ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌

0

 

ନିରୋଜ ମିଶ୍ର/ ଶାସକ ପ୍ରଶାସକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜେଲ୍‌ରୁ ଜଣେ କଏଦୀ ଚମ୍ପଟ୍‌ ମାରିଛନ୍ତି। ଜେଲ୍‌ ପରିସର ବଗିଚାରେ କାମ କରୁଥିବା ବେଳେ ସେ ଖସି ପଳାଇ ଯାଇଛନ୍ତି। ତାଙ୍କ ନାଁ ଭବସାଗର ଶବର (୪୦)। ଏନେଇ ଭବାନୀପାଟଣା ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ନାରୀ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିଲେ।

Leave A Reply

Your email address will not be published.