Browsing Category

ରାଜନୀତି

ଧର୍ମେନ୍ଦ୍ର ହେଉଛନ୍ତି ଲୋଭନୀୟ ମିଛର ସୌଦାଗର !!!!!

ପାଇପ୍‍ ଯୋଗେ ରନ୍ଧନ ଗ୍ୟାସ୍‍ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ୨୦୦୯ ମସିହାରୁ ଦାବି କରିଆସୁଛନ୍ତି କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ସତ୍ୟର ଅପଳାପ: ବିଜେଡି ପାଣି ଓ ଗ୍ୟାସ ମାମଲାରେ ବିଜେଡିକୁ ପୁଣି ମିଛୁଆ ରାଧୁଆ : ବିଜେପି  ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଖୁବ୍‍ଶୀଘ୍ର କଟକ-ଭୁବନେଶ୍ୱରକୁ…

ବଲାଙ୍ଗୀର ଆସୁଛନ୍ତି ମୁଖ୍ୟମନ୍ତ୍ରୀ, କଂଗ୍ରେସ ରଥ ବୁଲାଇଲା

  ୫ଟି ଦାବି ଉପରେ ନବୀନଙ୍କ ଜବାବ ମାଗିଲା  ବଲାଙ୍ଗୀରରୁ ନୀରୋଜ ମିଶ୍ର/ଗୁରୁଶଙ୍କର ପାଇକ :  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗିର ଗସ୍ତରେ  ଆସୁଛନ୍ତି  । ୧୦ଟା ୫୫ ମିନିଟ୍ରେ ସେ ମନୋହରପୁର ହେଲିପ୍ୟାଡରେ ଓହ୍ଲାଇବା ପରେ ସେଠାରୁୁ ସର୍କିଟ ହାଉସ ଅଭିମୁଖେ ଯାତ୍ରା କରିବେ ।…

ପାଇକଙ୍କ ପାଇଁ ଦରଦ ନା ପତିଆରା ରାଜନୀତି !!!!!!!!!!!!!

  ଯଦି ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ତେବେ ସେ ସଂଗ୍ରାମ ଲଢ଼ିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ  ମାନ୍ୟତା ଦିଆଯାଉ ସେମାନଙ୍କ ପରିବାରକୁ ମଧ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଭାବେ ଉପଯୁକ୍ତ ମର୍ଯ୍ୟାଦା ଦିଆଯାଉ  ପାଇକ ଲଢ଼େଇକୁ ସ୍ୱାଧୀନତା ସଂଗ୍ରାମ ଦାବି ବା ସେମାନଙ୍କୁ…

ରାଜନୀତି ଭିତରେ ପଲିଟିକ୍ସ ପଶିଯାଇଛି, ଅଙ୍ଗନବାଡି ଆନ୍ଦୋଳନ ତ ନୁହେ ଦୁଇ ଦଳଙ୍କ ବଳ କଷାକଷି 

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବି ଗୋଟିଏ ଗୋଷ୍ଠୀ ଜିଦରେ   କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧସେଇ ପଶିଲେ ରାଜଧାନୀରେ ନବୀନଙ୍କୁ କୃତଜ୍ଞତା ଜଣାଇଲେ ସହସ୍ରାଧିକ ଅଙ୍ଗନବାଡି କର୍ମଚାରୀ ବିଜେଡି ପଚାରିଲା -ବିଜେପି ଶାସିତ ରାଜ୍ୟରେ ଅଙ୍ଗନବାଡି କର୍ମୀଙ୍କ ଦରମା କେତେ …

ବିଦ୍ବେଷ ଏବଂ ଅସହିଷ୍ଣୁତା-ମୋଦି ସରକାରଙ୍କ ଭୂଷଣ : ଡା. ରାଉତ

  ଭୁବନେଶ୍ୱରରୁ ଚକ୍ରଧର ମାଝୀ :  ଭୁବନେଶ୍ୱରରୁ ଚକ୍ରଧର ମାଝୀ : ଏକତା, ଅଖଣ୍ଡତା, ଧର୍ମନିରପେକ୍ଷତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ଭାରତବର୍ଷରେ ସମ୍ପ୍ରତି ହିଂସା, ଦ୍ୱେଷ ଓ ଅସହିଷ୍ଣୁତାର ବାତାବରଣ ସୃଷ୍ଟି କରିବାର ଅପଚେଷ୍ଟା କରାଯାଉଛି । କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଓ ତାଙ୍କ…

