Browsing Category

ଅଘଟଣ

ମାନିତେ ପଡିବ, କେତେ କାଢ଼ୁଆ ବାରିପଦା ଅବକାରୀ ଅଧିକ୍ଷକ ବା !!!!

 କଟକ ଵାଲା ଖବର ପାଇଁ ଚଢ଼ାଉ କରୁଛନ୍ତି, ମୟୁରଭଞ୍ଜ ଅଧୀକ୍ଷକଙ୍କ ଆଖିକୁ ଦିଶୁନି   ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଚଢ଼ାଉ : ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ । ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଅବକାରୀ ଅଧିକ୍ଷକଙ୍କ ନିଶ ତଳେ ଦୀର୍ଘ ଦିନ ଧରି ଚୋରା ବିଦେଶୀ ମଦ…

ତେରମାଣପୁର (ମଠସାହି)ରେ ଅଗ୍ନିକାଣ୍ଡ,ଜଳିଗଲା ୩ବଖରା,କାରଣ ଅସ୍ପଷ୍ଟ

ତିର୍ତ୍ତୋଲ :ତିର୍ତ୍ତୋଲ ଥାନା ଅଧିନସ୍ଥ ସାଇଲୋ ପଞ୍ଚାୟତ ସ୍ଥିତ ତେରମାଣପୁର(ମଠସାହି)ଗ୍ରାମର ବଟକୃଷ୍ଣ ନାୟକ ପିତା ବିରବର ନାୟକଙ୍କ ଘରେ ସଂନ୍ଧ୍ଯା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।ଏହି ଅଗ୍ନିକାଣ୍ଡରେ ୩ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି…

 ଅଜଣା ଚରିତ୍ର , ହଠାତିଆ ବନ୍ଧୁତ୍ୱ ଆଉ ଵିଶ୍ଵାସଘାତ , ସାବଧାନ…କେବେ ବି ଠକି ଯାଇ ପାରନ୍ତି ଏମିତି

ପୋଲିସର ସହସା ପଦକ୍ଷେପ ବଂଚାଇଲା ଶିଶୁଟିକୁ, ମା କୋଳକୁ ଫେରି ଆସିଲା କଅଁଳା ଶିଶୁ   ବାରିପଦା/ଦିଲ୍ଲୀପ ମହାନ୍ତି  -ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅର୍ନ୍ତଗତ ପ୍ୟାରେଡ ପଡିଆ ଅଂଚଳରୁ ଗତ ରବିବାର ସନ୍ଧ୍ୟାରେ ଜଣେ ମହିଳା ଅଭିନବ ଉପାୟରେ ସେକ ରାହାଜିରଙ୍କର ୨ବର୍ଷର ପୁଅ ଏମଡି…

ଲକ୍ଷାଧିକ ଟଙ୍କା ମୂଲ୍ୟର ଦେଶୀ ଓ ବିଦେଶୀ ମଦ ଜବତ: ୪ମହିଳାଙ୍କ ସମେତ ୬ଗିରଫ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ସୋମବାର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ବିଦେଶୀ ଓ ଦେଶୀ ମଦ…

ପାଠଚକ୍ର ଯାତ୍ରା ହେଲା ଶେଷ ଯାତ୍ରା

  ଘାଟିରୁ  ବସ ଖସି  ୩ ମୃତ, ୧୯ ଆହତ   ନବରଙ୍ଗପୁର(Special Correspondent )  ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଝରୀଗାଁ- ଚନ୍ଦାହାଣ୍ଡି ଘାଟିଠାରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସଟି ରବିବାର ସକାଳ ସାଢେ ୯ଟା ବେଳେ   ନିୟନ୍ତ୍ରଣ ହରାଇଘଟି…

