Browsing Category

ଅଘଟଣ

କୋମନା ରେ ଟଙ୍କା ଲୁଟ ଉଦ୍ୟମ,ଅଳ୍ପକେ ରକ୍ଷା ପାଇଲେ ବୃଦ୍ଧ

କୋମନା/ଭାଗିରଥି ଭୋଇ - କୋମନା ସହରରେ ଜଣେ ବୃଦ୍ଧ ଲୁଟରୁ ଅଲ୍ପକେ ବର୍ତି ଯାଇଛନ୍ତି । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ରୁ ୮୦ ହଜାର ଟଙ୍କା ଆଣୁଥିବା ବେଲେ ଏଭଳି ଘଟଣା ଘଟିଛି  । ସୂଚନା ଅନୁସାରେ କୋମନାର ଧୁରନ୍ଧର ନାଏକ  ଟଙ୍କା ଉଠାଇ ଆସୁଥିବା ବେଲେ ଦୁଇ ଜଣ ବାଇକ ଆରୋହୀ ଟଙ୍କା ଝାମ୍ପି…

ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରୁ ଛୁଆ ଚୋରି

ଚିକିତ୍ସାଧିକାରୀ କହିଲେ " ଆମ କର୍ମଚାରୀଙ୍କ କିଛି ଦୋଷ ନାହିଁ, ପରିବାରଲୋକଙ୍କ ଅସାବଧାନତା ଯୋଗୁ ଘଟିଛି"  ପାଟଣାଗଡ଼ :  ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରୁ ବୁଧବାର ପୂର୍ବାହ୍ନ ୧୧ଟାରେ ନବଜାତ ଶିଶୁପୁତ୍ର ଚୋରି ହୋଇଥିବା ଅଭିଯୋଗ ହୋଇଛି। ପାଟଣାଗଡ ପୋଲିସ ଖବର ପାଇ…

 ଲାଞ୍ଚ ନେଲାବେଳେ ଭିଜିଲାନ୍ସ ଖାପଚରେ ଆରଆଇ 

 ସୁନ୍ଦରଗଡରୁ ହୋରାଚାନ୍ଦ ଦେଉରିଆ  : ଆଜି ଭିଜିଲାନ୍ସ ଖାପଚ ରେ ପଡ଼ି଼ଛନ୍ତି ଜଣେ ଲାଞ୍ଚୁଆ ଆରଆଇ | ଜଣେ ଲୋକ ଠାରୁ ୮୦୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରେଡ ହାଣ୍ଡ ଧରିଛି | ଅଭିଯୁକ୍ତ ଆରଆଇଙ୍କ ନାମ  ସୁଧୀର ନାଏକ | ଡୁମାବାହଲ ଆର ଆଇ ଥିବା ସୁଧୀର ଜମି ବାଡ଼ି ଇନକ୍ୱାରୀ…

ଶୁଭାରମ୍ଭ ହେଲା “ଘରେ ଘରେ ଶଙ୍ଖ” କାର୍ଯ୍ୟକ୍ରମ

ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜୟନ୍ତୀ  ବାଲେଶ୍ୱର,(ଉଜ୍ଜ୍ୱଳ କର) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ବିଜୁ ଜନତା ଦଳ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପାଳିତ ହୋଇ ଯାଇଛି । ବାଲେଶ୍ୱର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ…

ଅଷ୍ଟମ ଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ଉତ୍ତେଜନା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାସ୍ତା ଅବରୋଧ

ସମ୍ପୃକ୍ତ ଅଧିକାରୀ ଓ ପ୍ରଧାନ ଶିକ୍ଷୟିତ୍ରୀଙ୍କ  ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ସହ ପରିବାରକୁ ସହାୟତା ପ୍ରଦାନର ଦାବି ୨.୫ଲକ୍ଷର ସହାୟତା ଘୋଷଣା ପରେ ଅବରୋଧ ହଟିଥିଲା ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାରେ ଆଶ୍ରମ, ସେବାଶ୍ରମ ଓ କନ୍ୟାଶ୍ରମ ବିଦ୍ୟାଳୟ ଉପରେ ପଡ଼ିଛି…

 ଜାଗରରେ ଅଘଟଣ : ଦୀପରୁ ଲେହେଙ୍ଗାରେ ନିଆଁ, ଆଉ ……..

