Browsing Category

ଅଘଟଣ

୭ ବର୍ଷିୟ ଶିଶୁକୁ ୩୧ ଚେଙ୍

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ  ୭ ବର୍ଷିୟ ଶିଶୁ ପୁତ୍ରକୁ ଗୁଣି ଗାରେଡି ଚିକିତ୍ସା କରି ଗୁଣିଆ ୩୧ଟି ଚେଙ୍କ ଦେବା ପରେ ସେ ଗୁରୁତର ହୋଇପଡିଥିଲା  । ପରିବାର ଲୋକେ ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତି କରିଛନ୍ତି  । ସମ୍ପ୍ରତି ସେ ଚିକିତ୍ସାଧିନ ରହିଛି  । ତା’ର…

ଭୋଗ ପାଲଟିଲା ଜହର !!!!!!!

ସରସ୍ୱତୀ ପୂଜା ଭୋଗ ଖାଇ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ଚିକିତ୍ସା ନିମନ୍ତେ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅନ୍ତର୍ଗତ ବଡ଼ ଯୋଡ଼ ପଞ୍ଚାୟତର ରଙ୍ଗାମାଟିଆ(ବି) ପ୍ରାଥମିକ ବିଦ୍ୟାଳୟ ଓ ବିଦ୍ୟାଳୟ…

ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁର ପାଇକମାଲ ରାସ୍ତା ମଲଦା ଗ୍ରାମ ନିକଟସ୍ଥ ପାହାଡ଼ି ଢ଼ାବା ନିକଟରେ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ । ଘଟଣା ଅନୁଯାୟୀ, ଆଜି ଦିନ ପ୍ରାୟ 3ଟା ସମୟରେ ପାହାଡ଼ି ଢ଼ାବା ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାମୁହି ଧକ୍କା ହୋଇଥିଲା । ଏଥିରେ…

ଡୁଙ୍ଗୁରିପାଲି ରାଜୀବ ଭବନରେ ଦୁବୃର୍ତ୍ତଙ୍କ ଫାଙ୍କା ଗୁଲି ଚାଳନା 

ଶାସକ ପ୍ରଶାସକ (ପ୍ରକାଶ ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍  ରାଜିବ ଭବନ ସେବାକେନ୍ଦ୍ର ଠାରେ ସୋମବାର ଅପରାହ୍ନରେ ଅନୁଷ୍ଠିତ  ପିଠା କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକ ଚାଲିଥିବା ବେଳେ ଜନୈକ ଅଜଣା ଲୋକ ଆସି ଫାଙ୍କା ଗୁଲିଚାଳନା କରିଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ବଡ଼ବିଲରୁ ୭ ନାବାଳକ ନାବାଳିକା ଉଦ୍ଧାର

ବଡ଼ବିଲ(ଚିତ୍ତ ରଞ୍ଜନ କର)  ଗତକାଲି ବଡ଼ବିଲ ତହସିଲ ଅଫିସ ନିକଟସ୍ଥ ଗୋପବନ୍ଧୁ ଛକ ନିକଟରୁ ୭ ଜଣ ନାବାଳକ ଓ ନାବାଳିକାଙ୍କୁ ବଡ଼ବିଲ ପୋଲିସ ଉଦ୍ଧାର କରିଛି। ଗତକାଲି ରାତି ପ୍ରାୟ ୧୦ତାରେ ପୋଲିସ  ଟିମ ପାଟ୍ରୋଲିଂ କରୁଥିବା ସମୟରେ ଏହି ୭ ଜଣଙ୍କୁ ଛିଡା ହୋଇଥିବାର ଦେଖିଥିଲେ। ସମସ୍ତେ…

ଟ୍ରକ୍‌ ଲାଗି ଛିଣ୍ଡିଲା ବିଦ୍ୟୁତ୍‌ ତାର, ପ୍ରତିବାଦରେ ରାସ୍ତାରୋକୋ 

ବରଗଡ଼ :  ବରଗଡ଼ ହସ୍ପିଟାଲ ରାସ୍ତା ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ସୋମବାର ଏକ ଟ୍ରକ୍‌ରେ ଲାଗି ଛିଣ୍ଡି ପଡ଼ିଛି । ତାର ଛିଣ୍ଡିବା ପରେ ଟ୍ରକ୍‌ରେ ନିଆଁ ଲାଗିଯାଇଛି। ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି। ଫଳରେ ଏକ ବଡ଼ଧରଣର ଅଗ୍ନିକାଣ୍ଡକୁ ଏଡ଼ାଇ ଦିଆଯାଇଛି।…

