Sign in
Sign in
Recover your password.
A password will be e-mailed to you.
Browsing Category
ଅଘଟଣ
ଗାଡିରୁ ୧୦ କୋଟି ୯୦ ଲକ୍ଷ ଟଙ୍କା ଜବତ
କଟକରୁ ୟୁପିକୁ ଯାଉଥିଲା ଟଙ୍କା, ମହିଳା ସମେତ ୪ ଅଟକ
ନୂଆପଡ଼ା(ଅମିତ କୁମାର ପୁରୋହିତ) : ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନାରେ ବେଆଇନ ଭାବେ ଚାଳାଣ ହେଉଥିବା ୧୦ କୋଟି ୯୦ ଲକ୍ଷ ଟଙ୍କାକୁ ଛତିଶଗଡ ପୁଲିସ ହାତରେ ଧରା ପଡିଛି । ଏହି ଟଙ୍କା କଟକରୁ…
ଟ୍ରେନ ଲାଇନରୁ ଯୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର-ତାଳଚେର ରେଳପଥର ଗରଗଡ଼ବାହାଳ ଓଭରବ୍ରିଜ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଅଜଣା ଯୁବକ ଙ୍କ ମୁତ ଦେହ ଉଦ୍ଧାର ହୋଇଛି l ପାରିପାର୍ଶ୍ୱିକ ସ୍ଥିତିରୁ ଏକ ହତ୍ୟାକାଣ୍ଡ ବୋଲି ପୁଲିସ କହିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି…
୨ ଶିଶୁଙ୍କ ସଲିଳ ସମାଧି : ଶୋକରେ ବୁଡ଼ିଲା ମାଟିକଣା
ରାୟଗଡା(ସରୋଜ କୁମାର ସାହୁ) – ରାୟଗଡା ବ୍ଲକ ଅନ୍ତର୍ଗତ ମାଟିକଣା ପଂଚାୟତରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପୋଖରୀକୁ ଗାଧେଇବାକୁ ଯାଇ ୨ ଜଣ ଶିଶୁଙ୍କ ସଲିଳ ସମାଧି ଘଟିଛି । ଘଟଣାରୁ ପ୍ରକାଶ ଯେ ସୋମବାର ଦିନ ମାଟିକଣା ଗ୍ରାମର ୨ ଜଣ ଛାତ୍ର ସୁନିଲ ହିମିରିକା ଏବଂ ହରେଶ ହିମିରିକା ସ୍କୁଲରୁ…
ସୁନ୍ଦରଗଡ଼ ପୋଲିସକୁ ବଡ ସଫଳତା : ଆନ୍ତଃଜିଲ୍ଲା ଗାଡିଚୋରି ରାକେଟକୁ କଲା କାବୁ |
ସୁନ୍ଦରଗଡ଼/ Horachand Deuria : ସୁନ୍ଦରଗଡ଼ ପୋଲିସ ଏକ ଆନ୍ତଃଜିଲ୍ଲା ମଟରସାଇକେଲ ଚୋରି ରାକେଟକୁ ଧରିବାରେ ସଫଳ ହୋଇଛି | ୧୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୩ଟି ମାତ୍ର ସାଇକେଲ ଉଦ୍ଧାର କରିଛି |
ଏସପି ସୌମ୍ୟ ମିଶ୍ରଙ୍କ କହିବା ଅନୁଯାୟୀ, ଜିଲ୍ଲା ର ବିଭିନ୍ନ…
ଅତ୍ୟନ୍ତ ଦୁଃଖଦ : ଜଳିଗଲେ ମା ଓ ଦୁଇ ଶିଶୁ
ଘୁ ଉଦୟଗିରି /ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଅଧିନସ୍ଥ ଘୁ ଉଦୟଗିରି ବ୍ଲକର ରତିଙ୍ଗିଆ ଗ୍ରାମ ପଂଚାୟତରେ ମଗରଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି | ଦୁଇ ଝିଅଙ୍କ ସହ ଜଣେ ମହିଳା ପୋଡି ହୋଇ ମରି ଯାଇଥିବାର ଅଭିଯୋଗ ହୋଇଛି | ମୃତକମାନଙ୍କ ନାମ ହେଲା ବିମଲ ପ୍ରଧାନଙ୍କ ପତ୍ନୀ…
