Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ବିପ୍ଳବକିଶୋର କାପଙ୍କ ମାରାଥନ୍ ପ୍ରଚାର
ନିଶ୍ଚିନ୍ତକୋଇଲି//ଦେବେନ୍ଦ୍ର ଷଢଙ୍ଗି : ରାଜ୍ୟ ସୁନାମଧନ୍ୟ ପ ।ୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦୃଢ ସମର୍ଥନରେ ନିଶ୍ଚିନ୍ତକୋଇଲି ବ୍ଲକ ୨୪ନଂ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ଭାବେ ଯୁବନେତା ଆର.କେ.ବିପ୍ଳବକିଶୋର କାପଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଟିକେଟ୍ ପ୍ରଦାନ କରାଯାଇଛି । ଆଗାମୀ…
ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରାପଡାରେ ବିଶାଳ ଭର୍ଚୁଆଲ ରାଲି
ମୋଦି ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ ବୈଜୟନ୍ତ ପଣ୍ଡାଙ୍କ ଆହ୍ବାନ
ଭୁବନେଶ୍ବର/କେନ୍ଦ୍ରାପଡା- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ପକ୍ଷରୁ ସଭାପତି କିଶୋର ପଣ୍ଡାଙ୍କ ଅଧକ୍ଷତାରେ ଆଜି ଅନୁଷ୍ଠିତ ହୋଇଥିବା ଏକ…
ଖସିଯାଉଛି ପାଦ ତଳର ମାଟି : ଗଜପତିରେ ବିଜେପିକୁ ଝଟକା ପରେ ଝଟକା
କାଲି ଛାଡିଥିଲେ ପୂର୍ବତନ ଜିଲ୍ଲା ସଭାପତି, ଆଜି ଛାଡିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା
ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତିରେ ଦୋହଲିଯାଇଛି ବିଜେପିର ମେରୁଦଣ୍ଡ | ଗତକାଲି ପାରଳାଖେମୁଣ୍ଡିଠାରେ ବିଜେପିର ପୂର୍ବତନ ଜିଲ୍ଲା ସଭାପତି ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ମୋହନଠାରେ…
ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ମୋର୍ଚ୍ଚା ପ୍ରଭାରୀ ତାଲିକା ଘୋଷଣା
ଗୋଲକଙ୍କୁ ଯୁବ, ପୃଥ୍ୱୀରାଜଙ୍କୁ ଅନୁସୂଚିତ ଜାତି ଓ ଲେଖାଶ୍ରୀଙ୍କୁ ଓବିସି
ଭୁବନେଶ୍ୱର: ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ଏବଂ ସଂଗଠନରେ ମୋର୍ଚ୍ଚାମାନଙ୍କର ସଂଗଠନାତ୍ମକ, ରଚନାତ୍ମକ ଓ ଆନ୍ଦୋଳନାତ୍ମକ କାର୍ଯ୍ୟାଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ…
ବିଜେପି ଆଣିଲା ଅଭିଯୋଗ : ଯୋଗାଣ ସହାୟକ କରୁଛନ୍ତି ନିର୍ବାଚନ ପ୍ରଚାର
ସୁନ୍ଦରଗଡ : ନିଜ ପଦବୀର ଅପବ୍ୟବହାର କରି କିରେଇ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅମିତ ପଟେଲ ନିର୍ବାଚନ ପ୍ରଚାରରେ ସାମିଲ ହେଉଛନ୍ତି ଓ ଏପରିକି ସେ ସଦର ବ୍ଲକ(କ)ଜୋନର ବିଜେଡି ପ୍ରାଥୀ ଅଶ୍ବିନୀ ନାୟକଙ୍କ ପାଇଁ ବିଭିନ୍ନ ସଭାରେ ଅତିଥି ଭାବେ ଯୋଗଦେବା ସହ ମଞ୍ଚରେ ପ୍ରାଥୀଙ୍କ ସହ ବସିବା ଠୁ…
