୪ ଡକାୟତଂକୁ କାବୁ କଲା ଯାଜପୁର ପୋଲିସ 

0

 

ଯାଜପୁର/ବ୍ୟୁରୋ ଚିଫ ଜୟଶଙ୍କର ଦାଶ : ଯାଜପୁର ପୋଲିସ୍କୁ ମିଳିଛି ଏକ ବଡ ସଫଳତା |    ବୈରୀ ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ଠାରୁ ଗୋଟିଏ କାର ,୪ଟି ବାଇକ୍ ଏବଂ ବହୁ ମାରଣାସ୍ତ୍ର ସହ ୮ଟି ମୋବାଇଲ ଜବତ କରାଯାଇଛି । ଏମାନଙ୍କ ବିରୁଦ୍ଧରେ ଏଟିଏମ୍ ଭାଙ୍ଗିବା ଓ ପେଟ୍ରୋଲ ପମ୍ପ ଲୁଟ ଅଭିଯୋଗ ରହିଥିବା ଯାଜପୁର ଏସଡିପିଓ ସୂଚନା ଦେଇଛନ୍ତି।

Leave A Reply

Your email address will not be published.