Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଜିଲ୍ଳା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ ଯାଜପୁର ଜିଲ୍ଳାରେ ରାଷ୍ଟ୍ରୀୟ ଲୋକ ଅଦାଲତ
ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଜିଲ୍ଳାର ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଳ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ୨୨ ତାରିଖରେ ଅନୁଷ୍ଠିତ ହୋଇ ବିଭିନ୍ଟ ବିଚାରାଳୟ ଗୁଡିକରେ ମୋଟ ୨୫୫ ଗୋଟି ମକଦ୍ଦମା ପଂଇସଲା କରାଯାଇଛି । ଏଥିମଧ୍ୟରୁ ୨୫ ଗୋଟି ପାରିବାରିକ ମକଦ୍ଦମା, ୧୩୧ ଗୋଟି…
ପାର୍ସଲ ବୋମା ବିସ୍ଫୋରଣ ମାମଲା : ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇ ଜେରା କଲା କ୍ରାଇମବ୍ରାଞ୍ଚ
ବଲାଙ୍ଗୀରରୁ ନିରୋଜ ମିଶ୍ର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣରେ ନୂଆ ଟ୍ଵିଷ୍ଟ | ସୁସ୍ଥ ହୋଇ ରିମା ଘରକୁ ଫେରିବା ପରେ ଏବେ ଘଟଣା ଘଟିବାର ପ୍ରାୟ ଦୁଇମାସ ପରେ ଆଜି ନୂଆ ଖିଅ ଦରାଣ୍ଡିଛି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ | ତଦନ୍ତକାରୀ ସଂସ୍ଥା ର ସନ୍ଦେହ ବଳୟକୁ ଆସିଛନ୍ତି…
ହାତୀ ଆକ୍ରମଣରେ ୩ ମହିଳା ଗୁରୁତର
ବାରିପଦା(ଦିଲ୍ଲୀପ ମହାନ୍ତି )- ଶନିବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ଟା ସମୟରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ସାମାଇଡ଼ିହି ଗ୍ରାମର କେତେକ ପୁରୁଷ ଓ ମହିଳା ସ୍ଥାନୀୟ ଜଙ୍ଗଲକୁ ଚାରକୋଳି ତୋଳିବା ସମୟରେ ଅଚାନକ ଜଙ୍ଗଲ ମଧ୍ୟରେ ରହିଥିବା ହାତୀ ବାହାରି ଆସି ଆକ୍ରମଣ କରିଥିଲା ।…
କୁଖ୍ୟାତ ବାଲି ମାଫିଆଙ୍କ ବିଶ୍ୱାସଘାତକତା ଓ ଗୁଣ୍ଡାଗର୍ଦ୍ଧି
କୋର୍ଟର କାଠଗଡ଼ାକୁ ଟାଣିଲେ ଲିଜଧାରୀ ପ୍ରଦୀପ
ବାରିପଦା(Dillip Mohanty) )- ୨୦୧୬ ଜୁନ ୩ରେ ବଡ଼ସାହି ତହସିଲଦାରଙ୍କ ଦ୍ୱାରା ବୈଶିଙ୍ଗା ଥାନା ଅନ୍ତର୍ଗତ ଡ଼ାହିସାହି ଗ୍ରାମର ପ୍ରଦୀପ କୁମାର ବିନ୍ଧାଣୀ ବଡ଼ସାହି ଥାନା ଅନ୍ତର୍ଗତ ଆରପଟା ମୌଜାରେ ଥିବା ନଦୀ ସୌରାତ(ବାଲିଘାଟ)କୁ ୫ ବର୍ଷ…
