Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଫେରାର ଗଂଜେଇ ଚାଷୀ ଗିରଫ
(ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ) ରେଢ଼ାଖୋଲ, ଗଂଜେଇ ଚାଷ କରିଥିବା ଜଣେ ଫେରାର ଅଭିଯୁକ୍ତ ରେଢ଼ାଖୋଲ ଥାନା ରାଇଲ ଗାଁର ଅଞ୍ଚଳ ନାଏକ(30) କୁ ପୋଲିସ ସୋମବାର ଗିରଫ କରିଛି l ଗତ 2015 ରେ ସେ ନିଜ ଗାଁ ସଂଲଗ୍ନ ଜମିରେ ଗଂଜେଇ ଚାଷ କରିଥିଲେ l ପୋଲିସ ମାମଲା ରୁଜୁ କରିବା ପରେ ସେ ଫେରାର…
ବଡ଼ବିଲରେ ଲଘୁ ଖଣିଜ ଚୋରା ଚାଲାଣ ଅଭିଯୋଗ : ଜେସିବି ଓ ଟ୍ରାକ୍ଟର ଜବତ
ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେ ମୋରମ ଚୋରା ଚାଲାଣ ଅଭିଯୋଗ ପରେ ଘଟଣା ସ୍ଥଳରୁ ଏକ ଜେସିବି ମେସିନ ଓ ୩ ଟି ଟ୍ରାକ୍ଟର ଜବତ ହୋଇଛି। ଘଟଣାରୁ ପ୍ରକାଶ ଯେ ସେରେଣ୍ଡା ସ୍ଥିତ ଓଏମସି କଲୋନୀ ପଛପଟେ ବେଆଇନ ଭାବେ ମୋରମ ଉତ୍ତୋଳନ ଏବଂ ପରିବହନ ହେଉଥିବାର ଦେଖି ସ୍ଥାନୀୟ ଜଣେ ବ୍ୟକ୍ତି…
ମଦ କାରବାର,ଜଣେ ଗିରଫ
ରେଢ଼ାଖୋଲ(ଯଶୋବନ୍ତ ସାହୁ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ପୋଲିସ୍ ବେଆଇନ ମଦ କାରବାର ଅଭିଯୋଗରେ ଜଣକୁ ଗିରଫ କରିଛି l ଅଭିଯୁକ୍ତ ଜଣକ ହେଲେ ତ୍ରିବଣପୁର ଗ୍ରାମର ପ୍ରତାପ ପୃଷ୍ଟି (24) ସେ ଘରେ ମଦ ରଖି ବିକ୍ରି କରୁଥିବା ବେଳେ ପୋଲିସ୍ ଚଢ଼ାଉ କରିଥିଲା l ତାଙ୍କ ପାଖରୁ ପୋଲିସ୍ 42 ଟି…
ଡବଲ ମର୍ଡର ଘଟଣା ଘଟାଇ ହତ୍ୟାକାରୀର ଆତ୍ମସମର୍ପଣ
Baripada/ Dillip Mohanty : ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ମଧୁପୁର ଗ୍ରାମରେ ଡବଲ ମର୍ଡର ! ଡାହାଣୀ ସନ୍ଦେହରେ ହତ୍ୟା ! ହତ୍ୟାକାରୀ ଶ୍ୟାମ ବାସକେ ଜାମଦା ଥାନାରେ ଆତ୍ମସମର୍ପଣ !ମଧୁପୁର ଗ୍ରାମର ଶ୍ୟାମ ବାସକେ ଗୁଣି ଗାରେଡି କରି ତାଙ୍କ ସ୍ତ୍ରୀ ର ପାଞ୍ଚ ଥର ଗର୍ଭ ନଷ୍ଟ କରିବା…
ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କ ଅକାଳ ବିୟୋଗରେ ପ୍ରେସ ୟୁନିୟନ ମର୍ମାହତ
ରାୟଗଡରୁ ସରୋଜ କୁମାର ସାହୁ : ରାୟଗଡର ସମୟ ଖବର କାଗଜର ସାମ୍ବାଦିକ ସୁବାଷ ଚନ୍ଦ୍ର ପଣ୍ଡାଙ୍କର ୪୬ ବର୍ଷ ବୟସରେ ଗତ ଶନିବାର ୨୨/୦୯/୨୦୧୮ ରାତ୍ର ୧୨ ଘଣ୍ଟା ସମୟରେ ରାୟଗଡ ଡ଼ାକ୍ତରଖାନା ରେ ପରଲୋକ ଘଟିଛି। ସେ ବିଗତ କିଛି ଦିନ ହେଲା ଦେହ ଅସୁସ୍ଥ ଯୋଗୁଁ ଭୁବନେଶ୍ୱର ଠାରେ ଥିବା ଏମ୍ସ…
