Browsing Category

ଅଘଟଣ

 ବର୍ଦ୍ଦିରେ ଲାଗିଛି କଳଙ୍କ ଛିଟା

  ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର ପ୍ରସଙ୍ଗ : ନ୍ୟାୟ ପାଇବା ନିମନ୍ତେ ମାନବିକ ଅଧିକାର କମିଶନ ଓ ଏସପିଙ୍କ ଦ୍ୱାରସ୍ଥ  ବାରିପଦା(Dillip Mohanty)- ଓଡ଼ିଶାର ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାତରେ ରହିଛି ଗୃହ ବିଭାଗ । ଜନତା ଓ ପୁଲିସ ମଧ୍ୟରେ ରହିଆସିଥିବା…

 ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 1 ମୃତ    

  ପାଇକମାଲ/ଗୌରାଙ୍ଗ  ଦଶ   :-  ଆଜି ଦିପହର ପ୍ରାୟ ୧ ଘଣ୍ଟା ସମୟ ରେ ପାଇକମାଲ ରୁ ପଦ୍ମପୁର ରାସ୍ତା ରେ ଥିବା ସାଲେପଲି ଗ୍ରାମରେ ଅବସ୍ତିତ ରାଇସ ମିଲ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା। ଉକ୍ତ ଦୁର୍ଘଟଣା ରେ ମୋଟର ସାଇକେଲ ଚାଳକ ଝରବନ୍ଧ ବ୍ଲକ ର ଅଭିମନ୍ୟୁ ସାହୁ ଙ୍କର ଘଟଣା ସ୍ଥଳରେ…

ଭୋଜି ଖାଇ ଫେରୁଥିଲେ,  ଘଟିଲା ଏଇ ମର୍ମନ୍ତୁଦ ଅଘଟଣ 

    ଯାଜପୁରରୁ ବ୍ୟୁରୋ ଚିଫ ଜୟଶଙ୍କର ଦାଶ : ଆନନ୍ଦପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଗଛକୁ ଧକ୍କା ଦେଲା କାର । ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁଃଖଦ ଘଟଣା ଘଟିଛି ଆନନ୍ଦପୁର ଥାନା…

ବାହାଘର ଭୋଜିକୁ ମା ନେଲେନି ବୋଲି…….!

କି ଦୁଃଖଦ ଆଉ କରୁଣ ପରିଣତି ! ଅନାଥ ହୋଇଗଲା ୪ ବର୍ଷର ପୁଅ   joda/Samir Nanda: ଅପରାଧ ବଢ଼ିବା ସହ ବଳି ପଡ଼ୁଛି ସଂପର୍କ। କେନ୍ଦୁଝର ବଡବିଲ ବକଲହଟିଂ ଗାଁରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା। ଆଉ ଝିଅର ଏପରି ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ୨୪ ଘଣ୍ଟା ନ ପୂରୁଣୁ ବେକରେ ଫାଶି ଦେଇ ଝୁଲି…

ପାଟକୁରା ପୋଲିସର ଦବଙ୍ଗ ଗିରି !

    କେନ୍ଦ୍ରାପଡାରୁ ପ୍ରଫୁଲ୍ଲ କୁମାର ମଲ୍ଲ: ପାଟକୁରା ଥାନା ଅନ୍ତର୍ଗତ ବଚ୍ଛରାଇ ପଂଚାୟତ ର ଗୋଦ୍ଧନ ଗ୍ରାମର ପହଲ୍ଲାଦ ସ୍ୱାଇଁ ଙ୍କ ଏକ ନୂତନ ଗୃହ ନିର୍ମାଣ ଅଧା ହୋଇଥିଲା ବେଳେ ମଙ୍ଗଳବାର  ବିଳମ୍ବିତ ରାତିରେ ପହଲ୍ଲାଦ ଉପସ୍ଥିତ ନଥିବା ସମୟରେ  ଘରେ ତାଙ୍କ ଝିଅ ଆଉ ସ୍ତ୍ରୀ ଙ୍କ…

ଛି ଛି ଛି ଇଏ ମଉସା ନା ଆଉ କଣ,  ନାବାଳିକା ଝିଆରୀ ପ୍ରତି ଯୌନ ଶୋଷଣ  !!!

