Browsing Category

ଅଘଟଣ

କୂଅରୁ ମିଳିଲା ମୃତ ଦେହ , ହତ୍ୟା ସନ୍ଦେହ 

ଧର୍ମଗଡ/ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ  ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ପଦ୍ମପୁର ଜଗବନ୍ଧୁ ଶବରଙ୍କ କୂଆରୁ ଏକ ମୃତ ଶରୀର ଉଦ୍ଧାର କରାଯାଇଛି |  ମୃତ ବ୍ୟକ୍ତି ଜଣକ ହେଉଛନ୍ତି  ସେହି ଗ୍ରାମର ପୂର୍ଣ୍ଣ ଶବର ବୟସ 38 |ସେ କେଗାଁ ଆସି ବ୍ୟାଙ୍କ ରୁ ଟଙ୍କା…

ଭିଜିଲାନ୍ସ ଜାଲରେ ପାଟଣାଗଡ ଏନଏସି ଜେଇ ଦେବୀ ପ୍ରସାଦ ମିଶ୍ର 

ବଲାଙ୍ଗୀର/ସ୍ୱତନ୍ତ୍ରପ୍ରତିନିଧି : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ଏନଏସିର ଜେଇ । ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜେଇ ଦେଵୀ ପ୍ରସାଦ ମିଶ୍ରଙ୍କୁ ଧରିଲା ଭିଜିଲାନ୍ସ । ପରେ ତାଙ୍କୁ ଗିରଫ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଫାଇନାଲ ବିଲ କରାଇଦେବାକୁ ସେ ଲାଞ୍ଚ ନେଉଥିଲେ…

ଗୋଟିଏ ଦିନରେ ୨ଟି ଚୋରୀ

ଓଡ଼ଗାଁ, କୁରାଳ,(ଶ୍ରୀକାନ୍ତ ମିଶ୍ର) : ଗତକାଲି ସୋମବାର ସକାଳ ୯ଟା ବେଳେ ଓଡ଼ଗାଁ ସିନେମାହଲ ଛକରୁ ଗୋଟିଏ ପାଣିପମ୍ପ ଏବଂ ବିଳମ୍ବିତ ରାତିରେ କୁରାଳ ଠାକୁରାଣୀ ସାହିର ବସନ୍ତ କୁମାର ସାହୁଙ୍କ ଘରୁ ସୁନା ରୁପା ଅଳଙ୍କାର ସହିତ ନଗଦ ଟଙ୍କା ଚୋରୀହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଓଡ଼ଗାଁ…

ସାପୁଆ କେଳାକୁ ଦଂଶିଦେଲା ବିଷଧର 

ମେଲଛାମୁଣ୍ଡା(ମନୋଜ ଭୋଇ)-ଗ୍ରାମାଂଚଳରେ ଏକ ଲୋକ କଥା ଅଛି “ସାପୁଆ କେଳାକୁ ସାପ ଖାଏ” ଏହି ଲୋକ କଥାଟି ଆଜି ସତ୍ୟ ପ୍ରମାଣିତ ହୋଇଯାଇଛି ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସାଲେପାଲି ଗ୍ରାମରେ । ପୂର୍ବରୁ ଅଂଚଳରେ ସାପୁଆକେଳା ଭାବେ ବେଶ ପରିଚିତ ଥିବା ସାଲେପାଲି ଗ୍ରାମର ଅଭିମନ୍ୟୁ ବିଶି(୪୫)ଙ୍କ…

ଗାଧୋଇବାକୁ ଯାଇ ନିଖୋଜ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ସମ୍ବଲପୁର ଜିଲ୍ଲା ରେଢାଖୋଲ ଥୀନା ସାମସିଙ୍ଗା ଗ୍ରାମର ଭୀମସେନ ପ୍ରଧାନ ନିକଟସ୍ଥ ନାଳକୁ ଗାଧେୀଇବା କୁ ଯାଇ ଆଉ ଘରକୁ ଫେରିନଥିବା ଥାନାରେ ଅଭିଯୋଗ ହେଇଛି  Iସୂଚନା ଯୋଗ୍ୟ ଯେ, ଗତ ରବିବାର ସକାଳେ ଭୀମସେନ ଗ୍ରାମ ନିକଟସ୍ଥ ନାଳ କୁ…

