Browsing Category

ଅଘଟଣ

ମହିଳାଙ୍କୁ ଆକ୍ରମଣ ମାମଲାରେ ଅଭିଯୁକ୍ତକୁ ଏକ ବର୍ଷ ଜେଲ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଜିଲ୍ଲା ଓ ଦୌରା ଜଜ୍ ପ୍ରମୋଦ କୁମାର ଜେନା ଆଜି ଜନୈକ ମହିଳାଙ୍କୁ ଆକ୍ରମଣ ମାମଲାର ବିଚାର କରି ଅଭିଯୁକ୍ତ ବାରିପଦା ଟାଉନ ଥାନା ଅନ୍ତର୍ଗତ ପୋଡ଼ା ଅସ୍ତିଆ ଗ୍ରାମର ପୁନ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସହିତ ଆଇପିସି ୩୨୩  ଅନୁସାରେ ଏକ ବର୍ଷ…

ଗୋରୁଚାଲାଣ ବେଳେ ୩ ଗିରଫ୍ , ୧୦ ଗୋରୁ ଉଦ୍ଧାର

ବୌଦ୍ଧ (ସିମୁନ୍ ନାଏକ) ; ବୁଧବାର ଦିନ ସକାଳ ୧୧ ଟା ବେଳେ ପୁରୁଣାକଟକ ପୋଲିସ୍ ଗୋଟିଏ ଗୋରୁ ବୋଝେଇ ଗାଡି ଜବତ କରି ୩ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନାମତେ ପୁରୁଣାକଟକ ପୋଲିସ୍ ଗୋରୁ ବୋଝେଇ ହୋଇ ଯାଉଥିବା କୌଣସି ସୂତ୍ରରୁ ଖବର ପାଇ ଏଏସଆଇ ନିଳମାଧବ କହଁର ଙ୍କ ନେତୃତ୍ୱରେ…

କଳା ମୁଗୁନି ପଥର ଚୋରା ଚାଲାଣ ଉଦ୍ୟମ : ୨ ଡ଼ମ୍ଫର ସହିତ ମିନି ଟ୍ରକ ଜବତ, ଡ଼୍ରାଇଭର ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି )- ଜୁନ ୧୨ ଅପରାହ୍ନ ୪ଟା ସମୟରେ ବନ ବିଭାଗର ଡ଼ୁକୁରା ରେଞ୍ଜର ଅନନ୍ତ କୁମାର ଜେନା ଓ ଡେ଼ପୁଟୀ ରେଞ୍ଜର କେଦାର ନାଥ ମଲ୍ଲିକଙ୍କ ସହିତ ସ୍ପଶାଲ ସ୍କ୍ୱାଡର଼୍ ମିଳିତ ଭାବେ କଳା ମୁଗୁନି ପଥର ଚୋରା ଚାଲାଣ  ଉଦ୍ୟମ ହେଉଥିବା ବେଳେ ଓଆର ୦୧ଆର -୨୬୩୨ ନମ୍ବର…

ଦୁର୍ବ୍ୟବହାର ମାମଲାରେ ଛନ୍ଦିହେଲେ ଯୋଡ଼ା ବିଡ଼ିଓ 

 Joda/Samir Nanda : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ର ବିଡିଓ ଅରୁଣ କୁମାର ମଲ୍ଲିକଙ୍କ ନାମରେ ମହିଳାଙ୍କୁ ଦୁର୍ବ୍ୟବହାର ନେଇ ଯୋଡ଼ା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାର ଖବର ମିଳିଛି। ଘଟଣାରୁ ପ୍ରକାଶ ଯେ, ଗତ ଶୁକ୍ରବାର ଦିନ ୧୦ଟି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଫେଡରେସନର…

ବ୍ରାଉନସୁଗାର ସହିତ ୨ ମହିଲା ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ଶୁନଗଡ଼ିଆ ଅଞ୍ଚଳରୁ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସଦର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସରସ୍ୱତୀ ମୁଖୀଙ୍କ ନିକଟରୁ ୮ ଗ୍ରାମ ଓ ପ୍ରୟଙ୍କା ମୁଖୀଙ୍କ ନିକଟରୁ ସାଢେ଼ ୫ ଗ୍ରାମ ଏହିପରି ମୋଟ ସାଢେ଼ ୧୩ ଗ୍ରାମ ବ୍ରାଉନସୁଗାର ଜବତ…

ଚିଟାକଟା : ନିଜକୁ ଆଇଏଏସ କହି ଡବଲ ପ୍ରେମ ବିବାହ !!!

