Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ସିରିଜ ଦୁର୍ଘଟଣା ଘଟାଇଲା ଘନ କୁହୁଡି, ଧାଡିରେ ପିଟି ହୋଇଗଲେ ୧୧ ଗାଡି
ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ ) ସୁନ୍ଦରଗଡ଼ ଜିଲ୍ଲାରେ ଘନ କୁହୁଡି ପାଇଁ ପ୍ରଥମ ଥର ପାଇଁ ଘଟିଛି ସିରିଜ ଦୁର୍ଘଟଣା, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ନିକଟସ୍ଥ ଗଡ଼ପୋଷ ଛକ ନିକଟରେ ,ଘନ କୁହୁଡି ଯୋଗୁ କିଛି ଜଣା ନ ପଡୁଥିବା ବସ, ଟ୍ରକ, ଟେମ୍ପୁ ମିଶି୧୧ଟି ଗାଡ଼ି ଲାଗି ଲାଗି ଧାଡିରେ ପିଟି…
କୁଅରୁ ଯୁବକଙ୍କ ମୃତ ଦେହ ଉଦ୍ଧାର :ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ
ନୂଆପଡ଼ା/ଅମିତ କୁମାର ପୁରୋହିତ : ସଦର ଥାନା ମାଉଲିଭଟା ମଦଭାଟି ନିକଟ ଏକ କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ପାୱାରତୋଲା ଗାଁର ଭରତ ରାଉତ(୪୦) । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ରହିଛି । ଏନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି…
ଚାଲମୁଣ୍ଡା ଡକାୟତି ଘଟଣା, ୪ ଡକାୟତ ଗିରଫ
ନୂଆପଡ଼ା,(ଅମିତ କୁମାର ପୁରୋହିତ): ନୂଆପଡ଼ା ଜିଲ୍ଲା ଜୋଙ୍କ ପୁଲିସକୁ ଏକ ବଡ ସଫଳତା ମିଳିଛି । ଆଜି ଚାଲମୁଣ୍ଡା ଡକାୟତି ଘଟଣାର ପର୍ଦ୍ଧାଫାସ କରି ୪ ଜଣ ଡକାୟତଙ୍କୁ ଗୀରଫ କରି ବଜାଜ ପଲସର ଗାଡି, ଦୁଇଟି ମୋବାଇଲକୁ ଜବତ କରିଛି । ଗୀରଫ ଡକାୟତମାନେ ହେଲେ ଖରିଆରରୋଡ ସହରର ପିଏଚ୍ଡିପଡାର ଛୋଟୁ…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ : କାର୍ଯ୍ୟରେ ଅବହେଳା କରୁଥିବା ଶିକ୍ଷକ ନିଲମ୍ବିତ
ନୂଆପଡ଼ା(ଅମିତ କୁମାର ପୁରୋହିତ): ସଦର ବ୍ଳକ ଧରମବନ୍ଧା(ଇନ୍ଦିରା ଆବାସ) ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଧନିରାମ ମାଝି କାର୍ଯ୍ୟରେ ଅବହେଳା କରିବାରୁ ନିଲମ୍ବିତ ହୋଇଛନ୍ତି । ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସଦର ବ୍ଳକ ଭିଭିନ୍ନ ସ୍କୁଲ ପରିଦର୍ଶନରେ…
୨୦ ବୋତଲ କଫ ସିରପ ଜବତ, ଜଣେ ଗିରଫ
ନୂଆପଡ଼ା/ଅମିତ କୁମାର ପୁରୋହିତ : ନୂଆପଡ଼ା ଜିଲ୍ଲା କୋମନା ଥାନା ପୁଲିସ ଆଜି ୨୦ ବୋତଲ କପ୍ ସିରଫ ଜବତ କରିବା ସହ ବେଆଇନ କପ ସିରପ ଚାଳଣ ଅଭିଯୋଗରେ ଜଣେ ଯୁବକଙ୍କୁ ଗୀରଫ କରିଛି । ଗୀରଫ ଅଭିଯୁକ୍ତ ହେଲେ ମହୁଲଭଟା ଗାଁର ସୁଜିତ କୁମାର ଭୋଇ(୨୪) । ଆଜି ପୂର୍ବାହ୍ନରେ ମହୁଲଭଟାର ସୁଜିତ ନିଜ…
