Browsing Category

ଅଘଟଣ

ଭିଜିଲାନ୍ସ ଜାଲରେ ପୁଣି  ଜଳ ସେଚନ ବିଭାଗର ଦୁଇ ସରକାରୀ ଯନ୍ତ୍ରୀ ।

  ବରଗଡ: ଭିଜିଲାନ୍ସ ଜାଲରେ ଦୁଇ ସରକାରୀ ଯନ୍ତ୍ରୀ । ବରଗଡ ଟାଉନଥାନା ଅଞ୍ଚଳରେ ଥିବା ଦୁଇ ଜଣ ସରକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି । କଳାହାଣ୍ଡି ଜିଲ୍ଲା ନର୍ଲା ସହକାରୀ ଯନ୍ତ୍ରୀ ରସାନନ୍ଦ ମାଝୀଙ୍କ ଘରେ ଚଢଉ ହୋଇଥିବା ବେଳେ ରେଙ୍ଗାଲିି କ୍ୟାମ୍ପ ଜଳ ସେଚନ ବିଭାଗର…

ପଦ୍ମପୁରରେ ପୁଞ୍ଜିଲାଲଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ତଦନ୍ତ ପାଇଁ ନିଆଗଲା ରାୟପୁର

 ପଦ୍ମପୁର -ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଶନିବାର ସକାଳ ପ୍ରାୟ ସାଢ଼େ ୭ଟାରେ ପାଟଣାଗଡ଼ରୁ ଆଣି ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଛି। ଦାୟୀତ୍ୱରେ ଥିବା ଡ.…

ମାତୃହନ୍ତା ପୁଅକୁ ଆଜୀବନ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଆଜି ଏକ ହତ୍ୟା ମାମଲାର ବିଚାର କରି ମା ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଅର୍ଥଦଣ୍ଡ , ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ…

ପଦ୍ମପୁର ଥାନାରେ ନୂଆ  ଆଇଆଇସି କେ.ପ୍ରିୟଙ୍କା ରାଉତରାୟ

ପଦ୍ମପୁରରୁ ନୀଳ ଦୀପ : ପଦ୍ମପୁର ଥାନାରେ ଆଇ. ଆଇ.ସି ଭାବେ କେ.ପ୍ରିୟଙ୍କା ରାଉତରାୟଙ୍କ ଯୋଗଦେଇଛନ୍ତି । ସହରରେ ଆଇନ ଶୃଙ୍ଖଳା ରକ୍ଷା କରିବା ସହ ନିଶା କାରବାର ରୋକିବା, ଅସାମାଜିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ,ଦୃତ ଗତିରେ ଗାଡି ଚାଳନା ଉପରେ କଠୋର ପଦକ୍ଷେପ ନେବା ,ଟ୍ରାଫିକ ସଂପର୍କରେ…

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଜେଜେବାପା ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ଦୁଷ୍କର୍ମକାରୀଙ୍କ ପ୍ରତି କଠୋର ଦଣ୍ଡବିଧାନ ନିମନ୍ତେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ ପାଶ କରାଇଥିବା ବେଳେ ଦୁଷ୍କର୍ମକାରୀଙ୍କ ସଂଖ୍ୟା ହ୍ରାସ ପାଇବା ବଦଳରେ ବୃଦ୍ଧି ପାଉଥିବାର ପରିଲକ୍ଷିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଜଣେ…

ଉପକାରାଗାରରେ ଆଇନ ସଚେତନତା ଶିବିର 

ଯାଜପୁର(ଜୟଶଙ୍କର ଦାଶ)  ଜିଲ୍ଲା  ଆଇନ ସେବା ପ୍ରାଧିକରଣ, ଯାଜପୁରଙ୍କ ଆନୁକୁଲ୍ୟରେ ଯାଜପୁର ଉପକାରାଗାରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା ।  ଏହି ଶିବିରରେ ଯାଜପୁର ଜିଲ୍ଲା ଦୈାରା ଜଜ୍ ଡଃ ରାଧାକାନ୍ତ ମିଶ୍ର, ଅତିରିକ୍ତ ଜିଲ୍ଳାପାଳ ବ୍ରଜବନ୍ଧୁ ଭୋଳ, ସି.ଜେ.ଏମ୍. ରାଜ…

