Browsing Category

ରାଜନୀତି

ଅମିତ୍ ନନ୍ଦନ ଜୟ ଶାହାଙ୍କୁ ଘଂଟ ଘୋଡାଇଛନ୍ତି ନରେନ୍ଦ୍ର 

    • ପ୍ରବର୍ତନ ନିର୍ଦେଶାଳୟ , ଆୟକର ବିଭାଗ ଏବଂ ସିବିଆଇ ତୁରନ୍ତ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ।  • ସୁପ୍ରିମ୍ କୋର୍ଟ ର ଦୁଇଜଣ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ କରାଯାଉ । • ନରେନ୍ଦ୍ର ମୋଦି, ଅମିତ୍ ଶାହା ଏବଂ ତାଙ୍କ ପୁଅ ଜୟ ଶାହାଙ୍କ…

ତାରାଙ୍କୁ ଅଦାଲତୀ ମାଡ, କାଟ ଖାଇଲା ପିଟିସନ

  କଟକରୁ ସ୍ୱତନ୍ତ୍ର ପ୍ରତିନିଧି : କୋରାପୁଟ୍‌ ଜିଲ୍ଲା ଜୟପୁର ନିର୍ବାଚନୀ ମଣ୍ଡଳୀରୁ ଗତ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ଦ୍ୱାରା ଆଗତ ଏକ ନିର୍ବାଚନୀ ମାମଲା କୁ କାଏମ ରଖି କଂଗ୍ରେସର କୁଳିଆ ବିଧାୟକ ତାରା ବାହିନୀପତିଙ୍କ…

ଜାଭେଦକର କଣ ସିବିଆଇର ମୁଖପାତ୍ର, ବିଜେଡିର ପ୍ରଶ୍ନ  ସିବିଆଇକୁ ହତିଆର ଭାବେ ବ୍ୟବହାର କରୁଛି ବିଜେପି ସରକାର 

  ଭୁବନେଶ୍ୱର: “ଆହୁରି ବିଜେଡି ସାଂସଦ ଓ ବିଧାୟକଙ୍କୁ ସିବିଆଇ ବାନ୍ଧିବ” ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କର ବକ୍ତବ୍ୟ ଉପରେ ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକର କ’ଣ ସିବିଆଇର ମୁଖପାତ୍ର ନା ସିବିଆଇ ତାଙ୍କ ଅଧୀନରେ କାର୍ଯ୍ୟ…

ମିଛ ଓ ମିଛୁଆଙ୍କୁ ଓଡ଼ିଶାବାସୀ ଗ୍ରହଣ କରନ୍ତିନି  : ନବୀନ , କଲ୍ୟାଣ କ୍ଷେତ୍ରରେ ଆମର କାମ ସାରା ଦେଶ ପାଇଁ ମଡେଲ୍‍…

  ଭୁବନେଶ୍ୱର: ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ସାଲିଆସାହି ଠାରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ  ହୋଇଯାଇଛି । ଏହି ଜନସଂପର୍କ ପଦଯାତ୍ରାକୁ ସମ୍ବୋଧିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତାଙ୍କ ଅଭିଭାଷଣରେ…

କଂଗ୍ରେସକୁ ଝଟକା, ବିଜେପୁର ଏନ୍‍ଏସି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ୬ କଂଗ୍ରେସ କାଉନ୍‍ସିଲର ବିଜେଡିରେ 

  ଭୁବନେଶ୍ୱର: ସ୍ବର୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର ବିଜେଡି ରେ ଯୋଗଦାନ କଂଗ୍ରେସ ପାଇଁ ମସ୍ତବଡ ଝଟକା ହୋଇଥିବା ହେବେ ଆଜି ପୁଣି ଏକ ଝଟକା ପହଂଚିଛି ବିଜେପୁର ଏନଏସି ହାତରୁ ଚାଲିଯିବା ପରେ । ମୃତ ସୁବଳଙ୍କ ପତ୍ନୀ ରୀତା ସାହୁଙ୍କ ନେତୃତ୍ୱରେ ବିଜେପୁର ଏନ୍‍ଏସି ଅଧ୍ୟକ୍ଷ ମୀନା ସେଠ୍‍…

ହେ ନବୀନ …ଭଲ କରି ଚିହ୍ନିରଖ ଭ୍ରାତାଙ୍କ ବଦନ :  ବିଜେଡିରେ ବାରଭାଇ ଆଖଡ଼ା, ମାମଲତକାର ସାଜିଛନ୍ତି ଉଡା- ଦଳ…