ଯୁବକଙ୍କ ଗଳିତ ଶବ ଜବତ
କନ୍ଧମାଳ/ ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା କଳିଙ୍ଗା ନାମକ ସ୍ଥାନରୁ ଏକ କୂଅରୁ ଅଭିଷେକ ଡିଗାଲ ନାମକ ଯୁବକଙ୍କ ଗୋଳିତ ଶବ ପୁଲିସ ଜବତ କରିଛି ଶୁକ୍ରବାର ସକାଳୁ ସ୍ଥାନୀୟ ଲୋକ ଜାଣିବା ପରେ ଦମକଲ ବାହିନୀ ଏବଂ ପୋଲିସ କୁ ଜଣାଇ ଥିଲେ ଖବର ପାଇଁ ଘୁ ଉଦୟଗିରି ପୋଲିସ ଏବଂ ଦମକଲ ବାହିନୀ ଘଟଣା…
କୃମି ନାଶକ ଦେବା ପରେ ୨୧ ଅସୁସ୍ଥ
କନ୍ଧମାଳ/ ଗଗନ ପ୍ରଧାନi: କନ୍ଧମାଳ ଜ଼ିଲ୍ଲା ଘୁ ଉଦୟଗିରି ଠାରେ କୃମି ନାଶକ ଔଷଧ ଖାଇ ୨୧ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇ ଥିବା ସୂଚନା ମିଳିଛି ଘୁ ଉଦୟଗିରି ହାତୀସାଳ ବିଦ୍ୟାଳୟର ୧୪ ଜଣ ଏବଂ ରାବାନାଯୁ ବିଦ୍ୟାଳୟର ୭ ଜଣ ଅସୁସ୍ଥ ଥିବା ଜଣା ପଡିଛି ଶୁକ୍ରବାର ଦିନ ଛାତ୍ର ଛାତ୍ରୀମାନଙ୍କୁ…
ନାବାଳକ ଛାତ୍ରକୁ କଣ ବଳଦ ଭାବିଲେ ମାଡାମ !!!
କେମିତି ନିଷ୍ଠୁର ହୋଇପାରିବେ ଜଣେ ମାତୃସ୍ଥାନୀୟା ଶିକ୍ଷୟିତ୍ରୀ ?
ପିଲା ଚପଳ, ଖରମତି ସମ୍ପନ୍ନ, ଦୁଷ୍ଟାମୀ ରହିବା ସ୍ୱାଭାବିକ, କାରଣ ସେମାନେ ଶିଶୁ, ନାବାଳକ ଅବୋଧ | କଞ୍ଚା ମାଟିକୁ କଅଁଳ ପରସ ଦେଇ ଯେମିତି କୁମ୍ଭାର ମାଟି ପାତ୍ରରେ ଗଢିତୋଳିଥାଏ, ସେମିତି ଶିଶୁଟିକୁ ଠିକଣା ଢଙ୍ଗରେ…
ନାବାଳିକା କୁ ଗର୍ଭବତୀ କରି ଯୁବକ ଫେରାର।
ଝାରସୁଗୁଡା(ଶାସକ ପ୍ରଶାସକ):ଝାରସୁଗୁଡା ସହରରେ ଥିବା ଏକ ଆପାଟମେଣ୍ଟରେ ସଫେଇ କାର୍ଯ୍ୟ କରୁଥିବା ଜଣେ ୧୭ ବର୍ଷୀୟା ନାବାଳିକା ଝିଅ କୁ ସେଠାରେ ରୋଷେଇ କାର୍ଯ୍ୟ କରୁଥିବା ଜଣେ ଯୁବକ ଶାରୀରିକ ସମ୍ପର୍କ ରଖି ଫେରାର ହୋଇଯାଇଥିବା ବେଳେ ନାବାଳିକା ଝିଅ ଟି ୮ ମାସର ଗର୍ଭବତୀ ହୋଇଥିବା ଜଣା ପଡିଛି…
କ୍ଷତ ଅବସ୍ଥାରେ ଲୁପ୍ତପ୍ରାୟ ପକ୍ଷୀ ବାନ୍ଦୁ : ଜଙ୍ଗଲ ବିଭାଗକୁ ହସ୍ତାନ୍ତର
ମାଣ୍ଡୋସିଲ/ରାଜେନ୍ଦ୍ର ପ୍ରଧାନ :-ବରଗଡ ଜିଲ୍ଲା ପାଇକମାଲ ଅଞ୍ଚଳରେ ଲୁପ୍ତ ପ୍ରାୟ ପକ୍ଷି ପେଚା (ସ୍ଥାନୀୟ ଭାଷାରେ ବାନ୍ଦୁ ) କୁ ଆମ ମାଣ୍ଡୋସିଲ ପ୍ରତିନିଧି ରାଜେନ୍ଦ୍ର କୁମାର ପ୍ରଧାନ ଗତ ରାତିରେ ପାଇକମାଲ ରୁ ଆସୁଥିବା ବେଲେ ବରତୁଣ୍ତା ହାଇସ୍କୁଲ ସାମନା ରାଜ୍ଯ ରାଜପଥ ଉପରେ ଛଟପଟ…