ବୁଲିଛନ୍ତି ମାଲକାନଗିରିରୁ ଝାରପଡା ପର୍ଯ୍ୟନ୍ତ ପୁଲିସ ଖାପଚରେ ଫସିଲେ, ଭଲକରି ଚିହ୍ନି ରଖ ଭ୍ରାତାଙ୍କ ବଦନ ବାରିପଦା(ଦିଲ୍ଲୀପ ମହାନ୍ତି )- ପୁଲିସ ବସାଇଥିବା ଜାଲରେ ଶେଷରେ ଧରା ଦେଲା ନକଲି ଆଇଏଏସ ଅଫିସର । ମାଲକାନଗିରି ଉପଜିଲ୍ଲାପାଳ ଭାବେ ନିଜର ପରିଚୟ ଦେଉଥିବା ଏହି ନକଲି ଆଇଏଏସକୁ…

ଲାଞ୍ଚୁଆ ଅବସରପ୍ରାପ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା

  ବାରିପଦା(ଦିଲ୍ଲୀପ ମହାନ୍ତି )-ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟ୍ରାପ ମାମଲାର ବିଚାର କରି ଏସଟିଆରର ଅବସରପ୍ରାପ୍ତ କିରାଣୀ ତଥା ବାରିପଦା ପୌରପରିଷଦର ଭଞ୍ଜପୁର ବିଜୟରାମଚନ୍ଦ୍ରପୁର ବାସିନ୍ଦା ମହାଦେବ ଘୋଷ(୬୩)ଙ୍କୁ…

ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧.୨୦ କ୍ୱିଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ, (ସିମନ ନାଏକ) ; ବୌଦ୍ଧ ଜିଲ୍ଲା  ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ପାଲଟି ଥିବା ବେଳେ ଏହି ରାସ୍ତା ଦେଇ ନିୟମିତଭାବେ ଜିଲ୍ଲାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ପଡୋଶୀ ଜିଲ୍ଲା ସୋନପୁର, ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲାକୁ ଚାଲାଣ ହେଉଥିବା ବେଳେ ପୋଲିସ୍ ହାତରେ ଧରାପଡିବା କିଛି…

ସରକାରୀ ଚାଉଳ ଆତ୍ମସାତ ମାମଲା : ଅଭିଯୁକ୍ତ କିରାଣୀଙ୍କୁ ଜେଲ ଓ ଜୋରିମାନା

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜ୍ ତାରା ପ୍ରସାଦ ରଥ ଆଜି ୫ଲକ୍ଷ ୯୮ହଜାର ୫ଶହଟଙ୍କା ମୂଲ୍ୟର ୪୭୫ କୁ୍ୟଣ୍ଟାଲ ସରକାରୀ ଚାଉଳ ଆତ୍ମସାତ ମାମଲାର ବିଛାର କରି ଅଭିଯୁକ୍ତ ପୂର୍ବତନ ଠାକୁରମୁଣ୍ଡା ବ୍ଲକର କିରାଣୀ କାମ୍ ଷ୍ଟୋର କିପର ତଥା ବର୍ତ୍ତମାନ…

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଫେରାର ଅଭିଯୁକ୍ତ କଟକରେ ଭିଜିଲାନ୍ସ ଦ୍ୱାରା ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )-କପ୍ତିପଦା ବ୍ଲକରେ କାର୍ଯ୍ୟରତ ଥିବା ଆପଗ୍ରେଡେ଼ଡ ସହକାରୀ ଯନ୍ତ୍ରୀ ସଦାନନ୍ଦ ଜେନାଙ୍କ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପୈତୃକ ବାସଭବନ  ସହିତ ବାଲେଶ୍ୱର ସହରର କାଳିଦାସପୁର ବାସଭବନ, ବାଲେଶ୍ୱର ବେଗୁନିଆସ୍ଥିତ ତାଙ୍କର…