ବାଇକ ଚୋରକୁ ୩ମାସ ଜେଲ ଓ ଜୋରିମାନା ୫୦୦୦ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଏସଡ଼ିଜେଏମ ପ୍ରସନ୍ନ କୁମାର ବେହେରା ଏକ ବାଇକ ଚୋରୀ ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଦେଢ଼ ବର୍ଷ ଜେଲ, ୫ ହଜାର ଟଙ୍କା ଜୋରିମାନା ଅନାଦେୟରେ ଅଧିକ ୩ ମାସ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ପ୍ରାପ୍ତ…
ମହିଳା ସହିତ ଦୁଷ୍କର୍ମ ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହକାରୀ ସେସନ ଜଜ୍ (ସ୍ପେଶାଲ ଟ୍ରାକ କୋର୍ଟ) ଅମୀୟ ରଞ୍ଜନ ଜେନା ଆଜି ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ କୁଳିଅଣା ଥାନା ସରଡ଼ିହା ଗ୍ରାମର ଚୁନୁ ଓରଫ ଚୁନୁରାମ ହାଁସଦାଃ(୨୭)ଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଭାରତୀୟ ପିଙ୍ଗଳ…
ହରିଜନ ଭିନ୍ନକ୍ଷମ ଯୁବକକୁ ମାଡ : ଥାନାରେ ଏତଲା
ବ୍ୟାସନଗର (ଜୟଶଙ୍କର ଦାଶ) – କୋରାଇ ଥାନା ଅର୍ନ୍ତଗତ ଧନେଶ୍ୱର ପଂଚାୟତ ର ବାଢା ଗ୍ରାମ ର ଜଣେ ହରିଜନ ଭିନ୍ନକ୍ଷମ ଯୁବକ କୁ ମାଡ ହୋଇଥିବା ଅଭିଯୋଗ ହୋଇଛି ।ଅଭିଯୋଗ କାରୀ ଦୁଖିଶ୍ୟାମ ମଳିକ(୧୯) ,ପିତା କନ୍ଦ ମଳିକ ଙ୍କ କହିବା ମୁତାବାକ ସେ ଖେଳ ପଡିିଆ କୁ ଖେଳ ଦେଖିବା କୁ ଯାଉଥିବା ସମୟ…
ମଶାଣି ପଇସାରୁ ବି ୧୦ ହଜାର ଟଙ୍କା ଲାଞ୍ଚ
ଭିଜିଲାନ୍ସ ଟ୍ରାପରେ ଗିରଫ ହେଲେ ଖାନୁଆ ମହିଳା ସରପଞ୍ଚ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧିନରେ ଥିବା ଖାନୁଆ ଗ୍ରାମ ପଞ୍ଚାୟତର ମହିଳା ସରପଞ୍ଚ ତଥା ପଳାଶବଣି ଗ୍ରାମର ଗୀତାରାଣୀ ସିଂ ଶ୍ମଶାନଘାଟ ନିର୍ମାଣ କାର୍ଯ୍ୟର ରନିଂ ବିଲରେ ଦସ୍ତଖତ କରାଇବା…
ଯାଜପୁର ପୋଲିସକୁ ବଡ ସଫଳତା, ଜେଲ ଗଲେ ୭ ଆନ୍ତଃରାଜ୍ୟ ଡକାୟତ
ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଧର୍ମଶାଳା ପୋଲିସ ସ୍ଥାନୀୟ ଜାରକା ନିକଟରୁ ୭ଜଣ ଆନ୍ତଃ ରାଜ୍ୟ ଡକାୟତ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଆଜି ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା ।…
ହତ୍ୟା ମାମଲାରେ ଅଭିଯୁକ୍ତକୁ ଜେଲ ଓ ଜୋରିମାନା
ବାରିପଦାରୁ ଦିଲ୍ଲୀପ ମହାନ୍ତି - ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ୭୦ ବର୍ଷର ବୃଦ୍ଧକୁ ଦୋଷୀ ସାବ୍ୟସ୍ତ କରାଇବା ସଂଗେସଂଗେ ଭାରତୀୟ ପିଙ୍ଗଳ କୋଡ଼ ଧାରା ୩୦୪(୧୧) ଅନୁସାରେ ୫ ବର୍ଷ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ଓ ଅନାଦେୟରେ ଅଧିକ…