ବାରିପଦା(ଅରବିନ୍ଦ ଦାସ )-: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଦେବଶୋଳ ମନ୍ଦିରରେ ପବିତ୍ର ଶିବରାତ୍ରିରେ ଜାଗର ଦୀପର ନିଆଁରେ ଅଘଟଣ । ମନ୍ଦିରରେ ଜଳୁଥିବା ଅଖଣ୍ଡ ଦ୍ୱୀପରୁ ମହିଳା ଭକ୍ତଙ୍କ ଅସାବଧାନତା କାରଣରୁ ଲେହେଙ୍ଗାରେ ନିଆଁ ଲାଗିଯାଇଥିଲା ।  ଫଳରେ ମହିଳା ଜଣଙ୍କ ଶରୀରର ୪୦…

ମାଫିଆଙ୍କ ଦାଦାଗିରି : ବନବିଭାଗ କର୍ମଚାରୀକୁ ନିସ୍ତୁକ ମାଡ, ଗାଡି ଉପରେ ଆକ୍ରମଣ 

ଓଡଗାଁ, (ଶ୍ରୀକାନ୍ତ ମିଶ୍ର) : ଓଡଗାଁ ବନବିଭାଗ ପାଟ୍ରୋଲିଂ ଗାଡି ଉପରେ ଆକ୍ରମଣ ଯୋଗୁଁ ଫରେଷ୍ଟର ଜୋତିରଞ୍ଜନ ମାନସିଂ ଓ ଗାଡି ଡ୍ରାଇଭର ବିଜୟ ରଞ୍ଜନ ମିଶ୍ର ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ସହକର୍ମୀ ମାନେ ଆଂଶିକ  ଆହତ ହୋଇଥିଲେ । ଓଆର ୨୫ ସି ୬୪୯୪ ପାଟ୍ରୋଲିଂ ବୋଲେର ଗାଡିକୁ ହାଣି…

ହର ହର ମୋଦି, ଘର ଘର ମୋଦି”କୁ କାଉଣ୍ଟର କରିବ ” ସବୁ ଘରେ ଶଙ୍ଖ, ସବୁରି ହୃଦୟରେ ନବୀନ” !!!!

ଭୁବନେଶ୍ୱର : ଏବେ ଚାଲିଛି ସ୍ଲୋଗାନର ଜମାନା | ଭୋଟର ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ବା ଆକର୍ଷିତ କରିବା ପାଇଁ ଆକର୍ଷଣୀୟ ସ୍ଲୋଗାନ ପ୍ରସ୍ତୁତ କରାଯାଉଛି | ୨୦୧୪ ନିର୍ବାଚନ ପୂର୍ବରୁ ଏଜ କ୍ୟାଚି ସ୍ଲୋଗାନ କରିଥିଲା ବିଜେପି, ଯାହାକି ଭଲ ପ୍ରଭାବ ପକାଇଥିଲା | ସେଇଟା ଥିଲା "ହର ହର ମୋଦି,…

ଜେଞରା ରୁ ଅଜଣା ଶବ ଉଦ୍ଧାର

ନୂଆପଡ଼ା(ଅମିତ କୁମାର ପୁରୋହିତ):  ଜିଲ୍ଲା ଖରିଆରରୋଡ ଜୋଙ୍କ ଥାନା ଅଧିନ ଜେଞରା ନିକଟ ବଏଲର ଫାର୍ମ ନିକଟରେ ଏକ ଅଜଣା ଶବ କୁ ପୁଲିସ ଦ୍ୱାରା ଉଦ୍ଧାର କରାଯାଇଛି । ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ । ଏନେଇ ଜୋଙ୍କ ଥାନାରେ ଏକ ଅପମୃତ୍ୟୁ  ମାମଲା ରୁଜୁ କରି ପୁଲିସ ଛାନଭିନ ଆରମ୍ଭ…

ଦୁର୍ଘଟଣାରେ ଯୁବକ ଗୁରୁତର

ନୂଆପଡ଼ା(ଅମିତ କୁମାର ପୁରୋହିତ); ସଦର ଥାନା ଅଧୀନ କୋଟେନଚୁଆ ଠାରେ  ବାଇକ୍ ଦୁର୍ଘଟଣାରେ ଜଣେ ନବ ବିବାହିତ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ ହେଲେ କୋଟେନଚୁଆଁ ଗାଁର ପରମେଶ୍ୱର ରାଉତ(୨୦) । ଅପରାହ୍ନରେ ପରମେଶ୍ୱର ତିଲେଇଝର ଗାଁ ପଟକୁ ବୁଳିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରିବା…