁଥିବା ସମୟରେ ହଟାତ କରେଣ୍ଟ ଲାଗି ମୂର୍ଛିତ ହୋଇ ପଡ଼ିଥିଲା । ମୂର୍ଛିତ ଅବସ୍ଥାରେ ଘରଲୋକେ ତୁରନ୍ତ ନେଇ ପହଞ୍ଚିଥିଲେ ଡାକ୍ତରଖାନାରେ , ହେଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ଘଟିଛି…

ନିଶ୍ଚିନ୍ତକୋଇଲି ତହସିଲ କାର୍ଯ୍ୟାଳୟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଆର.ଆଇ : ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି l

(ନିଶ୍ଚିନ୍ତକୋଇଲି-ଦେବେନ୍ଦ୍ର ଷଡ଼ଙ୍ଗୀ)- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ ଅଫିସର ଉପର ମହଲାରେ ଜଣେ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ନିଶ୍ଚିତକୋଇଲି ତହସିଲ ଅଧୀନରେ ଥିବା ତରତ ସେକ୍ସନରେ ଆର ଆଇ ଭାବେ କାର୍ଯ୍ୟ କରୁଥିବା ସଞ୍ଜୟ ଦାସ ତହସିଲ ଅଫିସ ଉପର ମହଲାରେ…

ପତ୍ନୀଙ୍କୁ ମାରି ଜଳିଦେଲା ସ୍ୱାମୀ, ପୁଅ କଲା ଥାନାରେ ଅଭିଯୋଗ : ଅଧା ପୋଡା ମୃତଦେହ ଜବତ କଲା ପୋଲିସ

କାମାକ୍ଷାନଗର଼-ଢେଙ୍କାନାଳ ଜିଲା କଙ୍କଡାହାଡ଼ ଥାନା କେରଜୁଳି ପଂଚାୟତ ବାଲିସାହିରେ ଘଟିଛି ଏଭଳିଆ ଅଭାବନୀୟ ଘଟଣା ଆଜି ଅପରାହନ ସମୟ ପ୍ରାୟ ୩ଟା ବେଳକୁ ସ୍ୱାମୀ ପତ୍ନୀଙ୍କୁ ହତ୍ୟା କରି ଘର ପାଖରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।ସୂଚନା ଅନୁସାରେ ଗାଁର ରଙ୍ଗବତୀ ଦାସ (୫୪ବର୍ଷ) ଙ୍କୁ…

ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର,ଆସବାବପତ୍ର

କାମାକ୍ଷାନଗର-କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ବାଙ୍ଗୁରା ଗ୍ରାମର ଶବରସାହିରେ ଭୟାଭୟ ଅଗ୍ନିକାଣ୍ଡ।ଅଗ୍ନିକାଣ୍ଡରେ ଜଳିଗଲା ୫ବଖରା ଘର ସହ ସମସ୍ତ ଆସବାହପତ୍ର।ଅଗ୍ନିକାଣ୍ଡରେ ଛେଳି ଓ ଗାଇଗୋରୁ ମଧ୍ୟ ଜିବନ୍ତ ଜଳି ଯାଇଥିବା ଜଣାପଡିଛି।ସୂଚନା ମୂତାବକ ରାତି ୧୦ଟା ସମୟରେ ଗ୍ରାମର ରଞ୍ଜନ…

ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କଲା ପୋଲିସ।

ଉମରକୋଟ-/ଜିତେନ୍ଦ୍ର ମହାନ୍ତି- ଉମରକୋଟ ଥାନ ଅଂଚଳରେ ବିଭିନ୍ନ ଚୋରୀ ଘଟଣାରେ ସଂପୃକ୍ତ ୩ ଚୋରଙ୍କୁ ଗିରଫ କରିବାରେ ସଫଳ ହେଇଛି ଉମରକୋଟ ପୋଲିସ। ଜେଲ ଯାଇଥିବା ୩ ଚୋର ହେଲେ ଅଞ୍ଚଳା UV- 23 ର ପ୍ରକାଶ ଦେଉଡି(୩୦), ନାୟକ ଗୁଡା UV-11 ର ପ୍ରଦୀପ ରାୟ (୩୦) ଓ ନୂଆ ଗୁଡା UV7 ଗ୍ରାମର ପ୍ରଣବ…