ବାଲି ମାଫିଆ ଗିରଫ- ଜାମିନ ନାମଞ୍ଜୁର ହେବାରୁ ଜେଲ ଗଲା ଅଭିଯୁକ୍ତ
ଭୁବନେଶ୍ୱର /ଶାସକ ପ୍ରଶାସକ- ବରଗଡ ଜିଲ୍ଲା ପଦ୍ମପୁର ଥାନାରେ ବହୁ ଅପରାଧିକ ମାମଲା ଥିବା ତଥା ଅଂଚଳର କୁଖ୍ୟାତ ବାଲି ମାଫିଆ ଶେଷରେ ପଦ୍ମପୁର ପୋଲିସ ହାତରେ ଗିରଫ ହୋଇ ଜେଲ ଯିବା ଘଟଣା ଚର୍ଚ୍ଚା ଜୋର ଧରିଛି । ପୋଲିସଠାରୁ ମିଳିଥିବା ବିସ୍ତୃତ ବିବରଣୀ ଅନୁଯାୟୀ, ପଦ୍ମପୁର ଉପଖଣ୍ଡର ବିଭିନ୍ନ…
କୁଜଙ୍ଗ କୋର୍ଟରେ ଆତ୍ମସମର୍ପଣ କଲେ ମହିମା ମିଶ୍ର
ପାରାଦୀପ : ପାରାଦୀପ ଓଡିଶା ଷ୍ଟିଭେଡୋର୍ସ ଲିମିଟେଡ୍ର ମାଲିକ ମହିମାନନ୍ଦ ମିଶ୍ର କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି । ପରେ କୋର୍ଟ ତାଙ୍କୁ ପୁଣି ଥରେ ସମାଗୋଳ ଉପକାରାଗାରାକୁ ପଠାଇଦେଇଛନ୍ତି । ପୂର୍ବ ଘଟଣା ୨୬.୧୦.୨୦୧୬ ପାରାଦୀପ ସିିିୱେଜ ସିପିଙ୍ଗ କମ୍ପାନୀର…
ବଜ୍ରପାତରେ ଶତାଧିକ ଗାଈଗୋରୁ ମୃତ
ରାୟଗଡରୁ ସରୋଜ କୁମାର ସାହୁ, : ରାୟଗଡ ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ନିକଟରେ ଥିବା ନିୟମଗିରୀ ପାହାଡର ପାଦ ଦେଶରେ ବଜ୍ରପାତ ଘଟି ଶତାଧିକ ଗାଈଗୋରୁଙ୍କର ମୃତ୍ୟୁ ଘଟିଛି।ଉକ୍ତ ଘଟଣାଟି ଗତକାଲି ଘଟିଥିବା ବେଳେ ଆଜି ଘଟଣାଟି ପଦାକୁ ଆସିଛି।ପ୍ରକାଶ ଯେ, ଡାକୁଲୁଗୁଡା,…
ପୋଲିସ କୁ ଧକ୍କା ଦେଇ ହାର୍ଡକୋର ମାଓବାଦୀ କୋର୍ଟ ପରିସରରୁ ଛୁ
7 ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବନ କଲେ SP ନୂଆପଡା
ଭୁବନେଶ୍ୱର / ନୂଆପଡା :- ପୋଲିସ ର ସୁରକ୍ଷା ବଳୟରେ SDJM କୋର୍ଟ କୁ ଆସିଥିଲା ହାର୍ଡକୋର ମାଓବାଦୀ ମନୋଜ ମାଡକାମୀ । 2 ଜଣ ଅଧିକାରୀ ଓ 5 ଜଣ ଅନ୍ୟ ରେଙ୍କ ର ପୋଲିସ କର୍ମଚାରୀ ଙ୍କର କଡା ସୁରକ୍ଷା ବଳୟ । ହେଲେ ସବୁ ସୁରକ୍ଷା…
ବରପଦା ଇଞ୍ଜିନିୟରିଂ କଲେଜରେ ରାଜନୈତିକ ବ୍ୟକ୍ତିିମାନଙ୍କ ଦ୍ୱାରା କୋଟି କୋଟି ଟଙ୍କା ଦୁର୍ନୀତି : ତଦନ୍ତରେ ପୋଲିସର…
ଭଦ୍ରକ(SATYABHUSAN SWAMI)
ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରୁ ବର୍ତ୍ତମାନର ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁତ୍ର ପ୍ରୟାସକାନ୍ତି ସାମଲ ଏବଂ ତାଙ୍କର ରାଜନୈତିକ ସହଯୋଗୀମାନଙ୍କ ଦ୍ୱାରା ସୋସାଇଟି ରେଜିଷ୍ଟେ୍ରସନ ଆକ୍ଟ-୧୮୬୦ର ବିଭିନ୍ନ ଧାରାକୁ ଖୋଲାଖୋଲି ଉଲଘଂନ କରି ପ୍ରାୟ ୧୦୦ କୋଟି…