ନାବାଳିକା ଦୁଷ୍କର୍ମ ଉଦ୍ୟମ ମାମଲା : ଅଭିଯୁକ୍ତକୁ ୩ ବର୍ଷ  ଜେଲ ଓ ୫୦୦୦ ଜୋରିମାନା

  ବାରିପଦା(Dillip Mohanty )- ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ (୧) କମ ଚିଲଡ୍ରେନ କୋର୍ଟ ଜଜ୍ ଅଜିତ କୁମାର ସିଂ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ମୋରଡ଼ା ଥାନା ଅନ୍ତର୍ଗତ ହାଣ୍ଟିଭଙ୍ଗା ଗ୍ରାମର ପରମେଶ୍ୱର ନାଏକଙ୍କ ପୁଅ ମଳୟ ନାଏକ ଓରଫ ନାଣ୍ଡଙ୍କୁ ଦୋଷୀ…

ସାବାସ ଗଜପତି ପୋଲିସ : ନାବାଳିକା ଦୁଷ୍କର୍ମକାରୀଙ୍କ ବିଳମ୍ବ ହେଲେ ବି  ଧରିଲା ହାଇଦ୍ରାବାଦରୁ

ଗଜପତିରୁ ବାଳକୃଷ୍ଣ ପାଣିଗ୍ରାହୀ : ଜଣେ ନାବାଳିକା ପ୍ରତି ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଗଜପତି ପୋଲିସ (ଗୁରାଣ୍ଡିଥାନା ପୋଲିସ) ସୁଦୂର ହାଇଦ୍ରାବାଦରୁ ଗିରଫ କରି  ଯାବତୀୟ ପରିକ୍ଷା ନିୀରୀକ୍ଷା ପରେ କୋର୍ଟ ଚାଲାଣ କରିଛି  ବୋଲି  ପାରଳାଖେମୁଣ୍ଡି ଏସଡିପିଓ   ଠାକୁର ପ୍ରସାଦ ପାତ୍ର…

ହାତୀ ଆକ୍ରମଣରେ ବୃଦ୍ଧା ମୃତ

ବାରିପଦାରୁ ଦିଲ୍ଲୀପ ମହାନ୍ତି - ହାତୀ ମଣିଷ ଲଢ଼ାଇ ଚାଲିଛି । କେତେବେଳେ ହାତୀର ଦାନ୍ତ ନିମନ୍ତେ କେତେକ ଅସାଧୁ ଶିକାରୀଙ୍କ କବଳରେ ପଡ଼ି ହାତୀର ମୃତ୍ୟୁ  ହେଉଥିବା ବେଳେ ପୁଣି କେତେବେଳେ ହାତୀ ସମ୍ମୁଖକୁ ମଣିଷ ଆସିଯିବା କାରଣରୁ ହାତୀ ଆକ୍ରମଣରେ ମଣିଷର ମୃତ୍ୟୁ ଘଟୁଛି । ଏହି ହାତୀ ଓ ମଣିଷ…

ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମିଳିଲା ଜାମିନ

  ଭୁବନେଶ୍ୱର - ବହୁଦିନ ମେଡିକାଲରେ  ପଡିବ ପରେ ଜାମିନ ମିଳିଛି ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ |   ସିସୋର  ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା କଟକ -ଚୌଦ୍ୱାରର ବିଜେଡି ବିଧାୟକ ପ୍ରଭାତଙ୍କୁ ୨ ମାସ ଲାଗି ଅନ୍ତରୀଣ ଜାମିନ୍ ମଂଜୁର କରିଛନ୍ତି  ।  ସୂଚନାଯୋଗ୍ୟ ଯେ ସିସୋର…