ଦଳବିରୋଧୀ କାର୍ଯ୍ୟ:ବିଜେପିରୁ ବିଦା ହେଲେ ମିହିର ମହାପାତ୍ର
ଭୂବନେଶ୍ୱର: ଜିଲ୍ଲା ସଭାପତିଙ୍କ ସୁପାରିଶ ଏବଂ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ପୁରୀ ଜିଲ୍ଲା ପରିଷଦ ଜୋନ ନଂ-୨୫ର ଶ୍ରୀ ମିହିର ମହାପାତ୍ରଙ୍କୁ ପାର୍ଟିରୁ ବହିଷ୍କାର କରାଗଲା ବୋଲି ଏକ ପ୍ରେସ ବିଜ୍ଞପ୍ତି…
କେନ୍ଦ୍ରର ଓଡିଶା ଓ ଚାଷୀ ବିରୋଧି ମନୋଭାବ ଜାରି ରହିଛି: ବିଜେଡି
ଚାଷୀଙ୍କ ବିପଦ ବେଳେ ଦେଖା ଦେଉନାହାନ୍ତି ରାଜ୍ୟର ବିଜେପି ସାଂସଦ
ତୁରନ୍ତ ବଳକା ଚାଉଳ ଉଠାଇବାକୁ ଦାବି କଲା ବିଜେଡି
୮ ତାରିଖରେ ବିଜେଡିର ଘେରାଉ ଏଫ୍ସିଆଇ ଦପ୍ତର
ଭୁବନେଶ୍ୱର: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରର ଓଡିଶା ବିରୋଧୀ ତଥା କୃଷକ ବିରୋଧୀ ମନୋଭାବ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ଜମିଲାଣି ପ୍ରଚାର
ସଭାସମିତି ଉପରେ କଟକଣା, ସୋସିଆଲ ମିଡ଼ିଆ ଭରସା
ଡିଜିଟାଲ ପ୍ରଚାରରେ ଆଗରେ ସମିତି ସଭ୍ୟ ପ୍ରାର୍ଥୀନୀ ଶାନ୍ତା ଦାସ
ବାଲେଶ୍ୱର- କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ପଞ୍ଚାୟତ ନିର୍ବାଚନ ୨୦୨୨ ରେ ପ୍ରଚାର ଲାଗି ରାଜ୍ୟ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି I ଯେ…
ଏକ ଦକ୍ଷ ଜିଲ୍ଲାପରିଷଦ ଗଠନ ପାଇଁ କଂଗ୍ରେସ ହିଁ ଏକ ମାତ୍ର ବିକଳ୍ପ- ନରସିଂହ
ଜୋନ ନଂ୩୩ ଜିଲ୍ଲା ପରିଷଦ ପ୍ରାର୍ଥି ତନୟା ବେହେରାଙ୍କ ପାଇଁ ପ୍ରଚାର କଲେ ନରସିଂହ
ବଲାଙ୍ଗିର(ନିରୋଜ ମିଶ୍ର) - ଲୋକେ ଗତ ପାଞ୍ଚ ବର୍ଷ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପି ଦଳକୁ ବହୁ ପରିମାଣରେ ଭୋଟ ଦେଇ ବିଜୟୀ କରିଥିଲେ । ଆଶା କରିଥିଲେ ଆପଣଙ୍କ ଅଂଚଳର ବିକାଶ ହେବ । କିନ୍ତୁ ବିକାଶ ହେବା…
ଜିଗ୍ନୀପୁର: ସମିତିସଭ୍ୟ ପ୍ରାର୍ଥୀ ଅଶୋକ ଓଝା ଓ ସରପଂଚ ପ୍ରାର୍ଥିନୀ ତିଳୋତ୍ତମା ରାଉତଙ୍କ ପ୍ରତି ବଢୁଛି ସମର୍ଥନ
ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗି) :-ନିଶ୍ଚିନ୍ତକୋଇଲି ବ୍ଲକ ଜିଗ୍ନୀପୁର ଗ୍ରାମପଂଚାୟତରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ପରିଚିତ ଯୁବ ସମାଜସେବୀ ତଥା ସମିତିସଭ୍ୟ ପ୍ରାର୍ଥୀ ଅଶୋକ କୁମାର ଓଝା ପଂଚାୟତରେ ତାଙ୍କର ଜନସମ୍ପର୍କ କାର୍ଯ୍ୟକ୍ରମ ଓ ପ୍ରଚାର ଜୋରଦାର କରିଥବା ବେଳେ ଏବେ ତାଙ୍କ…