Browsing Category

ରାଜନୀତି

ବିଜେଡିରେ ସାମିଲ ହେଲେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳରପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ୱାର୍ଡମେମ୍ବର , ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ…

ରଣପୁରରେ ଫଳକ ରଣ : ଉପାଧ୍ୟକ୍ଷଙ୍କ ଅଭିଯୋଗ, ଉପେକ୍ଷା କରିଛି ପ୍ରଶାସନ !

ରଣପୁର/ପ୍ରସନ୍ନ ସାମନ୍ତରାୟ : ନୟାଗଡ ଜିଲ୍ଲା ରଣପୁର ପଞ୍ଚାୟତ  ସମିତି କାର୍ଯ୍ୟାଳୟ ପରିସରରେ ସୋମବାର ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା  ମିଶନଶକ୍ତି ଗୃହର ଶିଳାନ୍ୟାଶ ଓ ଭିତ୍ତି ପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷଙ୍କୁ ଉପେକ୍ଷା କରାଯାଇଥିବା ଅଭିଯୋଗ ହୋଇଛି…

ଖାଲି ଖାଲିରେ ଚାଲିଛି ପଦ୍ମପୁର ଉପଖଣ୍ଡ ପ୍ରଶାସନ !

ପୁରଣ କରିବାକୁ ଦାବିପତ୍ର ଦେଲେ ସାଂସଦଙ୍କ ସ୍ଥାନୀୟ ପ୍ରତିନିଧି ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ହେଉଛି ବରଗଡ଼ ଜିଲ୍ଲାର ଜିଲ୍ଲାର ସର୍ବବୃହତ ଉପଖଣ୍ଡ lପଦ୍ମପୁର ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଳକ ଏବଂ ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି l ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ…

ଭାରତୀୟ ଜନତାପାର୍ଟି ପକ୍ଷରୁ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବୈଠକ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ରବିବାର ଭାରତୀୟ ଜନତା ପାର୍ଟିର ପଞ୍ଚାୟତ ନିର୍ବାଚନ ନିମନ୍ତେ ତୁମ୍ଭଅଣ୍ଡେଇସାହି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଚୟନ ନିମନ୍ତେ ବୈଠକ ତୁମ୍ବେଶ୍ୱର ମହାଦେବ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ସରପଞ୍ଚ ପ୍ରାଥୀନୀ ପାଇଁ ଶ୍ରୀମତୀ…

ବିଜେଡି କର୍ମୀଙ୍କ କଂଗ୍ରେସରେ ଯୋଗଦାନ

ବଲାଙ୍ଗିର (ନିରୋଜ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ମିର୍ଦ୍ଧାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଗାଁ ଗ୍ରାମର ବରିଷ୍ଠ ବିଜେଡି କର୍ମୀ ପୂର୍ବତନ ୱାର୍ଡ ମେମ୍ବର ମଟିଆ ଜାଲ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଆଦର୍ଶ ଏବଂ ତାଙ୍କ ଉନ୍ନୟନାଭିମୁଖୀ କାର୍ଯ୍ୟକ୍ରମରେ…

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପରଲୋକ: ମୁଖ୍ୟମନ୍ତ୍ରୀଙ୍କ ଶୋକ

ଝାରସୁଗୁଡା/ ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ଟାଣୁଆ ନେତା, ଓଡ଼ିଶା ବିଧାନସଭାରେ ପୂର୍ବତନ ବାଚସ୍ପତି ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ହୃଦଘାତରେ ମାତ୍ର ୬୩ ବର୍ଷ ବୟରେ ଅକାଳ ବିୟୋଗ ଘଟିଛି । 1990ରେ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ଶ୍ରୀଯୁକ୍ତ ମହାନ୍ତି…

ପଂଚାୟତ ଓ ପୌର ଭୋଟ ଆଗରୁ ବିଜେଡିରେ ଫଟାଫଟି !

ନେତାଙ୍କ ଭିତରେ ମନ ମେଳ ନାହିଁ କିଏ କରେଇବ ମିଟି ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ରାଜ୍ୟରେ ପଞ୍ଚାୟତ ଓ ପୋୖରପରିଷଦ ନିର୍ବାଚନ ପାଇଁ ସବୁ ଦଳରେ ଏବେ ତତ୍ପରତା ଦେଖା ଦେଇଛି I ବିଜେଡି ସବୁ ଦିଗରୁ ସୁଦୃଢ଼ ଥିଲେ ବି ଘୁ.ଉଦୟଗିରି ବିଜେଡିରେ କେଁ ଥିବା ଦେଖା ଦେଇଛି I ଏହି ବିବାଦ ପୂର୍ବତନ…

କୃଷି ବିଭାଗରେ ୨୦୦ କୋଟିରୁ ଉର୍ଧ୍ଵ ଟଙ୍କାର ଘୋଟାଲାର ଅଭିଯୋଗ ଆଣିଲେ ପ୍ରଦୀପ ପୁରୋହିତ

ଘୋଟାଲା ବିରୁଦ୍ଧରେ ସିବିଆଇ ତଦନ୍ତ ଦାବୀ ସହ ଆନ୍ଦୋଳନ କରିବ କୃଷକ ମୋର୍ଚ୍ଚା ଭୁବନେଶ୍ୱର: କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା…

ବିଜେଡି ର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ : , ଅସ୍ତରଙ୍ଗ ବ୍ଲକ ବିଜୁ ଜନତା ଦଳ ତରଫରୁ ବେ,ଜେ, ଡି ର 25 ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ, ଏହି ବ୍ଲକ ଅଧିନ, ନମାରୋ ଗ୍ରାମ ପଡ଼ିଆ ଠାରେ ରବିବାର ଦିନ ରୌପ୍ୟ ଜୟନ୍ତି ସମାରୋହ ପାଳିତ ହୋଇ ଯାଇ ଅଛି । ପ୍ରାରମ୍ଭରେ ମନ୍ତ୍ରୀ ତୁଷାର କାନ୍ତି ବେହେରା,…

ମହାମିଶ୍ରଣ : ବିଜେଡିରେ ଯୋଗଦେଲେ ବହୁ ବିଜେପି-କଂଗ୍ରେସ ନେତା ଓ କର୍ମୀ

ନୟାଗଡ଼ (ବିଶ୍ଵଜିତ ନାୟକ)-ନୟାଗଡ଼ ପୌରପରିଷଦ ଅଂଚଳର ବହୁ ପ୍ରମୁଖ ବିଜେପି ଓ କଂଗ୍ରେସ ନେତା ଆଜି ବିଧିବଦ୍ଧ ଭାବରେ ବିଜେଡିରେ ଯୋଗଦେଇଛନ୍ତି | ସେହିପରି ନୟାଗଡ଼ ନିର୍ବାଚନ ମଣ୍ଡଳୀ ର ୬ ଗୋଟି ପଞ୍ଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ମଧ୍ୟ ଆଯି ବିଜେଡିରେ ସାମିଲ ହୋଇଛନ୍ତି । ନୟାଗଡ଼…