ଫ୍ଲିପକାର୍ଟ ପଛରେ ଲାଗିଛନ୍ତି ସାଇବର ଠକ

ହୋମ ଡେଲିଭରି କରିଦେବୁ କହି ଠକିନେଲେ ଦଶ ହଜାର ଟଙ୍କା  କୋମନା (ଭାଗିରଥି ଭୋଇ)- କେତେବେଳେ ପଇସା ଜମା କରିଦେବା ବାହାନା ତ କେତେବେଳେ କାର୍ଡର ନବୀକରଣ କରିଦେବୁ କହି ଠକି ନେଉଛନ୍ତି ହଜାର ଜହାର ଟଙ୍କା । ଏଥିରେ ପେଶି ହେଉଛନ୍ତି ଗରିବ ଜନତା । ନିରହ ଗରିବ ଲୋକେ ସାଇବର ଅପରାଧ ବିଷୟରେ କିଛି…

ବାଙ୍କସାଲ ଡ୍ୟାମରେ ବୁଡି ମସ୍ୟଜୀବୀଙ୍କ ମୃତ୍ୟୁ 

ସମ୍ବଲପୁର/ଜମନକିରା(ରମାକାନ୍ତ ବିଶ୍ବାଳ ): ଜମନକିରା ବ୍ଲକ ସୁଦବଲଣ୍ଡl ରେ ଥିବା ବାଙ୍କସାଲ ଡ୍ୟାମ ରେ ବୁଡି ଜଣେ ମସ୍ୟଜୀବି ଙ୍କ ମୃତ୍ୟୁ ହୋଇଛି l ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରିଛି l ମୃତ ଯୁବକ ଜଣକ ହେଲେ ସୁଦବଲାଣ୍ଡl ରାଉତପଡା ଗ୍ରାମ ର ଚରଣ ସିଂ(42) ବୋଲି…

ଓକିଲ-ଆରଆଇ ଗଣ୍ଡଗୋଳ : ଉଭୟ ପକ୍ଷରୁ ଥାନାରେ ଅଭିଯୋଗ 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)   : ଓଡ଼ଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ଓକିଲ ଏବଂ ଆରଆଇଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁଁ ଓଡ଼ଗାଁ ଥାନାରେ ଉଭୟ ପକ୍ଷରୁ ୨ଟି ଅଭିଯୋଗ ହୋଇଛି । ଗତକାଲି ଗୁରୁବାର ଅପରାହ୍ନ ୧ଟା ବେଳେ କୋମଣ୍ଡ ଆରଆଇ ଧନଞ୍ଜୟ ସାହୁ ତହସିଲ କାର୍ଯ୍ୟାଳୟ ଆସିଥିବା ବେଳେ ଓକିଲମାନଙ୍କ…

ନାବାଳିକା ଦୁଷ୍କର୍ମ  ଅଭିଯୋଗ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):  ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ନିକଟ ଏକ ଗାଁର ଜଣେ ନାବାଳିକାକୁ  ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିିଯୋଗ ହୋଇଛି । ପୋଲିସ ୧୪୩/୨୦ରେ ମାମଲା ରୁଜୁ କରି ଡାକ୍ତରୀମାଇନା ପରେ ଆଜି ୧୬୪ରେ ନାନାଳିକାର ବୟାନ ରେକଡ କରି ବାପାକୁ ହସ୍ତାନ୍ତର କରିଥିଲେ ।…

ଯୁବତୀଙ୍କ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନାରେ ସନ୍ଧ୍ୟା ସମୟରେ ଛେଳିଆମାଲ ଗ୍ରାମରେ ଏକ ଯୁବତୀର ଖଣ୍ଡିତ ଶବ ପଡିଥିବା ଖବର ପାଇବା ପରେ ପାଇକମାଲ DSP ଶ୍ରୀ ଦିନେଶ ନାଏକ , ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ତୁରନ୍ତ ନିଜର ସହକର୍ମୀ ଙ୍କର ସହିତ ଘଟଣା ସ୍ଥଳକୁ ପହଂଛି ଥିଲେ । ଘଟଣା ସ୍ଥଳରେ…