ପୁଲିସ କି ମହୁ ପାଇଛି କି ଚୁପ !  ନିଷ୍କ୍ରିୟତା ବିରୋଧରେ ପୀଡ଼ିତା ପରିବାରର ଫେରାଦ ବାଲେଶ୍ୱର (ଉଜ୍ଜ୍ୱଳ କର ): ଚେନ୍ନାଇରେ ମଉସାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ସୋର ଅଞ୍ଚଳର ନାବାଳିକା ଝିଆରୀ ପୁଲିସଠାରୁ ନ୍ୟାୟ ନପାଇ ଶେଷରେ ଜିଲ୍ଲାପାଳଙ୍କଠାରେ ଆଜି ଫେରାଦ ହୋଇଛି । ସୋର…

ଅରଖପଦର ସଂରକ୍ଷିତ ଜଙ୍ଗଲରେ କୁଟୁରା ଶିକାର

ବନ୍ଧୁକ ସହ ୧ ଅଭିଯୁକ୍ତ ଗିରଫ ୨ ଫେରାର, ୨ କେଜି ରନ୍ଧା ମାଂସ ଜବତ ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଅରଖପଦର ସଂରକ୍ଷିତ ଜଙ୍ଗଲରୁ ଏକ କୁଟୁରା ଶିକାର କରି ୩ ଜଣ ଶିକାରୀ ତାର ମାଂସ ବିକ୍ରି କରିବା ପରେ ନିଜେ ଖାଇବା ପାଇଁ ରଖିଥିବା କିଛି ମାଂସକୁ ଜଙ୍ଗଲ…

ନାବାଳିକା ହତ୍ୟାର ନିରପେକ୍ଷ ସିବିଆଇ ତଦନ୍ତ ଦାବୀରେ ଅଭାବନୀୟ କାଣ୍ଡ

 ଦାବୀପତ୍ର ପ୍ରଦାନ କରିଥିବା କିନ୍ନର ସଂଘର ସଭାପତି ଓ ୫୦ ଜଣଙ୍କ ନାମରେ କେଶ୍ କଲା ପୋଲିସ୍   କୋରେଇ, (ଜୟଶଙ୍କର ଦାଶ) : କୋରେଇ ଥାନା ଅର୍ନ୍ତଗତ ସାଦକପୁର ପଂଚାୟତର ମହୁରିଆ ସାହିର ଭାଗିରଥି ଜେନାଙ୍କ ନାବାଳିକା ଝିଅ ସୁନିତାର ମୃତ୍ୟୁ ପରେ ଗତକାଲି ଯାଜପୁର କିନ୍ନର ସଂଘ ଓ କୋରେଇର…

ଆଗରୁ ତହସିଲଦାରଙ୍କ ଦୁର୍ବ୍ୟବହାର କରିଥିଲେ, ଆଜି ଯୁବ ବ୍ୟବସାୟୀଙ୍କୁ କୁଟିଲେ

ଥାନା ଅଧିକାରୀଙ୍କ ମାଡ଼ରେ ଯୁବ ବ୍ୟବସାୟୀ ଗୁରୁତ୍ତର ଚିକିତ୍ସା ନିମନ୍ତେ ପିଆରଏମକୁ ମେଡିକାଲ କଲେଜକି ସ୍ଥାନାନ୍ତରିତ    ବାରିପଦା(ଦିଲ୍ଲୀପ ମହାନ୍ତି )- ବଡ଼ସାହି ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ମାଡ଼ମାରି ବଡ଼ସାହି ଅଞ୍ଚଳର ଯୁବ ବ୍ୟବସାୟୀ ଶ୍ରୀକାନ୍ତ ଦାସ ଓରଫ୍…

ଝରକା ଡେ଼ଇଁ ଫେରାର ଘଟଣା : ୫ଦିନ ପରେ ବି   ଆସାମୀର ଟେର ପାଇ ନାହିଁ ପୁଲିସ

ବାରିପଦା(ଦିଲ୍ଲୀପ ମହାନ୍ତି )-  ଫୌଜଦାରୀ ମାମଲାରେ ବୈଶିଙ୍ଗା ଥାନା ପୁଲିସ ଏକ ଫୌଜଦାରୀ ମାମଲା(୧୧୩/୨୦୧୮)ରେ ସମ୍ପୃକ୍ତ ରହିଥିବା ଅଭିଯୋଗରେ ସନ୍ତୋଷ ସାହୁଙ୍କୁ ଗିରଫ କରି ଗତ ମଙ୍ଗଳବାର ବେତନଟୀ ଏସଡ଼ିଜେଏମ କୋର୍ଟରେ ହାଜର କରାଇବା ପରେ ତାଙ୍କର ଜାମିନ ନାମଜୁର ହୋଇଥିଲା ଏବଂ ତାଙ୍କୁ…