ପୂର୍ବତନ କାଉନସିଲରଙ୍କ ପରଲୋକ
ଝାରସୁଗୁଡା(ବିକ୍ରମ କେଶରୀ ମହାପାତ୍ର) : ଝାରସୁଗୁଡା ପୌର।ଞ୍ଚଳର ପୂର୍ବତନ କାଉନସିଲର ସୁଶୀଲ ବେହେରାଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଉଥିଲା। ଦୀର୍ଘ ଦିନ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଗତ ପୌର ନିର୍ବାଚନରେ ସେ ୧ ନମ୍ବର ୱାର୍ଡରୁ ବିଜେଡି ଟିକେଟରେ ସେ…
ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା: ପୁଲିସର ମୌଖିକ ପ୍ରତିଶୃତି ପରେ ହଟିଲା ଧାରଣା
ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଥିଲେ । ସେମାନେ ୨ୟ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଥିଲେ । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ ଗୋଛାୟତ ଏବଂ ପଦ୍ମପୁର…
କେତେ ନିଷ୍ଠୁର ଆଉ ଅମଣିଷ ଇଏ ????
ଜନ୍ମକଲା ମାକୁ ନିର୍ମମ ଭାବେ ହତ୍ୟା କରିବାକୁ ହାତ ଥରିଲାନି?
ଝାରସୁଗୁଡା/ବିକ୍ରମ କେଶରୀ ମହାପାତ୍ର :ଲାଇକେରା ବ୍ଲକ ନକ୍ତିମାଲ ଗ୍ରାମ ପଞ୍ଚୟତ ନିକଟରେ ଏକ ଅବାବନୀୟ ଘଟଣା ଦେଖିବାକୁ ମିଳିଛି। ଲୁଙ୍କେଶ୍ୱର କୁସୁମ(୪୦) ନିଜ ଜନ୍ମ କଲା ମା ଅସମତି କୁସୁମ (୬୦) କୁ ଟାଙ୍ଗିଆ,ପଥର ଓ…
ସନ୍ଦେହ ଘେରରେ ଯୁବକଙ୍କ ମୃତ୍ୟୁ ଘଟଣା:୨ୟ ସନ୍ଦୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସିଲେ ଗ୍ରାମବାସୀ
ମେଲଛାମୁଣ୍ଡା (ମନୋଜ କୁମାର ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡା ପୁଲିସ ଥାନା ଆଗରେ ର୍କେମେଲି ଗ୍ରାମବାସୀ ରବିବାର ଦିନ ୧୧ଟାରୁ ଧାରଣାରେ ବସିଛନ୍ତି । ସେମାନେ ୨ୟ ସନ୍ନୀଗ୍ଧ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଆଗରେ ବସଛନ୍ତି । ଥାନାରେ ମେଲଛାମୁଣ୍ଡା ଥାନାଧିକାରୀ ସପ୍ନାରାଣୀ…
ଏମିତି ଆସେ ବି ମରଣ : ମା ହେବା ଆଗରୁ ଆରପାରିକୁ ଚାଲିଗଲେ ଯୁବତୀ
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏକ ମୃତ ଓ ପାଞ୍ଚ ଅହତ
ପାଇକମାଲ(ଗୌରାଙ୍ଗ ଚରଣ ଦାଶ) :- କେତେ ସ୍ବପ୍ନ ଦେଖିଥିଲେ ଇନ୍ଦ୍ରମଣି | ବାପାହେବାର ସ୍ବପ୍ନ ଦେଖୁଥିବା ଇନ୍ଦ୍ରମଣି କେବେ ଭାବିନଥିଲେ ଯେ ତାଙ୍କ ଧର୍ମପତ୍ନୀ ତାଙ୍କ ଛୁଆକୁ ସଂସାରକୁ ଆଣିବା ବଦଳରେ ସଂସାର ଛାଡିଯିବେ ବୋଲି ଆଉ କେବେ ବି…