  ବାରିପଦାରୁ ଦିଲ୍ଲୀପ ମହାନ୍ତିଙ୍କ ରିପୋର୍ଟ :  ଅନ୍ୟର ସମ୍ପତ୍ତି ଦଳୀୟ ଏସେଟ  ବିଜେଡ଼ି ନିମନ୍ତେ ମହଙ୍ଗା ହୋଇପାରେ  । କ୍ଷମତା ଦଖଲର ଲାଳସାରେ କିଛି ସୁବିଧାବାଦି ରାଜନେତାଙ୍କ ଏଡାଳରୁ ସେ ଡାଳକୁ ଡ଼ିଆଡେଇଁ ମାରିବା ଭଳି ଦଳ ବଦଳ କରିବା ଦୃଶ୍ୟ ସମଗ୍ର ଭାରତ ବର୍ଷରେ ନୂଆ କଥା ନୁହେଁ ।…

ବିଜେପୁର ଉପ ନିର୍ବାଚନ ପାଇଁ ପିସିସି ପକ୍ଷରୁ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠିତ

  ଭୁବନେଶ୍ୱର ତା ୬.୧୦. - ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ଏକ ଚାରି ଜଣିଆ ପର୍ଯ୍ୟବେକ୍ଷକ ମଣ୍ଡଳୀ ଗଠନ କରିଛନ୍ତି । ଏହି ପର୍ଯ୍ୟବେକ୍ଷକ ମଣ୍ଡଳୀର ମୁଖ୍ୟ ସଂଯୋଜକ ରୂପେ ଝାରସୁଗୁଡା ବିଧାୟକ ନବ କିଶୋର ଦାସ ରହିଥିବା ବେଳେ…

ଟଙ୍କିକିଆ ଚାଉଳକୁ ନେଇ ବିଜେଡି-ବିଜେପି କଳି : ଯଦି ଦୟା ନୁହେଁ କର୍ତବ୍ୟ, ତେବେ ଏ ପିଲା କଳି କାହିଁକି

  ଭୁବନେଶ୍ୱର ରୁ ମାନସୀ ମିଶ୍ର  : ଭାରତର ଜଣେ ବି କେହି ଭୋକରେ ନରହିବେ ତାହାକୁ ଦୃଷ୍ଟିରେ ରଖି  ତତ୍କାଳୀନ ମନମୋହନ ସିଂ ଉପା ସରକାର ଖାଦ୍ୟ ସୁରକ୍ଷା ଆଇନ ଆଣି ଖାଦ୍ୟକୁ ଏକ ଅଧିକାର ଭାବେ ନିଶ୍ଚିତ କରାଇଲେ। ପ୍ରାୟ ୧.୨ ବିଲିଅନ ଲୋକଙ୍କୁ ଖାଦ୍ୟ ନିଶ୍ଚିତ କରିବାକୁ କଂଗ୍ରେସ ସରକାରଙ୍କ…

ବମୀଖାଲ ଓଭର ବ୍ରିଜ଼ ଭୁଶୁଡିବା ମାମଲାରେ ପୂର୍ତ୍ତ ବିଭାଗ ରିପୋର୍ଟ ବିଶ୍ୱାସ ଯୋଗ୍ୟ ନୁହେଁ, ହତ୍ୟା ମାମଲା ରୁଜୁ କରଯାଉ…

  ଭୁବନେଶ୍ୱର(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ସେତେବେଳେ ଓଡିଶା ଠିକାଦାର ସଂଘ ସଭାପତି ସଙ୍ଗିନ ଅଭିଯୋଗ ଆଣି କହିଥିଲେ ଯେ ପୂର୍ତ୍ତ ସଚିବ ନଳିନୀ ପ୍ରଧାନଙ୍କ ଅର୍ଥ ପଣ୍ଡା କମ୍ପାନୀରେ ଲାଗିଛି। ପୂର୍ବତନ ଆଇନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କର ମଧ୍ୟ ପଣ୍ଡା ଇନଫ୍ର ସହ ସମ୍ପର୍କ ଅଛି…

 ଆଉ ଭୋଟ ଲଢ଼ିବିନି, ହେଲେ ରାଜନୀତିରୁ ସନ୍ୟାସ ନେବିନି : ନରସିଂହ , ୭୦ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିରେ ରହିବା…

   ବଲାଙ୍ଗୀରରୁ ନିରୋଜ କୁମାର ମିଶ୍ର  : କଂଗ୍ରେସସ ୭୦ ବର୍ଷରୁ ଉର୍ଧ୍ଵ ବୟସର ନେତାଙ୍କୁ କୌଣସି ସାଙ୍ଗଠନିକ ଦାଇତ୍ୱ ବା କୌଣସି ରାଜ୍ୟର ପ୍ରଦେଶ କଂଗ୍ରେସସ ସଭାପତି କରିବା ଅଣ ବିଧାୟକ ବା ସଂସଦ ଭାବେ ଲଢ଼ିବା ପାଇଁ ସୁଯୋଗ ନଦେବାକୁ ଅଖିଳ ଭାରତ କଂଗ୍ରେସ କମିଟି ଚିନ୍ତା କରୁଥିବା ତଥା ଏ…