ଏମିତି କିଛି ଲୋକଙ୍କ ପାଇଁ ସମଗ୍ର ଜାତିଟା ବଦନାମ

ଶ୍ରମ ଓ ଶକ୍ତି ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ପୀଡ଼ିତାଙ୍କ ପରିବାର ପାଇଲେ ନ୍ୟାୟ    କୋର୍ଟ ଚାଲାଣ ହେଲେ କାମୁକ ପୋଲିସ ଅଧିକାରୀ ଓ ଦୁଷ୍କର୍ମକାରୀ ଯୁବକ ବରଗଡ(ଗୌରାଙ୍ଗ  ଚରଣ ଦାଶ)-ବରଗଡ ଜିଲା ମେଲଛାମୁଣ୍ଡା ଥାନା ଅଚଂଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର  ଘଟଣାରେ…

ଭାରସାମ୍ୟ ହରାଇ ଓଲଟିଲା କମାଣ୍ଡର ; ୧ ମୃତ, ୨ ଗୁରୁତ୍ତର

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅନ୍ତର୍ଗତ ବାଳେଡ଼ୁଙ୍ଗରୀ ନିକଟରେ ଆଜି ଏକ କମାଣ୍ଡର ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲିଟି ପଡ଼ିବା ଫଳରେ ଘଟଣାସ୍ଥଳରେ ବିଜାତୋଳା ବ୍ଲକର ବଡ଼ବିଲ ଗ୍ରାମର ମହିଳା ଡୁବନୀ ନାଏକ(୩୦)ର  ମୃତୁ୍ୟ ହୋଇଥିବା ବେଳେ ପାଶି…

ବିନା ଅନୁମତିରେ ଗୋଚର ଓ ଜଙ୍ଗଲ ଜମିରୁ ମୋରମ ଚାଲାଣ : ପ୍ରଶାସନ ନିଦ ବିଷ୍ଣୁ 

ଝାରସୁଗୁଡା(ବିକ୍ରମ ମହାପାତ୍ର) :  ବେଲପାହାଡ ପୌରାଞ୍ଚଳ ମିର୍ଧାଡେରା ଗ୍ରାମରେ ଥିବା ଗୋଚର ଓ ଜଙ୍ଗଲ ଜମିରୁ ବେଆଇନ ଭାବେ ଏକ ନିର୍ଦିଷ୍ଟ ଠିକ ସଂସ୍ଥା ରାଜସ୍ବ ବିଭାଗ ର ବିନା ଅନୁମତିରେ ମାଟି ଓ ମୋରମ ଚାଲାଣ କରୁଥିବା ନେଇ ଅଭିଯୋଗ ହେଉଛି |ସ୍ୱଷ୍ଟ ଦିବା ଲୋକରେ ହାଇବା ଯୋଗେ ବେପରୁଆ ଭାବେ…

କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି କଲେଜ ଛତ୍ରୀଙ୍କ ମୃତ୍ୟୁ

 ଝାରସୁଗୁଡା(ବିକ୍ରମ ମହାପାତ୍ର) :ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରରେ ଜଣେ କଲେଜ ଛାତ୍ରୀ କୁରକୁରେ ଖାଉଥିବା ବେଳେ ତଂଟିରେ ଲାଗି ଜଣେ କଲେଜ ଛାତ୍ରୀଙ୍କ ଦୁଃଖଦ  ମୃତ୍ୟୁ ହୋଇଯାଇଛି । ବେଲପାହାଡ଼ ଫାଟକରେ ରହୁଥିବା ସରୋଜ କୁମାର ରାୟଙ୍କ ୧୬ ବର୍ଷିୟ ଝିଅ ତଥା ବ୍ରଜରାଜନଗର କଲେଜରେ ଯୁକ୍ତ…