କ୍ରସର ମାଲିକ ଓ ପ୍ରଶାସନ ଉପରେ ଲୋକ କ୍ଷୁବ୍ଧ : କଲେ ରାସ୍ତା ଅବରୋଧ

ନୁଆପଡ଼ା /ପ୍ରିୟବ୍ରତ ପଣ୍ଡା, ସିନାପାଲି  ବ୍ଲକ ବରଗାଁ ଲୋକ ମାନେ ପ୍ରଶାସନ ଏବଂ କ୍ରସର ମାଲିକଙ୍କ ମନମୁଖି କାର୍ଯ୍ୟକଳାପ ର ବିରୋଧ ରେ ଶୁକ୍ରବାରଦିନ ରାସ୍ତା ଅବରୋଧ କରିଛନ୍ତି ,ଖଡ଼ିଆଳ -ସିନାପାଲି ରାସ୍ତା ରେ ଗମନା ଗମନ ବାଧାପ୍ରାପ୍ତ ହୋଇଛି । ସୁଚନା ଅନୁସାରେ ଗାଁ କୁ ଲାଗି ପଥର ଖାଦାନ…

କି ନୃଶଂସ ଏଇ ସ୍ୱାମୀ, ଏଇଆ କଣ ମରଦ ପଣିଆ !

ବାରିପଦା(ଦିଲ୍ଲୀପ ମହାନ୍ତି)  ବାରିପଦା ଟାଉନଥାନା ଅନ୍ତର୍ଗତ ଶୁନଗଡିଆ ଅଂଚଳରେ ବୁଧବାର  ବିଳମ୍ବିତ ରାତ୍ରିରେ ଏକ ବିଭର୍ସ ହତ୍ୟାକାଣ୍ଡ ଘଟିଅଛି । ସ୍ୱାମୀ ପଥରରେ ଛେଚି ହତ୍ୟାକରିଛି  ସ୍ତ୍ରୀ କୁ । ମୃତ ମହିଳା ଜଣକ ହେଲେ ସଂଗୀତା ବୈଠା(୩୭) । ଘରୋଇ କଳିକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ…

ଅଠରଟି ମୋବାଇଲ ଚୋରି କରିଥିବା ଦୁଇଟି ଚୋରକୁ ଗିରଫ କଲା ବୁଡେନ ପୋଲିସ ।

ପଦ୍ମପୁର/Nila Deep -ବରଗଡ଼ ଜିଲ୍ଲା ବୁଡେନ ଥାନା ଅଞ୍ଚଳରେ କ୍ରମାଗତ ଭାବେ ମୋବାଇଲ ଚୋରି କରି ଲୋକଙ୍କୁ ହଇରାଣ କରୁଥିବା ଦୁଇଜଣ ଚୋର ଦର୍ଲିଗୁଡା ଗ୍ରାମର ସୁଦାମ  ବରିହା (୨୧ବର୍ଷ) ଓ ସୋନୁ ପ୍ରଧାନ (୨୩ବର୍ଷ) କୁ ପୋଲିସ ଗିରଫ କରିବାରେ ସଫଲ ହୋଇଛି ।ତାଙ୍କ ଠାରୁ ୧୮ଗୋଟି ମୋବାଇଲ, ଗୋଟିଏ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଲଜ ସଫେଇ କର୍ମଚାରୀଙ୍କ ମୄତ୍ୟୁ ।

ପଦ୍ମପୁର/ନୀଳ ଦୀପ : ସହରରେ  ଦିପାବଳିର ମାହୋଲ ଚାଲିଥିବା ସମୟରେ ସହରରେ ଥିବା ସିତାରାମ ଇନ ଲଜ ସଫେଇ କରୁଥିବା ସମୟରେ ବାହାରେ ଥିବା ୩୩କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ରୋହିତ ବାଗ(୨୫) ନାମକ ଜଣେ ସଫେଇ କର୍ମଚାରୀଙ୍କ ମୄତ୍ୟୁ ଘଟିଛି  । ବିନା କୌଣସି ସୁରକ୍ଷା ଉପକରଣ ଯୋଗୁଁ ଏହି ଘଟଣା…