ବାଳାଶ୍ରମରେ ବିଜେଡି ପାଳିଲା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ

  ବାଲେଶ୍ୱରରୁ ଉଜ୍ଜ୍ୱଳ କର  : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୨ ତମ ଜନ୍ମୋସôବ ସମଗ୍ର ରାଜ୍ୟରେ ଆଜି ଧୁମଧାମରେ ପାଳିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସଦର ଶାଖା ପକ୍ଷରୁ ବାଳାଶ୍ରମ ଅନ୍ତେବାସୀଙ୍କ ଗହଣରେ ବେଶ୍…

 ନବୀନଙ୍କ ନୂଆ ଗିମିକ , କହିଁ ପର ନିଗାହେଁ  କହିଁ ପର ନିଶାନା : ଉଦ୍ଦେଶ୍ୟ ବିଜେପୁର ସିଟ, ଚାଷୀ ପ୍ରୀତି ବାହାନା

    ମାଷ୍ଟର ବ୍ଲାଷ୍ଟର ନବୀନ ପଟନାୟକ, ଅନ୍ୟମାନେ ଚିନ୍ତା କରିବା ଆଗରୁ ଏମିତି ଏକ ଚାଲ ଚକାଇଦେବେ ବିରୋଧୀ ପୁରା ଭାଁ ଭାଁ ଆଗକୁ ବିଜେପୁର ନିର୍ବାଚନ, ହେଲେ ଚତୁର ନବୀନ ....ବରଗଡ଼ ବାସୀଙ୍କ ସ୍ବପ୍ନ କଥା କହି ଘୋଷଣା କରିଦେଲେ ନୂଆ କାର୍ଯ୍ୟକ୍ରମ ....ବାସ୍ତବିକ କାହିଁ ପେ ନୀଗାହେଁ କାହିଁ…

ବଲାଙ୍ଗୀର ଜିଲ୍ଲାକୁ ମରୁଡି ଘୋଷଣା ଦାବି, କେନ୍ଦ୍ରର ଜନ ବିରୋଧୀ ନୀତିକୁ ନିନ୍ଦା , ବଲାଙ୍ଗୀର ରେ ଆମ ଆଦମୀ ପାର୍ଟିର…

    ବଲାଙ୍ଗୀରରୁ ନୀରୋଜ ମିଶ୍ର :ବଲାଙ୍ଗୀର ଜିଲ୍ଲାକୁ ସମ୍ପୂର୍ଣ ମରୁଡି ଘୋଷଣା କରିବା ଦାବି ସହ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଦ୍ୱାରା ହେଉଥିବା ପେଟ୍ରୋଲ, ଡିଜେଲ, ଜାଳେଣି ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆମ ଆଦମୀ ପାର୍ଟି ବଲାଙ୍ଗୀର ପକ୍ଷରୁ ବିରାଟ…

ସୂଚନା ଅଧିକାର କର୍ମୀଙ୍କ ମହାସମ୍ମିଳନୀ : ଲୋକଙ୍କ ଆୱାଜ ହିଁ ସୂଚନା ଅଧିକାରକୁ ସଫଳ କରିବ : ଆନସାରୀ

  ଭୁବନେଶ୍ୱର- ଜନ ସୂଚନା ଅଧିକାରୀମାନେ ସୂଚନା ନ ଦେବା ଓ ସୂଚନା କମିଶନଗୁଡିକରେ ମାମଲାଗୁଡିକର ଅହେତୁକ ବିଳମ୍ବ ଯୋଗୁଁ ସୂଚନା ଅଧିକାର ଆଇନର ସଫଳତାରେ ବାଧା ସୃଷ୍ଟି ହେଉଛି । ତେବେ ଲୋକ ଏହା ବିରୋଧରେ ସ୍ୱର ଉଠାଇଲେ ହିଁ ଏହାର ସମାଧାନ ହୋଇପାରିବ ବୋଲି  ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ୍…

 ପ୍ରଶଂସା ନା ଲହୁଣୀବୋଳା ମଧୁର ସମାଲୋଚନା !!!!!! ଧର୍ମେନ୍ଦ୍ରଙ୍କ ଜଣେ ଭାଗ୍ୟଶାଳୀ ଓ ପରିଶ୍ରମୀ ମନ୍ତ୍ରୀ : ପିନାକୀ

  ଭୁବନେଶ୍ୱର,- ବିଜେଡିର ଜଣକ ପରେ ଜଣେ  ବରିଷ୍ଠ  ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଭିନ୍ନ ସଭା ସମିତିରେ ପ୍ରଶଂସା କରିଚାଲିଛନ୍ତି  । ପୂର୍ବରୁ ବିଜେଡିର  ବରିଷ୍ଠ ନେତା ଡ. ଦାମୋଦର ରାଉତ , ଭର୍ତୃହରି ମହତାବ ଧର୍ମେନ୍ଦ୍ରଙ୍କୁ ପ୍ରଂଶସାରେ ପୋତି ପକାଇଥିବା ବେଳେ…